Home Middle

୨୫୦ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ରଖିଛି ଆଇଏସ୍‌ଆଇ…

ଶ୍ରୀନଗର,୨।୧୧: ଜମ୍ମୁ-କଶ୍ମୀରରେ ୨୫୦ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ପ୍ରସ୍ତୁତ ରଖିଛି। ଶୀତଦିନେ ତୁଷାରପାତ ପୂର୍ବରୁ ଆତଙ୍କବାଦୀଙ୍କୁ ଲଞ୍ଚ୍‌ପ୍ୟାଡ୍‌ ଛାଡ଼ିବାକୁ ଆଇଏସ୍‌ଆଇ ନିର୍ଦ୍ଦେଶ ଦେଇଛି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ କ୍ରମାଗତ ଭାବେ ସୀମା ପାର କରି…

ସମୁଦ୍ର ଆଁକୁ ଯିବ ୧୨ ଭାରତୀୟ ସହର…

ନୂଆଦିଲ୍ଲୀ,୨।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଏବେ ୧୨ ଭାରତୀୟ ସହର ଉପରେ ବିପଦ ଦେଖାଦେଇଛି। ବିଶ୍ୱ ତାପନ ବୃଦ୍ଧି ଯୋଗୁ ମେରୁ ଅଞ୍ଚଳର ହିମ ପାହାଡ଼ ତରଳିବାରେ ଲାଗିଛି। ଫଳରେ ସମୁଦ୍ର ପତ୍ତନର କ୍ରମାଗତ ବୃଦ୍ଧି ହେତୁ ସମୁଦ୍ର କୂଳରେ…

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୪୨୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୪୩ ଜଣଙ୍କ…

ଘର ଘର ବୁଲି ଟିକା…

ନୂଆଦିଲ୍ଲୀ,୨।୧୧: କରୋନା ମହାମାରୀ ଲଢ଼େଇରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘର ଘର ବୁଲି ଟିକା ଦାନ ଅଭିଯାନ ଆରମ୍ଭ କରୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ମେଗା ଟିକାଦାନ ଅଭିଯାନ ନେଇ ସ୍ବତନ୍ତ୍ର ଯୋଜନା…

୨୦୭୦ ସୁଦ୍ଧା ଭାରତ ହେବ କାର୍ବନ ନ୍ୟୁଟ୍ରାଲ

ଗ୍ଲାସ୍‌ଗୋ, ୨।୧୧: ୨୦୭୦ ସୁଦ୍ଧା ଭାରତ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବ ବୋଲି ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋ ସହରରେ ଅନୁଷ୍ଠିତ ଜଳବାୟୁ ସମ୍ମିଳନୀ (କୋପ୍‌୨୬)ରେ ସୋମବାର ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଥମ ଥର ଲାଗି ଭାରତ…

୩ ଲୋକ ସଭା ୨୯ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଗଣତି ଆରମ୍ଭ

ନୂଆଦିଲ୍ଲୀ,୨ ।୧୧: ଦେଶରେ ୩୦ ଅକ୍ଟୋବରରେ ୩ ଲୋକ ସଭା ଓ ୨୯ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳୁ ଆରମ୍ଭ ହୋଇଛି । ଲୋକ ସଭା ଆସନ ମଧ୍ୟରେ ଦାଦର ଓ ନଗର ହାବେଳି,…

ଟିକା ନେଇ ନ ଥିବା ଲୋକଙ୍କୁ ଖୋଜାଯିବ

ଭୁବନେଶ୍ୱର,୧।୧୧(ବ୍ୟୁରୋ): କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣ ହିଁ ଏକମାତ୍ର ଅସ୍ତ୍ର। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳରେ ବହୁ ଲୋକ ଆଦୌ ଟିକା ନେଇ ନ ଥିବା ଜଣାପଡିଛି। ସେପଟେ ଦ୍ୱିତୀୟ ଡୋଜ୍‌ ଟିକା ନେଇ ନ ଥିବା ଲୋକଙ୍କ ସଂଖ୍ୟା ମଧ୍ୟ…

ମୋଦିଙ୍କ ରାଲିରେ ବିସ୍ଫୋରଣ ଘଟଣା: ୪ ଜଣଙ୍କୁ ଫାଶୀ ଦଣ୍ଡ

ପାଟନା,୧।୧୧: ୨୦୧୩ ପାଟଣାର ଗାନ୍ଧୀ ମୈଦାନ ସିରିଏଲ ବିସ୍ଫୋରଣ ମାମଲାରେ ସ୍ବତନ୍ତ୍ର ଏନଆଇଏ କୋର୍ଟ ଦୋଷୀଙ୍କୁ ଦଣ୍ଡ ଘୋଷଣା କରିଛନ୍ତି। ୯ ଜଣ ଦୋଷୀଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। କୋର୍ଟ ହାଇଦର ଅଲୀ, ନୋମାନ ଅନସାରୀ, ମିଜିବୁଲ୍ଲା ଅନସାରୀ…

ଏନ୍‌କାଉଣ୍ଟର ହତ୍ୟା ଘଟଣାରେ ନୀରବ ଦ୍ରଷ୍ଟା ସାଜିଛନ୍ତି ମାନବାଧିକାର କମିଶନ, ବିଚାରପତି ଲୋକୁର…

ନୂଆଦିଲ୍ଲୀ,୧।୧୧: ଦେଶରେ ବିଭିନ୍ନ ସମୟରେ ହେଉଥିବା ଏନ୍‌କାଉଣ୍ଟର ହତ୍ୟା ଘଟଣାରେ ଜାତୀୟ ତଥା ରାଜ୍ୟ ମାନବାଧିକାର କମିଶନ କେବଳ ନୀରବଦ୍ରଷ୍ଟା ସାଜିଛନ୍ତି। ଏଭଳି ସଂସ୍ଥାର କୌଣସି ଗୁରୁତ୍ୱ ନ ଥିବା ଭଳି ମନେ ହେଉଛି। ତେଣୁ ଏସବୁ ସଂସ୍ଥାଗୁଡ଼ିକୁ ଉଚ୍ଛେଦ କରିଦେବା…

ପ୍ରିମିୟମ୍‌ ପୈଠ କରି ନ ଥିଲେ ବୀମା ଦାବି କରି ହେବ ନାହିଁ…

ନୂଆଦିଲ୍ଲୀ,୧।୧୧: ନିର୍ଦ୍ଦିଷ୍ଟ ତାରିଖରେ ଇନସ୍ୟୁରାନ୍ସ୍‌ ପ୍ରିମିୟମ୍‌ ପୈଠ କରି ନ ଥିଲେ ବୀମା ଦାବି କରିହେବ ନାହିଁ। ଏଭଳି ଦାବୀକୁ ସ୍ବୀକାର କରାଯିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ଏକ ମାମଲାର ବିଚାର ସମୟରେ କହିଛନ୍ତି। ଇନସ୍ୟୁରାନ୍ସ୍‌ ପଲିସି ଅନ୍ତର୍ଗତ ଏହା କାର୍ଯ୍ୟକାରୀ…

ଯୁବବର୍ଗ ପୁରୁଷଙ୍କ ମଧ୍ୟରେ ସଚେତନତା ଦ୍ୱାରା ମହିଳା ସଶକ୍ତି କରଣ ସମ୍ଭବ…

ନୂଆଦିଲ୍ଲୀ,୧।୧୧: ମହିଳା ସଶକ୍ତି କରଣ ଅବା ମହିଳା ଅଧିକାର ନେଇ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବବର୍ଗ ପୁରୁଷଙ୍କ ମଧ୍ୟରେ ସଚେତନତା ଦ୍ୱାରା ମହିଳା ସଶକ୍ତି କରଣ ସମ୍ଭବ ହେବା ସହିତ ସେମାନଙ୍କର ଅଧିକାର…

ରକ୍‌ ଅଫ୍‌ ପିସ୍‌ ଦଖଲ ପାଇଁ ଚାଇନାର ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ,୧।୧୧: ସୀମାରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି। ଗତ କିଛି ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି ରହିଛିି। ନିକଟରେ, ଚାରି ସପ୍ତାହ ପୂର୍ବରୁ ଅରୁଣାଚଳ ପ୍ରଦେଶର ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?