କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ୧୪ ବିରୋଧୀ ଏକଜୁଟ…
ନୂଆଦିଲ୍ଲୀ,୨୮।୭: ପେଗାସସ୍ ମାମଲାକୁ ନେଇ କେନ୍ଦ୍ର ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଲୋକ ସଭା ଏବଂ ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଲାଗି କଂଗ୍ରେସ ନେତୃତ୍ୱରେ ୧୪ଟି ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଏହି ମାମଲାରେ କୌଣସି ବୁଝାମଣା…
ଶପଥ ନେଲେ ବୋମାଇ…
ବେଙ୍ଗାଲୁରୁ,୨୮।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇ ବୁଧବାର ପୂର୍ବାହ୍ନ ୧୧ଟାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳଥାଓ୍ବାର ଚାନ୍ଦ ଗେହଲଟ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ପରେ କରାଯିବ ବୋଲି କୁହାଯାଉଛି। ରାଜ୍ୟର…
୭ ମାସରେ ଦେଶ ଛାଡ଼ିଛନ୍ତି ୨ ଲକ୍ଷ ୭୦ ହଜାରରୁ ଅଧିକ ଲୋକ…
କାବୁଲ୍,୨୮।୭: ଆଫଗାନିସ୍ତାନରେ ତାଲିବାନ ଶାସନ ପୁଣି ଫେରିବାକୁ ଯାଉଛି। ଫଳରେ ଏବେ ଦେଶର ସାଧାରଣ ଲୋକଙ୍କ ସମ୍ଭୁଖରେ କ୍ଷୁଧା, ଅସହାୟତା, ରୋଗ ଏବଂ ମୃତ୍ୟୁର ଆତଙ୍କରେ ଲୋକେ ଆତଙ୍କିତ ହୋଇପଡ଼ିଛି। ଛୋଟପିଲା, ବୃଦ୍ଧ, ଯୁବତୀ,ଯୁବକ ମହିଳା ସଭିଏଁ କୋକୁଆ ଭୟରେ ଦିନ…
୧୦ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫଗାନିସ୍ତାନରେ…
କାବୁଲ୍,୨୮।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ସ୍ବଦେଶ ଫେରୁଥିବାରୁ ଦେଶରେ ପୁଣି ତାଲିବାନ ସକ୍ରିୟ ହେବାରେ ଲାଗିଛି। ଆଫଗାନିସ୍ତାନର ଅସ୍ଥିର ସ୍ଥିତିରୁ ପାକିସ୍ତାନ ଲାଭ ଉଠାଇବାର ଉଦ୍ୟମ କରୁଛି। ସମ୍ପ୍ରତି ୧୦ ହଜାରରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ ଆଫଗାନିସ୍ତାନରେ ପ୍ରବେଶ କରିସାରିଛନ୍ତି। ସେମାନେ…
ଲଗାତର ଦ୍ୱିତୀୟ ମ୍ୟାଚ୍ ଜିତିଲେ ସିନ୍ଧୁ: ପଦକ ଆଶା ବଢିଲା
ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ତୃତୀୟ ରାଉଣ୍ଡରେ ପହଞ୍ଚିବା ପାଇଁ ହଂକଂର ଚିଆଙ୍ଗ ନାଗାନ ୟିଙ୍କୁ ୨-୦ରେ ପରାସ୍ତ କରି ଲଗାତର ଦ୍ୱିତୀୟ ବିଜୟ ହାସଲ କରିଥିଲେ। ବ୍ୟାଡମିଣ୍ଟନ ଇଭେଣ୍ଟରେ ପଦକ ଜିତିବାର ଭାରତର ଆଶା ଅକ୍ଷୁର୍ଣ୍ଣ ରହିଛି।…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୨୮।୭: ଦଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୪ ଦିନ ଧରି ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିବା ପରେ ପୁଣି…
ଅନାଥଙ୍କ ରିପୋର୍ଟ ବିଳମ୍ବ କରନି
ନୂଆଦିଲ୍ଲୀ, ୨୮ା୭: କରୋନା ମହାମାରୀ ଯୋଗୁ ଦେଶରେ ମାର୍ଚ୍ଚ ୨୦୨୦ ପରେ ଅନାଥ ହୋଇଥିବା ପିଲାମାନଙ୍କ ସଂଖ୍ୟା ବିଷୟରେ ସବିଶେଷ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଅନାଥ ପିଲାମାନଙ୍କୁ ଚିହ୍ନଟ…
କାହିଁକି ହେଉନି ପେଗାସସ୍ ତଦନ୍ତ
ନୂଆଦିଲ୍ଲୀ,୨୮ା୭ :ଇସ୍ରାଏଲ କମ୍ପାନୀ ଏନ୍ଏସ୍ଓ ଗ୍ରୁପ୍ ପକ୍ଷରୁ ବିକଶିତ ସ୍ପାଏଓ୍ବେରକୁ ନେଇ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ନେତା, ଖବରଦାତା, ମାନବାଧିକାର କର୍ମୀ ଓ ବିଜ୍ନେସମ୍ୟାନଙ୍କ ଭିତିରି କଥା ଜାଣିବା ପାଇଁ ଏହାକୁ ଗୁପ୍ତଚର ଭାବେ ବ୍ୟବହାର କରାଯାଇଛି। ବିଶେଷକରି ଶାସକ…
ପ୍ରବାସୀଙ୍କୁ ଦେଇପାରିଲେନି ଦକ୍ଷତା ତାଲିମ
ନୂଆଦିଲ୍ଲୀ, ୨୮ା୭: କରୋନା ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚ ୨୫ରେ କେନ୍ଦ୍ର ସରକାର ହଠାତ୍ ଦେଶବ୍ୟାପୀ ଲକ୍ଡାଉନ ଘୋଷଣା କରିଥିଲେ। କଳକାରଖାନା ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ତାଲା ପଡ଼ିବାରୁ କୋଟିଏରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଜୀବିକା ହରାଇଥିଲେ। ବିଭିନ୍ନ ରାଜ୍ୟରେ…
ଟୋକିଓ ଫ୍ଲାଇଟ୍ ମିସ୍ କଲେ ଭିନେଶ ଫୋଗଟ
ନୂଆଦିଲ୍ଲୀ,୨୭।୭: ଅଲିମ୍ପିକ୍ସରେ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ରେସଲର ଭିନେଶ ଫୋଗଟ ବିଳମ୍ବରେ ପହଞ୍ଚିବେ ଟୋକିଓରେ। ତାଙ୍କୁ ମଙ୍ଗଳବାର ଫ୍ରାଙ୍କଫର୍ଟରୁ ଟୋକିଓ ଫ୍ଲାଇଟ୍ ନେବାର ଥିଲା। କିନ୍ତୁ ୟୁରୋପୀୟ ସଂଘ(ୟୁରୋପିଆନ ୟୁନିଅନ)ରେ ରହିବା ପାଇଁ ତାଙ୍କ ଭିଜାରେ ପ୍ରଦତ୍ତ…
ରୁମ୍ କ୍ୱାରେଣ୍ଟିନରେ ଟିମ୍ ଇଣ୍ଡିଆ ଖେଳାଳି
କଲମ୍ବୋ,୨୭।୭: ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍କୁ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସିରିଜ୍ର ବଳକା ଦୁଇ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି କ୍ରୁନାଲ। ତାଙ୍କୁ ଏବେ…
କର୍ନାଟକରେ ପୁଣି ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ମୁଖିଆ
ବାଙ୍ଗାଲୁରୁ,୨୭।୭: ମଙ୍ଗଳବାର କର୍ନାଟକକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ଭାଜପା ବିଧାୟକଙ୍କ ବୈଠକରେ ବାସବରାଜ ବୋମାଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଛି। ସୋମବାର ଇସ୍ତଫା ଦେଇଥିବା ବି ଏସ୍ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ସରକାରରେ ବୋମାଇ ଗୃହମନ୍ତ୍ରୀ ଦାୟିତ୍ୱରେ ଥିଲେ। ସୋମବାର ୟେଦୁରପ୍ପାଙ୍କ ଇସ୍ତଫା…
Archives


