Home Middle

ବିପିନ ରାଓ୍ବତଙ୍କ ପୂର୍ବରୁ ଏସବୁ ନେତାମାନଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ଯାଇଛି ଜୀବନ

ନୂଆଦିଲ୍ଲୀ,୮ା୧୨: ସିଡିଏସ୍‌ ବିପିନ ରାଓ୍ବତଙ୍କ ବୁଧବାର ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହାନି ଘଟିଛି। ଏହି ଦୁର୍ଘଟଣା ସତେ ଯେମିତି ପୂର୍ବ ଘଟଣାର ସ୍ମୃତି ଫେରାଇ ଆଣିଛି। ଏହା ପୂର୍ବରୁ ଅନେକ ଭାରତୀୟ ରାଜନେତାଙ୍କ ବିମାନ ଦୁର୍ଘଟଣାରେ ପ୍ରାଣହାନି ଘଟିଛି।…

ଚପର ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବିପିନ ରାଓ୍ବତ

ନୂଆଦିଲ୍ଲୀ,୮।୧୨: ତାମିଲନାଡୁର କୁନୁରଠାରେ ବୁଧବାର ଘଟିଥିବା ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ରହିଛନ୍ତି ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ବତ। ଦୁର୍ଘଟଣା ବେଳେ ଚପରରେ ଉପସ୍ଥିତ ଥିବା ତାଙ୍କ ପତ୍ନୀ ମଧୁଲିକା…

ବିପିନ୍‌ ରାଓ୍ବତଙ୍କ ପରିବାରରେ କିଏ କିଏ ଅଛନ୍ତି ଜାଣନ୍ତୁ

କୁନ୍ନୁର,୮ା୧୨: ତାମିଲନାଡୁର କୁନ୍ନୁର ନିକଟରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ୍‌ ରାଓ୍ବତ ଥିଲେ। ତାଙ୍କ ସହ ସ୍ତ୍ରୀ ମଧୁଲିକାଙ୍କ ସମେତ ଆଉ ୧୪ ଜଣ ମଧ୍ୟ ହେଲିକପ୍ଟରରେ…

ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କ ଥଇଥାନ ନୀତି ନିର୍ଦ୍ଧାରଣ ଲାଗି ନିର୍ଦ୍ଦେଶ …

ନୂଆଦିଲ୍ଲୀ,୮।୧୨: ରେଳ ଲାଇନ କଡ଼ରେ ଥିବା ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କ ଥଇଥାନ ଲାଗି ନୀତି ନିର୍ଦ୍ଧାରଣ କରିବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି। ପଞ୍ଜାବ ଏବଂ ହରିୟାଣାରେ ବାସ କରୁଥିବା ଝୁମ୍ପୁଡ଼ି ବାସିନ୍ଦାଙ୍କ ଲାଗି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଶୀର୍ଷକୋର୍ଟ କେନ୍ଦ୍ର…

୨୦୨୭ ପୂର୍ବରୁ ଯୁଦ୍ଧ କରିପାରେ ଚାଇନା

ହଂକଂ,୮ା୧୨: ତାଇଓ୍ବାନ ପ୍ରତି ଚାଇନାର ଆକ୍ରୋଶ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ତାଇଓ୍ବାନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (PLA) ବାରମ୍ବାର ତାଇଓ୍ବାନର ଆକାଶ ମାର୍ଗରେ ଅନୁପ୍ରବେଶ କରୁଛି। ବିଶେଷକରି ସାମୁଦ୍ରିକ କାର୍ଯ୍ୟକଳାପ…

ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ…

କୁନ୍ନୁର,୮।୧୨: ତାମିଲନାଡୁର କୁନ୍ନୁର ଜିଲାରେ ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର ମଧ୍ୟାହ୍ନ ୧୨ଟା ୨୦ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ବିମାନରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ବିପିନ ରାଓ୍ବତଙ୍କ ସମେତ ୧୪ ଜଣ ସେନା ଅଧିକାରୀ ଯାତ୍ରା କରୁଥିଲେ। ଇତିମଧ୍ୟରେ…

ସୁ ଚୀଙ୍କୁ ୧୦୦ ବର୍ଷରୁ ଅଧିକ ଜେଲ୍‌ ଦଣ୍ଡାଦେଶ ଆଶଙ୍କା…

ନାପିଦ୍ୱ,୮।୧୨: ନୋବେଲ ବିଜେତା ତଥା ମ୍ୟାନ୍‌ମାର ନେତା ଅଙ୍ଗ ସାନ ସୁ ଚୀଙ୍କୁ କରୋନା ନିୟମ ଉଲ୍ଲଂଘନ କରିଥିବା ଅପରାଧରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ପୂର୍ବରୁ ଏହି ଦଣ୍ଡକୁ ଚାରି ବର୍ଷ କରାଯାଇଥିଲା। କିନ୍ତୁ ପରେ ଏହାକୁ ଦୁଇ…

ବାୟୁସେନାର ଶକ୍ତି ହେବ ବୃଦ୍ଧି, ମିଳିବ ଏଇଏସ୍‌ଏ ରାଡାର…

ନୂଆଦିଲ୍ଲୀ,୮।୧୨: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ହେବାକୁ ଯାଉଛି। ସ୍ବଦେଶୀ ଭାବେ ବିକଶିତ ରାଡାର – ଆକ୍ଟିଭ ଇଲେକ୍ଟ୍ରୋନିକ ସ୍କାନ (ଏଇଏସ୍‌ଏ)ର ସାମିଲ କରିବା ଲାଗି ବାୟୁସେନା ପ୍ରସ୍ତୁତ ହେଉଛି। ବାୟୁସେନାରେ ରାଡାର ସାମିଲ ହେବା ଦ୍ୱାରା, ଭାରତ ପୃଥିବୀର ଶକ୍ତିଶାଳୀ…

ପୁଣି ଫେରିଲା ଲକ୍‌ଡାଉନ ସ୍ଥିତି, ୧୪୪ ଧାରା ଜାରି…

ଲକ୍ଷ୍ନୌ,୮।୧୨: ଦକ୍ଷିଣ ଆଫ୍ରିକାରୁ ସମଗ୍ର ବିଶ୍ୱରେ ବ୍ୟାପିଥିବା ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଦକ୍ଷିଣ ଆଫ୍ରିକା ଏବଂ ବ୍ରିଟେନର ତଥ୍ୟ ଅନୁଯାୟୀ, କରୋନାର ଏହି ନୂଆ ଭାରିଆଣ୍ଟରେ ପିଲାମାନେ ଅଧିକ ଆକ୍ରାନ୍ତ ହେଉଛନ୍ତିି। ବ୍ରିଟିଶ ବିଶେଷଜ୍ଞଙ୍କ…

ଆରବିଆଇ ମନିଟାରୀ ପଲିସି ଘୋଷଣା, ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ…

ନୂଆଦିଲ୍ଳୀ,୮।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହାର ମୁଦ୍ରା ନୀତି ସମୀକ୍ଷାର ଫଳାଫଳ ପ୍ରକାଶ କରାଯାଇଛି। ଏଥିରେ ନୀତିଗତ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ରେପୋ ରେଟ୍‌ ୪ ପ୍ରତିଶତରେ ଏବଂ ରିଭର୍ସ ରେପୋ ରେଟ୍‌କୁ ୩.୩୫ ପ୍ରତିଶତ ରଖାଯାଇଛି।…

ଚାଷୀଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି ସରକାର…

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି। ଚାଷୀଙ୍କ ସମସ୍ୟାକୁ ସରକାର ଅଣଦେଖା କରୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। ସଂସଦୀୟ ଦଳ ବୈଠକରେ ସୋନିଆ ଏଭଳି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।…

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୮।୧୨: ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୪୩୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?