Home Middle

ଡେଲ୍ଟାଠୁ ୬ଗୁଣ ସଂକ୍ରାମକ ଓମିକ୍ରନ୍‌

ହାଇଦ୍ରାବାଦ, ୩୦ା୧୧: ସମଗ୍ର ବିଶ୍ୱକୁ ଡରାଇଥିବା କୋଭିଡ୍‌ ନୂଆ ଭାରିଆଣ୍ଟ ବି.୧.୧.୫୨୯ ବା ‘ଓମିକ୍ରନ’ ଦ୍ୱିତୀୟ ଲହରରେ ଆସିଥିବା ‘ଡେଲ୍ଟା’ ଭାରିଆଣ୍ଟଠାରୁ ୬ଗୁଣା ଅଧିକ ସଂକ୍ରାମକ। ମନୋକ୍ଲୋନାଲ ଆଣ୍ଟିବଡି ଥେରାପି କିମ୍ବା କକ୍‌ଟେଲ୍‌ ଚିକିତ୍ସା ଓମିକ୍ରନ ସଂକ୍ରମିତଙ୍କଠାରେ ପ୍ରଭାବୀ ହୋଇ ନ…

ସମ୍ପୂର୍ଣ୍ଣ ଶୀତକାଳୀନ ଅଧିବେଶନକୁ ବହିଷ୍କାର କରିପାରନ୍ତି ବିରୋଧୀ

ନୂଆଦିଲ୍ଲୀ,୩୦ ।୧୧: ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହେଉଛନ୍ତି । ହେଲେ ଏହି ସମୟରେ କଂଗ୍ରେସର ଅନୁଗାମୀ ମାନେ ଅଲଗା ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି । କୃଷି ଆଇନ…

୧୩ ଦେଶରେ ପହଞ୍ଚିଲା ଓମିକ୍ରନ: ବିଦେଶୀଙ୍କ ପାଇଁ ଜାପାନ ମନା

ନୂଆଦିଲ୍ଲୀ/ଟୋକିଓ /ଲିସବନ,୩୦ ।୧୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ୧୩ଟି ଦେଶରେ ପହଞ୍ଚି ସାରିଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ କୁହାଯାଇଛି କି ଓମିକ୍ରନ ଆକ୍ରାନ୍ତ ଦେଶରୁ…

ଟୁଇଟର ସିଇଓ ହେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ,୨୯।୧୧: ଟୁଇଟରର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ ଡୋରସି ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ କମ୍ପାନୀର ଦାୟିତ୍ୱ ନେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରଓ୍ବାଲ। ସେ ଏବେ ଟୁଇଟରର ଟେକ୍‌ନୋଲୋଜି ମୁଖ୍ୟ…

୪୪ କୋଟି ଛୁଆଙ୍କୁ ଟିକା ଦେବାକୁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୨୯।୧୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଓ ଭୟ ବଢ଼ୁଥିବା ବେଳେ ଦେଶର ୪୪ କୋଟିରୁ ଊର୍ଦ୍ଧ୍ୱ ଛୁଆଙ୍କୁ ଟିକାକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିବା କୋଭିଡ୍‌-୧୯ ଟାକ୍ସଫୋର୍ସ ଅଧ୍ୟକ୍ଷ ଡା. ଏନ୍‌. କେ. ଅରୋରା କହିଛନ୍ତି। ଏଥିସହ…

ଓମିକ୍ରନ୍‌କୁ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୨୯ା୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ଟିକେ କମିଛି ତଥାପି ଅନ୍ୟ ଦେଶ ଭଳି ଆମ ଦେଶ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଚିନ୍ତାରେ ପଡ଼ିଛି। ତେବେ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଭାରତ ସରକାର ଆଜି ଅନ୍ତର୍ଜାତୀୟ…

ଉଭୟ ଗୃହରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ପାରିତ…

ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକ ସଭା ଏବଂ ରାଜ୍ୟ ସଭା ଉଭୟ ଗୃହରେ ପାରିତ ହୋଇଛି। ବିନା ଚର୍ଚ୍ଚାରେ ପ୍ରତ୍ୟାହାର ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ମଧ୍ୟାହ୍ନରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକ…

କରୋନାର ନୂଆ ଏନ୍ତୁଡ଼ିଶାଳର ସନ୍ଧାନ ମିଳିଲା, ୯୦ ପ୍ରତିଶତ ଓମିକ୍ରନ୍‌ ଆକ୍ରାନ୍ତ…

କେପ୍‌ ଟାଉନ୍‌,୨୯।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଠାରେ ଥିବା ଶ୍ୱାନେ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏବେ କରୋନାର ନୂଆ ଏନ୍ତୁଡ଼ିଶାଳ ପାଲଟିଛି। ଏଠାରେ ୯୦ ପ୍ରତିଶତ ଓମିକ୍ରନ୍‌ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏହା…

କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକସଭାରେ ପାରିତ…

ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକସଭାରେ ସୋମବାର ପାରିତ ହୋଇଛି। ବିନା ଚର୍ଚ୍ଚାରେ ପ୍ରତ୍ୟାହାର ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ବିଲ୍‌ ଆଗତ ହେବାର କିଛି ମିନିଟ୍‌ ମଧ୍ୟରେ ଏହା ପାରିତ ହୋଇଥିଲା। ତେବେ ଲୋକସଭାରେ…

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ ନିର୍ମାଣ କାର୍ଯ୍ୟ ବନ୍ଦଥିବାବେଳେ ସେଣ୍ଟ୍ରାଲ ଭିଷ୍ଟାରେ କାହିଁକି ରହିଛି ଜାରି…

ନୂଆଦିଲ୍ଲୀ,୨୯।୧୧: ଦିଲ୍ଲୀ ଏନ୍‌ସିଆର୍‌ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ତାଗିଦ୍‌ କରିବା ସହିତ ପ୍ରଶ୍ନ କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟ ଥିବାବେଳେ ସେଣ୍ଠ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ…

ବାହାରେ ପ୍ରଦର୍ଶନ, ଭିତରେ ହଟ୍ଟଗୋଳ, ଲୋକ ସଭା-ରାଜ୍ୟ ସଭା ଅଚଳ…

ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହ ଅଚଳ ହୋଇପଡ଼ିଛି। ବାହାରେ ବିରୋଧୀଙ୍କ ପକ୍ଷରୁ ପ୍ରଦର୍ଶନ ଆରମ୍ଭ କରାଯିବା ସହିତ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ଅଧିବେଶନ ଆରମ୍ଭ ହେବା ମାତ୍ରେ…

ଓମିକ୍ରନ୍‌ର ପ୍ରଥମ ଚିତ୍ର ଜାରି, ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜକୁ ପରିବର୍ତ୍ତନ କରିଥାଏ…

ରୋମ/ନୂଆଦିଲ୍ଲୀ,୨୯।୧୧: କରୋନା ମହାମାରୀର ଦକ୍ଷିଣ ଆଫ୍ରିକାରେ ମିଳିଥିବା ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ପ୍ରଥମ ଚିତ୍ର ଜାରି କରାଯାଇଛି। କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ୍‌ ନିଜକୁ ଅଧିକ ପରିବର୍ତ୍ତନ କରିଥାଏ। ଏହାର ୩୦ ପ୍ରକାର ମ୍ୟୁଟେଶନ ରୂପ ରହିଛି ବୋଲି ଇଟାଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?