Home Middle

ପୁଣି ଆତଙ୍କ, ଦେଶରେ ୭୩ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତ…

ନୂଆଦିଲ୍ଲୀ,୧୬।୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମହାରାଷ୍ଟ୍ର ଏବଂ କେରଳରେ ୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଦେଶରେ ଓମିକ୍ରନଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ…

ଡେଲ୍‌ଟାକୁ ଟପିବ ଓମିକ୍ରନ୍‌ ସଂକ୍ରମଣ

ନୂଆଦିଲ୍ଲୀ, ୧୬।୧୨: ଆସନ୍ତାବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ କୋଭିଡ୍‌-୧୯ର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ଭାରତରେ ଶୀର୍ଷ ଛୁଇଁପାରେ। ସେତେବେଳକୁ ଏହା ଡେଲ୍ଟା ଭାରିଆଣ୍ଟର ସଂକ୍ରମଣକୁ ଟପିଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଡେଲ୍ଟା ଭାରିଆଣ୍ଟ ଯୋଗୁ ଚଳିତ ବର୍ଷ କୋଭିଡ୍‌ର ଦ୍ୱିତୀୟ…

୧୮ ବର୍ଷ ଜେଲଦଣ୍ଡ ଭୋଗି ନିର୍ଦ୍ଦୋଷରେ ଖଲାସ

ବାରିପଦା ଅଫିସ,୧୫ା୧୨- ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ିକୁ ନେଇ ଟ୍ରିପଲ ମର୍ଡର ଘଟଣାରେ ୧୮ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ନିର୍ଦ୍ଦୋଷରେ ମୁକୁଳିଛନ୍ତି ବଳରାମପୁର ଗ୍ରାମର ହାବିଲ ସିଦ୍ଧୁ(୫୯)। ମଙ୍ଗଳବାର ମୟୂରଭଞ୍ଜ ଜିଲା ଓ ଦୌରା ଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ମାମଲାର…

ପୁଣି ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଦୁବାଇ, ୧୫।୧୨: ୨୦୨୨ ମାର୍ଚ୍ଚ ୪ରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହେବାକୁ ଥିବା ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌ (ଆଇସିସି)। ଏହି ଇଭେଣ୍ଟରେ ଭାରତ ପ୍ରଥମେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ…

ହାର୍ଟ ପାଇଁ ଶେଷ ହେଲା କ୍ୟାରିୟର

ବାର୍ସିଲୋନା,୧୫।୧୨: ବାର୍ସିଲୋନା ତଥା ଆର୍ଜେଣ୍ଟିନା ଷ୍ଟ୍ରାଇକର ସେର୍ଗିଓ ଅଗୁରୋ ବୁଧବାର ଫୁଟ୍‌ବଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ହୃଦ ଜନିତ ସମସ୍ୟା କାରଣରୁ ୩୩ ବର୍ଷ ବୟସରେ ସେ ନେଇଛନ୍ତି ଅବସର ନିଷ୍ପତ୍ତି। ଏଥିସହ ଶେଷ ହୋଇଛି ତାଙ୍କର ଦୀର୍ଘ ୧୮ ବର୍ଷର…

କେନ୍ଦ୍ର କ୍ୟାବିନେଟର ଐତିହାସିକ ନିଷ୍ପତି

ନୂଆଦିଲ୍ଲୀ,୧୫।୧୨: ସେମିକଣ୍ଡକ୍ଟର ଏବଂ ଡିସ୍‌ପ୍ଲେ ବୋର୍ଡର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ପିଏଲ୍‌ଆଇ ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି , ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଗାଙ୍ଗୁଲିଙ୍କ କଥାରେ ଏକମତ ନୁହଁନ୍ତି କୋହଲି

ମୁମ୍ବାଇ,୧୫।୧୨: “ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଦଳ ଘୋଷଣା କରାଯିବାର ଦେଢ଼ ଘଣ୍ଟା ପୂର୍ବରୁ ମୋତେ ଚୟନକର୍ତ୍ତା ଜଣାଇଥିଲେ, ତୁମେ ଆଉ ଦିନିକିଆ ଦଳର ଅଧିନାୟକ ହେବ ନାହିଁ। ଏଥିପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ…

ଜାନୁୟାରୀ-ଫେବୃୟାରୀରେ ଭାରତରେ ହୋଇପାରେ ଓମିକ୍ରନ୍‌ ବିସ୍ଫୋରଣ !…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପୃଥିବୀର ୭୭ ଦେଶରେ ଓମିକ୍ରନ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଜାନୁଆରୀ-ଫେବୃଆରୀ ମାସରେ ଭାରତରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।…

ବିବାଦକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କୋହଲି

ମୁମ୍ବାଇ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳରେ ମତଭେଦ ସୃଷ୍ଟି ହୋଇଛି। ବୁଧବାର ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ସେ ଚୟନ ପାଇଁ…

ସୂର୍ଯ୍ୟକୁ ଛୁଇଁଲା ପାର୍କର ପ୍ରୋବ୍‌, ମହାକାଶ ଇତିହାସରେ ପ୍ରଥମ ଘଟଣା…

ନୂଆଦିଲ୍ଲୀ, ୧୫।୧୨: ଆମେରିକାର ସ୍ପେସ ଏଜେନ୍ସି ନାସାର ମହାକାଶଯାନ ‘ପାର୍କର ସୋଲାର ପ୍ରୋବ’ ସୂର୍ଯ୍ୟଙ୍କୁ ସ୍ପର୍ଶ କରିବାର ଏକ ଅଦ୍ୱିତୀୟ କାର୍ଯ୍ୟ କରିଛି। ଏହି ସଫଳତା, ଥରେ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା। ମାତ୍ର ଏହା ସତ୍ୟରେ ପରିଣତ ହୋଇପାରିଛି। ଆଠ…

ସାର୍ବଜନୀକ ହେବ ନାହିଁ ଜାତିଗତ ଜନଗଣନା ତଥ୍ୟ…

ନୂଆଦିଲ୍ଲୀ, ୧୫।୧୨: ଦେଶରେ ୨୦୧୧ ଜନଗଣନାରେ ପ୍ରକାଶିତ ସାମାଜିକ-ଆର୍ଥିକ ପଛୁଆବର୍ଗର ପରିସଂଖ୍ୟାନ ତଥ୍ୟ ସାର୍ବଜନୀକ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କେନ୍ଦ୍ରର ଯୁକ୍ତିକୁ ଗ୍ରହଣ କରିଛନ୍ତି। ଓବିସିଙ୍କ ସଂଖ୍ୟା ଜାଣିବା ପାଇଁ ୨୦୧୧ରେ ଜାତି ଜନଗଣନା କରାଯାଇ ନାହିଁ ବୋଲି…

ଶେଷରେ ଆଖିବୁଜିଲେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ

ବେଙ୍ଗାଲୁରୁ,୧୫।୧୨: ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଶେଷରେ ଆଖି ବୁଜିଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। କ୍ରାସ୍‌ ସମୟରେ ତାଙ୍କ ଶରୀରର ୪୦% ଅଂଶ ପୋଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?