ଇ-ଯାନ ନୀତିକୁ ମୋହର
ଭୁବନେଶ୍ୱର,୨୮ା୮(ବ୍ୟୁରୋ): ପେଟ୍ରୋଲ, ଡିଜେଲର ଦରବୃଦ୍ଧି ଏବଂ ବାୟୁ ପ୍ରଦୂଷଣ ଦେଶ ପାଇଁ ପ୍ରମୁଖ ଚିନ୍ତାର ବିଷୟ। ଗୋଟିଏ ପଟେ ଦରଦାମ ବୃଦ୍ଧି, ଅନ୍ୟପଟେ ପରିବେଶ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିଛି। ତେଣୁ ଇଲେକ୍ଟ୍ରିକ୍ ଭେହିକିଲ (ଇ-ଯାନ)ର ବ୍ୟବହାର ଜରୁରୀ ହୋଇପଡ଼ିଛି, ଯାହାକି…
ବୋଲରଙ୍କୁ ଥକେଇ ଦେଲେ ପୂଜାରା, କୋହଲି
ଲିଡ୍ସ,୨୭।୮: ସ୍ଥାନୀୟ ଲିଡ୍ସ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଟେଷ୍ଟକୁ ୩ୟ ଦିନରେ ଜିତି ନେବାକୁ ଆଶା ରଖିଥିଲା ଇଂଲଣ୍ଡ। କିନ୍ତୁ ଘରୋଇ ବୋଲରଙ୍କୁ ଥକେଇ ଦେଇଛନ୍ତି ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି। ଦୁହିଁଙ୍କ…
‘ପାଳି ସରକାର କଥା ଉଠୁ ନାହିଁ’
ନୂଆଦିଲ୍ଲୀ,୨୭।୮: “ ପାଳି ସରକାର କଥା ଉଠୁ ନାହିଁ। ମୋ ସପକ୍ଷରେ ଛତିଶଗଡ଼ର କଂଗ୍ରେସ ଇନଚାର୍ଜ ପି ଏଲ ପୁନିଆ ଅଛନ୍ତି। ମୋର ଯାହା କହିବାର ଥିଲା, ତାହା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କହିଛି। ଦଳର ସ୍ଥିତି ଦେଖିବା…
ପାରାଲିମ୍ପିକ୍ସରେ ପ୍ରଥମ ପଦକ ନିଶ୍ଚିତ କଲା ଭାରତ
ଟୋକିଓ,୨୭।୮: ଭାଭିନାବେନ ପଟେଲ ଶୁକ୍ରବାର ଇତିହାସ ରଚିଛିନ୍ତି। ପାରାଲିମ୍ପିକ୍ସର ମହିଳା ଟେବୁଲ ଟେନିସ ଇଭେଣ୍ଟରେ ପଦକ ନିଶ୍ଚିତ କରିବାରେ ଭାବିନା ପ୍ରଥମ ଭାରତୀୟ ଖେଳାଳି। ୨୦୧୬ ରିଓ ପାରାଲିମ୍ପିକ୍ସ ଚାମ୍ପିୟନ ବୋରିସ୍ଲାଭା ପେରିସ-ରାଙ୍କୋଭିକ୍ଙ୍କୁ ସିଧାସଳଖ ଗେମ୍ରେ ହରାଇ ଭାଭିନା ସେମିଫାଇନାଲରେ ସ୍ଥାନ…
କାବୁଲ ବିମାନ ବନ୍ଦର ପରେ ଏବେ କାଜକସ୍ତାନ ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ: ୯ ମୃତ
ନୁର-ସୁଲତାନ,୨୭ ।୮: କାବୁଲ ବିମାନ ବନ୍ଦରରେ ଗୁରୁବାର ହୋଇଥିବା ବୋମା ବିସ୍ଫୋରଣ ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହାପରେ ଶୁକ୍ରବାର କାଜାକସ୍ତାନର ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ ହୋଇଥିବା ଖବର ମିଳିଛି । ସମାଚାର ଏଜେନ୍ସି ଏଏଫ୍ପିର ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ…
ଉତ୍ତରାଖଣ୍ଡରେ ଲଗାଣ ବର୍ଷା: ଭାଙ୍ଗିଲା ପୋଲ, ଭାସିଗଲା ଗାଡି
ଡେରାଡୁନ,୨୭ ।୮: ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଯୋଗୁଁ ଜାତୀୟ ରାଜପଥ ସହ ଅନ୍ୟ ସଡ଼କ ବି ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଡେରାଡୁନ-ରିଷିକେଶ ହାଇୱେରେ ଥିବା ପୋଲ ଭାଙ୍ଗିଯିବା…
ଲକ୍ଷ୍ୟ ହାସଲ ଯାଏ ପରିଶ୍ରମ କର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୭।୮(ବ୍ୟୁରୋ): ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ପିଲାମାନେ ବଡ଼ ମଣିଷ ହେବାର ସ୍ବପ୍ନ ଦେଖିବା ସହ ଅନ୍ତର୍ନିହିତ ପ୍ରତିଭା ଉପଯୋଗକରି ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିବେ। ପିଲାଙ୍କ ସଫଳତା ହିଁ ସମାଜ, ବିଦ୍ୟାଳୟ ଓ ପରିବାରର ଗୌରବ।…
କାବୁଲ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍
କାବୁଲ,୨୭।୮: ଆଫଗାନିସ୍ତାନର କାବୁଲରେ ଗୁରୁବାର ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା। କାବୁଲ ବିମାନବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୩ ଜଣ ଆହତ ହୋଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନଙ୍କର…
କିଛି ଚମତ୍କାର ହିଁ ଟିମ୍ ଇଣ୍ଡିଆକୁ ବଞ୍ଚାଇ ପାରିବ
ଲିଡ୍ସ,୨୬।୮: ମ୍ୟାଚ୍ରେ ଆହୁରି ୩ ଦିନ ବାକି ଅଛି। ଟିମ୍ ଇଣ୍ଡିଆ ଏବେ ୩୪୫ ରନ୍ରେ ପଛୁଆ। ଇଂଲଣ୍ଡ ହାତରେ ଆହୁରି ୨ ଉଇକେଟ ଅଛି। ଏଭଳି ଗମ୍ଭୀର ସ୍ଥିତିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ କୌଣସି ଚମତ୍କାର ହିଁ ବଞ୍ଚାଇ…
କରୋନା କବଳରେ ୧୩୦ ପିଲା, ବଲାଙ୍ଗୀରରେ ଗଲା ଶିଶୁଙ୍କ ଜୀବନ
ଭୁବନେଶ୍ୱର,୨୬।୮(ବ୍ୟୁରୋ): କେରଳରେ ଏବେ ସଂକ୍ରମଣ ପୁଣି ଦ୍ରୁତଗତିରେ ବଢ଼ୁଛି। ଏଠାରେ ତୃତୀୟ ଲହର ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି। ଏହାକୁ ନେଇ ଏବେ ଓଡ଼ିଶାରେ ବି ଆତଙ୍କ ଖେଳିଯାଇଛି। ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି ସ୍ବାସ୍ଥ୍ୟ…
ଚେତାବନୀର କିଛି ଘଣ୍ଟା ପରେ ବଡ଼ ଧରଣର ବିସ୍ଫୋରଣ
ଓ୍ବାଶିଂଟନ,୨୬।୮: ଆଫଗାନିସ୍ତାନର କାବୁଲ ବିମାନ ବନ୍ଦର ବାହାରେ ଗୁରୁବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଆମେରିକୀୟ ସେନା ପକ୍ଷରୁ କୁହାଯାଇଛି। କାବୁଲ ବିମାନ ବନ୍ଦର ବାହାରେ ବିସ୍ଫୋରଣ ଘଟିଥିବା ଆମେ ସ୍ପଷ୍ଟ କରୁଛୁ। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା…
୭୦% ସିଲାବସରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରୀଛାତ୍ର
ଭୁବନେଶ୍ୱର,୨୬।୮(ବ୍ୟୁରୋ): ଗତବର୍ଷ ଭଳି ଚଳିତ ମଧ୍ୟ ଯୁକ୍ତ ଦୁଇ ପିଲାଙ୍କ ପାଇଁ ୩୦% ସିଲାବସ ହ୍ରାସ କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ ବୈଠକରେ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ବୈଠକର ନିଷ୍ପତ୍ତି ମୁତାବକ, ପ୍ରଥମ ଓ ଦ୍ୱିତୀୟ…
Archives


