Posted inଜାତୀୟ

ଉତ୍ତରାଖଣ୍ଡରେ ଲଗାଣ ବର୍ଷା: ଭାଙ୍ଗିଲା ପୋଲ, ଭାସିଗଲା ଗାଡି

ଡେରାଡୁନ,୨୭ ।୮: ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଯୋଗୁଁ ଜାତୀୟ ରାଜପଥ ସହ ଅନ୍ୟ ସଡ଼କ ବି ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଡେରାଡୁନ-ରିଷିକେଶ ହାଇୱେରେ ଥିବା ପୋଲ ଭାଙ୍ଗିଯିବା ଫଳରେ ପୋଲ ଉପରେ ଥିବା କିଛି ଗାଡି ପାଣିରେ ଭାସି ଯାଇଛି । ଲଗାତାର ବର୍ଷା ଫଳରେ ମାଲଦେବତା-ସହସ୍ରଧାରା ଲିଙ୍କ ରୋଡ କିଛି ମିଟର ପାଣିରେ ବୁଡିଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦୁଇଦିନ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉତ୍ତରାଖଣ୍ଡରେ ୫ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦେଖି ହାଇ ଆଲର୍ଟ ଜାରି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଥରିଲା ୩ ରାଜ୍ୟ

ନୂଆଦିଲ୍ଲୀ, ୧୬।୭: ଗୁରୁବାର ଭୋର୍‌ ୪ଟା ୪୭ ମିନିଟ୍‌ ରୁ ସକାଳ ୭ଟା ୫୭ ମଧ୍ୟରେ ହିମାଚଳପ୍ରଦେଶ, ଗୁଜରାଟ ଏବଂ ଆସାମରେ ଭୂକମ୍ପ ଅନୁଭୁତ ହୋଇଛି।...

ସୋନିଆ-ରିଜିଜୁ ମୁହାଁମୁହିଁ…

ନୂଆଦିଲ୍ଲୀ,୧୧।୪ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି। ଏକ ଇଂଲିଶ ଖବରକାଗଜ ପାଇଁ ଲେଖାଯାଇଥିବା ସମ୍ପାଦକୀୟରେ ସୋନିଆ...

ଦେଢ଼ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୦।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶ ଆଜି, ବିରୋଧରେ ଚଣ୍ଡିଗଡ଼ରେ ଭାଜପାର ଜନତା ବିଧାନସଭା

ଚଣ୍ଡିଗଡ଼,୨୭ ।୯: ପଞ୍ଜାବ ବିଧାନସଭାର ବିଶେଷ ଅଧିବେଶନ ଆଜି ଡକା ଯାଇଛି । ଗୃହର କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହେବ । ଭଗୱନ୍ତ ମାନଙ୍କ...

୩ ଜଣିଆ ଖଣ୍ଡପୀଠରେ ହେବ ଫ୍ରିବିଜ୍‌ ଶୁଣାଣି

ନୂଆଦିଲ୍ଲୀ,୨ା୧୧(ପି.ଟି.): ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ଦେଉଥିବା ମାଗଣା ସହାୟତା ପ୍ରତିଶ୍ରୁତି ବିରୋଧରେ ହୋଇଥିବା ପିଟିଶନର ଶୁଣାଣି ଲାଗି ଏହାକୁ...

ପଞ୍ଚମ ଦିନରେ ଅମରନାଥ ଗୁମ୍ଫାରେ ପହଞ୍ଚିଲେ ୧୯ ହଜାର ଶ୍ରଦ୍ଧାଳୁ

ଜମ୍ମୁ,୫ ।୭: ପାଗ ଭଲ ଥିବାରୁ ଅମରନାଥ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ବେଳକୁ ବେଳ ବଢିବାରେ ଲାଗିଛି । ଇତିମଧ୍ୟରେ ୫ମ ଦିନରେ ଅମରନାଥ...

ଇସ୍ତଫା ଦେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ମହାରାଷ୍ଟ୍ର ରାଜ୍ୟପାଳ

ମୁମ୍ବାଇ,୨୩।୧: ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିଆରୀ ରାଜ୍ୟପାଳ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ନେଇ ରାଜ୍ୟପାଳ ଭଗତ ସିଂ କହିଛନ୍ତି,...

୫ ବର୍ଷ ପରେ ଏକାଠି ନିର୍ବାଚନ ପ୍ରଚାରରେ ଦେଖାଦେଲେ ଅଖିଳେଶ, ମୁଲାୟମ, ଶିବପାଲ

ଲକ୍ଷ୍ନୌ,୧୮ ।୨: ଉତ୍ତର ପ୍ରଦେଶରେ ଦ୍ୱିତୀୟ ପର୍ଯର୍୍ୟାୟ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି । ଏବେ...

Advertisement
Archives

Model This Week