୭ ଘଣ୍ଟାରେ ୧୦୧ ମହିଳାଙ୍କ ବନ୍ଧ୍ୟାକରଣ, ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ…
ରାୟପୁର,୪।୯: ଏକ ଶିବିରରେ ମାତ୍ର ୭ ଘଣ୍ଟାରେ ୧୦୧ ମହିଳାଙ୍କର ବନ୍ଧ୍ୟାକରଣ କରାଯାଇଛି। ଏଭଳି ଘଟଣା ଛତିଶଗଡ଼ର ରାୟପୁରଠାରୁ ୩୦୦ କିଲୋମିଟର ଦୂରରେ ଥିବା ମୈନପତ୍ ବ୍ଲକ୍ର ନର୍ମଦାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଗଷ୍ଟ ୨୭ରେ ଘଟିଛି। ବନ୍ଧ୍ୟାକରଣ ଶିବିରରେ ଜଣେ…
କର୍ମଚାରୀଙ୍କୁ ୫ ମିନିଟ ଯୋଗ ବ୍ରେକ୍…
ନୂଆଦିଲ୍ଲୀ,୪।୯: ଏବେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କୁ ୫ ମିନିଟର ଯୋଗ ବ୍ରେକ୍ ମିଳିବ। ଏନେଇ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ସମସ୍ତ ମନ୍ତ୍ରଣାଳୟକୁ ଓ୍ବାଇ-ବ୍ରେକ୍ ଆପ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି। ଏହା…
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚାଞ୍ଚଲ୍ୟକର ବୟାନ ଦେଲେ ରାତି ଜଗୁଆଳି, କହିଲେ ରାତିରେ ସୌମ୍ୟଙ୍କ ଘରକୁ ଯାଆନ୍ତି ଡିଏଫ୍ଓ
ଗଜପତି,୪ା୯(ଡି.ଏନ୍.ଏ.): ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଯେତିକି ବିଳମ୍ବ ହେଉଛି ସେତିକି ଅଡୁଆ ବଢୁଛି। ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୌମ୍ୟଙ୍କ ମୃତ୍ୟୁର ୫୦ଦିନ…
୩ ଆତଙ୍କବାଦୀ ଜମ୍ମୁ-କଶ୍ମୀର ମୁହାଁ, ଆତଙ୍କ ରଚିବା ଷଡ଼ଯନ୍ତ୍ର…
ଶ୍ରୀନଗର/କାବୁଲ,୪।୯: ଆଫଗାନିସ୍ତାନରୁ ୩ ଆତଙ୍କବାଦୀ ଜମ୍ମୁ-କଶ୍ମୀର ମୁହାଁ ହୋଇଛନ୍ତି। ସେମାନେ ବଡ଼ ଧରଣର ଆକ୍ରମଣ କରି ଆତଙ୍କ ରଚିବା ଷଡ଼ଯନ୍ତ୍ର କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଇଏସ୍ ଖୋରାସାନ୍ ସଂଗଠନର ଏହି ସଦସ୍ୟମାନେ ଭାରତରେ ଥିବା…
ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ
ଭୁବନେଶ୍ୱର,୪ା୯(ବ୍ୟୁରୋ): ଚଳିତମାସ ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଶନିବାର ଘୋଷଣା କରିଛନ୍ତି। ତେବେ କରୋନା ଯୋଗୁ ଏହା ସ୍ଥଗିତ ଥିଲା। ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ହେବ। ଅକ୍ଟୋବର ୩ରେ ଭୋଟ୍ ଗଣତି…
ବେରୋଜଗାର ଯୁବବର୍ଗଙ୍କ ହାତରେ ଘଣ୍ଟା ଧରାଇଛି ଭାଜପା: ଶିବସେନା…
ମୁମ୍ବାଇ,୪।୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନ ପୂର୍ବେ ଦେଶର ଜିଡିପି ଅଭିବୃଦ୍ଧି ୨୦ ପ୍ରତିଶତରୁ ଅଧିକ ବୋଲି କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଭାରତର ଅର୍ଥନୀତିକୁ ଏକ ଉଚ୍ଚସ୍ତରକୁ ଆଣିଛନ୍ତି ବୋଲି ଭାଜପା ପକ୍ଷରୁ…
ଗଣତନ୍ତ୍ରର ସୁରକ୍ଷା ଦାୟିତ୍ୱ ପୋଲିସ ବାହିନୀ ହାତରେ: ସ୍ବରାଷ୍ଟ୍ରମନ୍ତ୍ରୀ…
ନୂଆଦିଲ୍ଲୀ,୪।୯: ଗଣତନ୍ତ୍ର ହେଉଛି ଭାରତର ସ୍ବଭାବ। ଏହା ଦେଶବାସୀଙ୍କର ମଧ୍ୟ ସ୍ବଭାବ। ଯଦି କେହି କୁହନ୍ତି ଯେ ଗଣତନ୍ତ୍ର ୧୫ ଅଗଷ୍ଟ ୧୯୪୭ ପରେ କିମ୍ବା ୧୯୫୦ରେ ସମ୍ବିଧାନ ପ୍ରଣୟନ ପରେ ଆସିଥିଲା, ତେବେ ଏହା ଭୁଲ । ଆଇନ ଏବଂ…
ସିବିଆଇକୁ ଭର୍ସନା, କେତେଜଣଙ୍କୁ ଦଣ୍ଡ ଦେଇଛ ପଚାରିଲେ ଏସ୍ସି…
ନୂଆଦିଲ୍ଲୀ,୪।୯: ସିବିଆଇର କାର୍ଯ୍ୟ ଶୈଳୀ ନେଇ ସୁପ୍ରିମକୋର୍ଟ (ଏସ୍ସି) ଶନିବାର ଏକ ମାମଲାର ଶୁଣାଣି ସମୟରେ ଭର୍ସନା କରିବା ସହିତ କଠୋର ପ୍ରଶ୍ନ ପଚାରିଛନ୍ତି। ସୁପ୍ରିମକୋର୍ଟ ସିବିଆଇକୁ ମାମଲା ସମାଧାନର ସଫଳତା ହାର ପଚାରିଛନ୍ତି। ଇତିମଧ୍ୟରେ କେତେ ମାମଲା ସମାଧାନ ହୋଇଛି…
ଆମେରିକା-ୟୁରୋପ ମଧ୍ୟରେ ବଢ଼ିଲା ଫାଟ…
ଓ୍ବାଶିଂଟନ,୪।୯: ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ଯୋଗୁ ଆମେରିକା ଏବଂ ୟୁରୋପ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏଭଳି ପଦକ୍ଷେପକୁ ୟୁରୋପର କେତେକ ଦେଶ ନାପସନ୍ଦ କରିଛନ୍ତି। ଉପରେ ଓଜନ କରୁଥିବା ଜଣାପଡିଛି। ଆମେରିକାରେ ତାଙ୍କ ବିରୋଧରେ…
୧୨ ହାଇକୋର୍ଟ ପାଇଁ ୬୮ ବିଚାରପତିଙ୍କ ନାମ ସୁପାରିଶ…
ନୂଆଦିଲ୍ଲୀ,୪।୯: ଦେଶର ୧୨ଟି ହାଇକୋର୍ଟରେ ବିଚାରପତିଙ୍କୁ ନିଯୁକ୍ତ କରାଯିବାଲାଗି ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଗଠିତ ହୋଇଥିବା ୩ ଜଣିଆ କଲେଜିୟମ୍ ୬୮ଜଣଙ୍କ ନାମ ସୁପାରିଶ କରିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ଏକ ତିନି ଜଣିଆ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ନିଷ୍ପତ୍ତି…
ଅତ୍ୟାବଶ୍ୟକ ତାଲିକାରେ ୩୯ ନୂଆ ଔଷଧ…
ନୂଆଦିଲ୍ଲୀ,୪।୯: ଅତ୍ୟାବଶ୍ୟକ ଔଷଧ ତାଲିକାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ପରିବର୍ତ୍ତନ ଆଣାଯାଇଛି। ଏହା ସହିତ ୩୯ ଟି ନୂଆ ଔଷଧକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ବହୁ ପରିମାଣରେ ବ୍ୟବହୃତ ହେଉଥିବା ଏହି ସମସ୍ତ ଔଷଧର ମୂଲ୍ୟ ହ୍ରାସ କରିବା ଏବଂ…
ଶୁଟିଂରେ ଭାରତକୁ ସ୍ବର୍ଣ୍ଣ-ରୌପ୍ୟ ପଦକ…
ଟୋକିଓ ,୪।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ଶନିବାର ଭାରତକୁ ଶୁଟିଂରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ଶୁଟର ମନୀଷ ନରୱାଲ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଥିବାବେଳେ ସିଂହରାଜ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହି ଦୁଇ ଶୁଟର…
Archives


