ବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ
ଭୁବନେଶ୍ୱର,୯ା୯(ବ୍ୟୁରୋ): ଗୁରୁବାର ମୌସୁମୀ ଅଧିବେଶନର ଶେଷଦିନ। ତଥାପି ସ୍ବାଭାବିକ ଭାବେ ଚାଲିପାରୁନି ଗୃହକାର୍ଯ୍ୟ। ଆଜି ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତ ମୃତ୍ୟୁ ଏବଂ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋ-ହଲ୍ଲା କରିଥିଲେ ବିରୋଧୀ। ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଭାଜପା ଏବଂ କଂଗ୍ରେସର…
ମଧ୍ୟ ଏସିଆ ସୁରକ୍ଷା ପାଇଁ ଭାରତ-ରୁଷିଆ ଏକଜୁଟ…
ନୂଆଦିଲ୍ଲୀ/ମସ୍କୋ,୯।୯: ଆଫଗାନିସ୍ତାନରେ ତାଲିବାନ ଦଖଲ କରିବା ପରଠାରୁ ମଧ୍ୟ ଏସିଆ ପ୍ରତି ବିପଦ ଦେଖାଦେଇଛି। ତାଲିବାନକୁ ହାତ ବାରିସି କରି ପାକିସ୍ତାନ ଏବଂ ତୁର୍କୀ ନିଜ ସ୍ବାର୍ଥ ହାସଲ ପାଇଁ ମଧ୍ୟ ଏସିଆରେ ଅଶାନ୍ତି ସୃଷ୍ଟି କରିବାର ଷଡ଼ଯନ୍ତ୍ର କରୁଛନ୍ତି। ଇସଲାମିକ…
ସେବା ପାଇଁ ସରଞ୍ଜାମ ଅଭାବ
ଖମାର,୯ା୯(ଡି.ଏନ.ଏ.) କରୋନା ସମୟରେ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ମେଡିକାଲର ଭିତ୍ତିଭୂମି ସୁଦୃଢ଼ କରାଯାଉଛି। ଆବଶ୍ୟକସ୍ଥଳେ ଡାକ୍ତର ନିଯୁକ୍ତି ହେଉଛି। କିନ୍ତୁ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ମେଡିକାଲ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ। ଦୀର୍ଘଦିନ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟାପକ…
ଏନ୍ଏଚ୍ରେ ଅବତରଣ କଲା ସୁଖୋଇ-ହରକ୍ୟୁଲେସ୍, ସୀମାରେ ବାୟୁସେନା ଘାଟି…
ବାଡ଼ମେର,୯।୯: ଦେଶରେ ପ୍ରଥମ ଜାତୀୟ ରାଜପଥକୁ ବାୟୁସେନାକୁ ପ୍ରଦାନ କରାଯାଇଛି। ଏବେ ଏଠାରେ ସୁଖୋଇ ଏବଂ ହରକ୍ୟୁଲେସ ଭଳି ଯୁଦ୍ଧ ବିମାନ ଅବତରଣ କରିହେବ। ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜସ୍ଥାନର…
ତାଲିବାନ ପାଇଁ ଭଣ୍ଡାର ଖୋଲିଲା ଚାଇନା, ୩୧୦ ଲକ୍ଷ ଡଲାର ସହାୟତା ଘୋଷଣା…
ବେଜିଂ,୯।୯: ତାଲିବାନ ପାଇଁ ଚାଇନା ନିଜର ଭଣ୍ଡାର ଖୋଲି ଦେଇଛି। ତାଲିବାନ ସଂଗଠନକୁ ସରକାର ଚଳାଇବା ପାଇଁ ୩୧୦ ଲକ୍ଷ ଡଲାର ସହାୟତା ଘୋଷଣା କରିଛି। ଏହା ସହିତ ଚାଇନା ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଛି।…
ଭାଜପା-ସିପିଆଇଏମ୍ ମୁହାଁମୁହିଁ…
ଗୋମତି,୯।୯: ତ୍ରିପୁରାର ଗୋମତି ଜିଲା ଉଦୟପୁର ସହରରେ ଭାଜପା ଏବଂ ସିପିଆଇଏମ୍ ସହିତ ଜଡ଼ିତ ଥିବା ଛାତ୍ର ସଂଗଠନ ଡେମୋକ୍ରାଟିକ ୟୁଥ ଫେଡେରେସନ ଅଫ ଇଣ୍ଡିଆ (ଡିଓ୍ବାଇଏଫ୍ଆଇ) ମଧ୍ୟରେ ହିଂସକ ସଂଘର୍ଷ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଛାତ୍ର ସଂଗଠନ ପକ୍ଷରୁ…
ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ,୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆରମ୍ଭ ହୋଇଥିବା କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଏବଂ…
ବାୟୁସେନା ପାଇଁ ୫୬ ବିମାନ କ୍ରୟକୁ ମଞ୍ଜୁରୀ
ନୂଆଦିଲ୍ଲୀ, ୯।୯: ଭାରତୀୟ ବାୟୁସେନାର ପୁରୁଣା ଆଭ୍ରୋ ବିମାନ ସ୍ଥାନରେ ସାମିଲ ହେବ ଟ୍ବିନ୍-ଟର୍ମୋପ୍ରପ୍ ସି-୨୯୫ଏମ୍ଡବ୍ଲ୍ୟୁ ବିମାନ। ଏଭଳି ୫୬ଟି ବିମାନ କିଣିବା ପ୍ରସ୍ତାବକୁ ବୁଧବାର ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି (ସିସିଏସ୍) ମଞ୍ଜୁରୀ ପ୍ରଦାନ କରିଛି। ପ୍ରସ୍ତାବ ଅନୁଯାୟୀ ସ୍ପେନ୍ର…
ତାଲିବାନ୍କୁ ମହିଳାଙ୍କ ଚ୍ୟାଲେଞ୍ଜ
କାବୁଲ, ୯ା୯: ସରକାର ଗଢ଼ିଲେ ମହିଳାଙ୍କ ସମେତ ସବୁ ବର୍ଗର ଲୋକଙ୍କୁ ସାମିଲ କରିବୁ। ଇସ୍ଲାମୀୟ ଆଇନ ଅନୁସାରେ ମହିଳାମାନେ ଅଧିକାର ଓ ସ୍ବାଧୀନତା ଉପଭୋଗ କରିବେ ବୋଲି କଥା ଦେଇଥିଲା ତାଲିବାନ୍। ହେଲେ ଆତଙ୍କବାଦୀ ସଙ୍ଗଠନ ସେପ୍ଟେମ୍ବର ୭ରେ କାମଚଳା…
ସହଜରେ ବୁଝିହେବା ଭଳି ରାୟ ଦିଅ
ନୂଆଦିଲ୍ଲୀ,୯।୯: ଗୋଟିଏ ରାୟରୁ ବିଚାରପତିଙ୍କ ବ୍ୟକ୍ତିତ୍ୱ ପ୍ରତିଫଳିତ ହୋଇଥାଏ। ରାୟ ଲେଖିବା ଏକ କଳା, ଯହିଁରେ ଆଇନ ଓ ଯୁକ୍ତିର ନିପୁଣ ବ୍ୟବହାର ଜରୁରୀ। ତେଣୁ ହାଇକୋର୍ଟ ବିଚାରପତିମାନେ ଦେଉଥିବା ରାୟକୁ ସେମାନେ ଏପରି ଢଙ୍ଗରେ ଲେଖିବା ଉଚିତ, ଯାହାକୁ ସହଜରେ…
ବାଚସ୍ପତିଙ୍କୁ ଗୃହକୁ ଛାଡ଼ିଲେନି
ଭୁବନେଶ୍ୱର,୯।୯(ବ୍ୟୁରୋ): ଖଣି ଦୁର୍ନୀତି ପ୍ରସଙ୍ଗ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କଲେ ନାହିଁ। ଏହାକୁ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ହୁଲସ୍ଥୂଲ କରିଛନ୍ତି। ମୁଲତବୀ ଗ୍ରହଣ କର, ନଚେତ୍ ଗୃହ ଚଳାଇ ଦେବୁନାହିଁ। ଏଭଳି ଜିଦ୍ରେ ଅଡ଼ିବସି…
ବୋଟ୍ ଦୁର୍ଘଟଣା, ୩୦ ନିଖୋଜ
ଗୁଆହାଟି,୯।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ପରସ୍ପରକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ୩୦ ଜଣ ଏବେ ମଧ୍ୟ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଦୁର୍ଘଟଣା ବେଳେ ଉଭୟ ବୋଟରେ ପ୍ରାୟ ୨୦୦…
Archives


