Home Middle

‘ମନ୍ତ୍ରୀ ପଦ ପାଇଁ କଂଗ୍ରେସ ଛାଡ଼ି ଭାଜପାରେ ମିଶିଥିଲି’

ବେଲାଗାଭି,୧୩।୯: କର୍ନାଟକରେ କଂଗ୍ରେସ ଓ ଜେଡିଏସ୍‌ ସରକାର ଭାଙ୍ଗିବା ପୂର୍ବରୁ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେବା ପାଇଁ ମୋତେ ଟଙ୍କା ନେବାକୁ ପ୍ରସ୍ତାବ ଦିଆଯାଇଥିଲା। ରବିବାର ଏଭଳି ଦାବି ସହ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି ଭାଜପା ବିଧାୟକ ଶ୍ରୀମନ୍ତ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡେଜଙ୍କ ପରଲୋକ

ମେଙ୍ଗାଲୁରୁ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଡେଜଙ୍କ ସୋମବାର ପରଲୋକ ହୋଇଛି । କର୍ନାଟକର ମେଙ୍ଗାଲୁରୁରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୦ ବର୍ଷିୟ ଫର୍ଣ୍ଣାଡେଜ କିଛି ଦିନ ହେବ ଅସୁସ୍ଥ ଥାଇ ମେଙ୍ଗାଲୁରୁର…

୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୁପେନ୍ଦ୍ର ପଟେଲ

ଗାନ୍ଧିନଗର,୧୩ ।୯: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଘାଟଲୋଡିଆ ବିଧାୟକ ଭୁପେନ୍ଦ୍ର ପଟେଲ ଗୁଜରାଟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି । ଗୁଜରାଟ ନିର୍ବାଚନକୁ ଆଉ ମାତ୍ର ୧୫ ମାସ ବାକି ଥିବା ବେଳେ…

ସଙ୍ଗିନ ଅପରାଧୀଙ୍କୁ ମହାମାରୀ ଜାମିନ୍‌ ମନା, ଏଚ୍‌ପିସି…

ନୂଆଦିଲ୍ଲୀ,୧୩।୯: କରୋନା ମହାମାରୀ ଯୋଗୁ ଜେଲ୍‌ରେ ଅପରାଧୀଙ୍କ ଭିଡ଼ କମାଇବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଡକାୟତି, ଲୁଟ୍‌, ଟଙ୍କା ପାଇଁ ଅପହରଣ ଆଦି ସଙ୍ଗିନ ମାମଲା ସହିତ ଜଡ଼ିତ ଥିବା ଅପରାଧୀଙ୍କୁ ମହାମାରୀ ଜାମିନ ମିଳିବ ନାହିଁ…

ତୃତୀୟ ଲହର ଆଶଙ୍କା କମ୍‌, ସ୍କୁଲ ଖୋଲିବା ନିଷ୍ପତ୍ତି ବୁଝି ବିଚାରି କରିବା ଆବଶ୍ୟକ …

ନୂଆଦିଲ୍ଲୀ,୧୩।୯: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆସିବା ଆଶଙ୍କା କମ୍‌ ରହିଛି। ତେବେ ସ୍କୁଲ ଖୋଲିବା ନେଇ ସରକାର ବୁଝି ବିଚାରି ନିଷ୍ପତ୍ତି ଗ୍ରହଣ କରିବା ଆବଶ୍ୟକ ବୋଲି ଆଇସିଏମ୍‌ଆର୍‌ର ପୂର୍ବତନ ବୈଜ୍ଞାନିକ ଡ. ରମନ ଗଙ୍ଗାଖେଡ଼କର କହିଛନ୍ତି। କରୋନା…

ଦେବାଳିଆ ମାମଲାର ବିଚାର ୩୩୦ ଦିନ ମଧ୍ୟରେ ଶେଷ କରିବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୩।୯: ଦେବାଳିଆ ମାମଲାର ବିଚାର ୩୩୦ ଦିନ ମଧ୍ୟରେ ଶେଷ କରିବାକୁ ସୁପ୍ରିମ୍‌କୋର୍ଟ (ଏସ୍‌ସି) ସୋମବାର କହିଛନ୍ତି। ନ୍ୟାଶନାଲ କମ୍ପାନୀ ଲ ଆପେଲେଟ୍‌ ଟ୍ରିବ୍ୟୁନାଲକୁ ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରିବା ଉପରେ ଶୀର୍ଷ କୋର୍ଟ ଗୁରୁତ୍ୱରୋପ କରିଛନ୍ତି। ଆଇନଗତ ବ୍ୟବସ୍ଥା…

ସିନେମା ହଲ୍‌ ସ୍ଥିତି ସଙ୍ଗିନ

ଢେଙ୍କାନାଳ ଅଫିସ, ୧୩ା୯: ଓଡ଼ିଆ ସିନେମା ଇତିହାସ ପାଇଁ ଅଭୁଲା ୧୯୩୬। ଏହି ବର୍ଷ ପରଦାକୁ ଆସିଥିଲା ପ୍ରଥମ କଳାଧଳା ଚଳଚ୍ଚିତ୍ର ‘ସୀତାବିବାହ’। ଏହାର ଦୀର୍ଘ ଚାରି ଦଶନ୍ଧି ପରେ ୧୯୭୬ରେ ବଡ଼ ପରଦାରେ ରିଲିଜ୍‌ ହୋଇଥିଲା ପ୍ରଥମ ରଙ୍ଗିନ ଚଳଚ୍ଚିତ୍ର…

ସୀମା ଉପରେ ରହିଛି କଡ଼ା ନଜର, ସୂଚନା ଦେଲା ବିଏସ୍‌ଏଫ୍‌…

ଶ୍ରୀନଗର,୧୩।୯: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ ପରେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ କଡ଼ା ନଜର ରଖାଯାଇଛି। ଏନେଇ ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ରକୁ ରୋକିବା ପାଇଁ ମିଳିତ ସୁରକ୍ଷା କର୍ମୀ ସଜାଗ ରହିଛନ୍ତି।…

ସନ୍ଦିଗ୍ଧ ବ୍ୟାଗ୍‌ରୁ ୪ ଗ୍ରେନେଡ୍‌ ଜବତ…

ଶ୍ରୀନଗର,୧୩।୯: ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ଏକ ସନ୍ଦିଗ୍ଧ ବ୍ୟାଗ୍‌ରୁ ୪ ଗ୍ରେନେଡ୍‌ ଜବତ ହୋଇଛି। ସିଆର୍‌ପିଏଫ୍‌ ଟିମ୍‌ ପକ୍ଷରୁ ସ୍ଥାନୀୟ ବେମିନା ଅଞ୍ଚଳରେ ଥିବା ଏକ ପବ୍ଲିକ୍‌ ସ୍କୁଲ୍‌ ପରିସରରୁ ବ୍ୟାଗ୍‌ଟି ମିଳିଛି। ସ୍କୁଲ୍‌ ନିକଟରେ ଥିବା ରୋଡ୍‌ ଡିଭାଇଡରଠାରେ ବ୍ୟାଗ୍‌ ପଡ଼ିଥିବା…

ଏକଛତ୍ରବାଦୀ ଶାସକ ପରୀକ୍ଷା କଲେ କ୍ରୁଜ୍‌ କ୍ଷେପଣାସ୍ତ୍ର…

ପୋୟଙ୍ଗୟାଙ୍ଗ୍‌,୧୩।୯: ଆମେରିକା ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଦୀର୍ଘ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି। ଏପରି କରି ସେ ଆମେରିକାକୁ ଚେତାବନୀ ଦେଇଛନ୍ତି। ଉତ୍ତରକୋରିଆର ସରକାରୀ ଗଣମାଧ୍ୟମ ସଂସ୍ଥା…

ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ…

ମସ୍କୋ/କୈବ,୧୩।୯: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଭୋଲ୍ଡାୟମର ଜେଲେନ୍ସିକ୍‌ କହିଛନ୍ତି ଯେ, ରୁଷିଆ ସୈନ୍ୟ ବାହିନୀଙ୍କ ସଂଖ୍ୟା ୟୁକ୍ରେନ୍‌ ସୀମାରେ ଧୀରେଧୀରେ ବଢ଼ିବାରେ ଲାଗିଛି। ଖୁବ୍‌ ଶୀଘ୍ର ରୁଷିଆ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କ ସହିତ…

ଲଗାଣ ବର୍ଷା: ୨ ଦିନ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ଯୋଗୁ ୧୨ଟି ଜିଲାରେ ୨ ଦିନ (ଆଜି ଓ ଆସନ୍ତାକାଲି) ପାଇଁ ସ୍କୁଲ ଗୁଡିକ ଛୁଟି ଘୋଷଣା କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri