ଗର୍ଭପାତ ସମୟ ସୀମା ବଢ଼ିଲା
ନୂଆଦିଲ୍ଲୀ, ୧୪ା୧୦: ଗର୍ଭପାତ ସମ୍ପର୍କରେ କେନ୍ଦ୍ର ସରକାର ନିୟମରେ ସଂଶୋଧନ ଆଣିଛନ୍ତି। ଏଥିରେ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ମହିଳାଙ୍କ ନିମନ୍ତେ ଗର୍ଭପାତ ସମୟ ୨୦ରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଥିବା ନେଇ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମେଡିକାଲ ଟର୍ମିନେଶନ…
କନ୍ୟା ବିକି ଚଳୁଛନ୍ତି ଆଫଗାନ୍
କାବୁଲ, ୧୪ା୧୦: ଦାରିଦ୍ର୍ୟ, ବେରୋଜଗାରୀ, ଗମ୍ଭୀର ଅର୍ଥନୀତି ସଙ୍କଟ ଯୋଗୁ ଆଫଗାନିସ୍ତାନର ଘୁର୍ ପ୍ରାନ୍ତରେ ସ୍ଥିତି ଉଦ୍ବେଗଜନକ ରହିଛି। ଅର୍ଥ, ଘରୋଇ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଆଦି ବଦଳରେ ନିଜ ନାବାଳିକା ଝିଅ ଏପରିକି ଶିଶୁକନ୍ୟାଙ୍କୁ ମଧ୍ୟ ବିକି ଦେଉଛନ୍ତି ସେଠାକାର ବାସିନ୍ଦା।…
ଫେରିଲା ସାବରକର ବିବାଦ
ନୂଆଦିଲ୍ଲୀ/ମୁମ୍ବାଇ,୧୪।୧୦: ହିନ୍ଦୁ ମହାସଭା ନେତା ବୀର ସାବରକର ଆଣ୍ଡାମାନର ସେଲ୍ୟୁଲାର ଜେଲରେ ଥିବାବେଳେ ମହାମତ୍ା ଗାନ୍ଧୀଙ୍କ ପରାମର୍ଶକ୍ରମେ ବ୍ରିଟିଶ ସରକାରଙ୍କ ନିକଟରେ ରାଜକ୍ଷମା ମାଗିଥିଲେ। କିନ୍ତୁ କେତେକ ନିର୍ଦ୍ଦିଷ୍ଟ ଚିନ୍ତାଧାରାର ଲୋକେ ସ୍ବାଧୀନତା ସଂଗ୍ରାମ ପ୍ରତି ତାଙ୍କ ଅବଦାନକୁ କଳଙ୍କିତ କରୁଛନ୍ତି,…
ସିଡବ୍ଲୁସି ବୈଠକରେ ଯୋଗଦେବେ ଗେହଲଟ: ଦୀପାବଳି ମଧ୍ୟରେ ହୋଇପାରେ ଅଦଳବଦଳ
ନୂଆଦିଲ୍ଲୀ,୧୪ ।୧୦: ପଞ୍ଜାବ କଂଗ୍ରେସରେ ଉତ୍ଥାନ ପତନ ପରେ ଏବେ ରାଜସ୍ଥାନ ସରକାରଙ୍କୁ ନେଇ ଚାଲିଛି ଆଲୋଚନା । ଅକ୍ଟୋବର ୧୬ରେ କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲୁସି) ବୈଠକ ଥିବା ବେଳେ ସେଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯୋଗ ଦେବେ ବୋଲି ଜଣାପଡିଛି ।…
ଏନ୍ସିବିର ପ୍ରତ୍ୟେକ୍ଷଦର୍ଶୀଙ୍କ ପାଇଁ ଲୁକଆଉଟ୍
ପୁଣେ,୧୪।୧୦: କ୍ରୁଜ ଯାହଜରୁ ଡ୍ରଗ୍ସ ଜବତ ମାମଲାରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ଅନ୍ୟତମ ସ୍ବାଧୀନ ପ୍ରତ୍ୟେକ୍ଷଦର୍ଶୀ କେ ପି ଗୋସାବିଙ୍କୁ ଖୋଜୁଛି ପୁଣେ ପୋଲିସ। ତାଙ୍କ ପାଇଁ ବୁଧବାର ଲୁକ୍ଆଉଟ୍ ଜାରି କରାଯାଇଛି। ଏହାର ଅର୍ଥ ସେ ବିମାନ ବନ୍ଦର…
୨୭ଶହ ବର୍ଷ ତଳେ ବିୟର ପିଉଥିଲେ ମଣିଷ
ଓ୍ବାଶିଂଟନ,୧୪।୧୦: ବିୟର ଓ ପନିର ପ୍ରତି ମଣିଷର ଭଲ ପାଇବା ବହୁ ପୁରୁଣା। ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୭୦୦ ବର୍ଷ ତଳେ ଅଷ୍ଟ୍ରିଆର ଲୁଣ ଖାଦାନରେ କାମ କରୁଥିବା କର୍ମୀମାନେ ବିୟର ଓ ପନିରର ମଜା ନେଉଥିଲେ। ଅଷ୍ଟ୍ରିଆନ୍ ପର୍ବତମାଳାରେ…
କୋଲକାତାକୁ ଜିତାଇ ଦେଲା ରାହୁଲଙ୍କ ଛକା
ଶାରଜା,୧୩।୧୦: ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପୁଣି ଥରେ ଠିକଣା ସମୟରେ ତାର ପୁରୁଣା ତ୍ରୁଟି ଦୋହରାଇଛି। ଖରାପ ଶଟ୍ ଚୟନ, ମିସ ଫିଲ୍ଡିଂ କାରଣରୁ ଦଳକୁ ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)ଠାରୁ ପରାଜିତ ହେବାକୁ ପଡ଼ିଛି।…
ଚିନ୍ତା କରିବାର କିଛି ନାହିଁ
ନୂଆଦିଲ୍ଲୀ,୧୩।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କୁ ବୁଧବାର ସନ୍ଧ୍ୟାରେ ଏମ୍ସରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରସାରିତ ହେବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି, ପୂର୍ବତନ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କ ଭଳି ବରିଷ୍ଠ କଂଗ୍ରେସ ନେତାମାନେ ସୋସିଆଲ…
ଏମ୍ସରେ ଭର୍ତ୍ତି ହେଲେ ମନମୋହନ ସିଂହ
ନୂଆଦିଲ୍ଲୀ,୧୩।୧୦: ପୁଣି ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ବୁଧବାର ଏମ୍ସରେ ଭର୍ତ୍ତି କରାଯାଇଛି। ଡା. ନୀତୀଶ ନାୟକଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି। ତେବେ ସେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ…
ବିଶ୍ୱକପ୍ ଦଳରେ ଶାର୍ଦ୍ଦୁଳଙ୍କ ଏଣ୍ଟ୍ରି
ନୂଆଦିଲ୍ଲୀ,୧୩।୧୦: ଚେନ୍ନାଇ ସପୁର କିଙ୍ଗ୍ସ (ସିଏସ୍କେ) ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଟି୨୦ ବିଶ୍ୱକପ୍ ଲାଗି ଘୋଷିତ ଭାରତୀୟ ଦଳରେ ବୁଧବାର ସାମିଲ କରାଯାଇଛି। ତେବେ ପୂର୍ବରୁ ଘୋଷିତ ଦଳରୁ ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ଶାର୍ଦ୍ଦୁଳଙ୍କୁ…
ଆମେରିକାରେ ଲଖିମପୁର ବିରୋଧୀ ସ୍ବର, ଚାଷୀ ହତ୍ୟାକୁ ନିନ୍ଦା କଲେ ଅର୍ଥମନ୍ତ୍ରୀ…
ବୋଷ୍ଟନ,୧୩।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ବିରୋଧରେ ସ୍ବର ଉଠିବା ଆରମ୍ଭ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତରେ ହାଭାର୍ଡ କେନେଡ଼ି ସ୍କୁଲରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଯୋଗ ଦେଇ ଚାଷୀ ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି। ଏନେଇ ଅଭିଯୁକ୍ତଙ୍କୁ…
ଏୟାର ଇଣ୍ଡିଆ ପରେ ଏବେ ସିଇଏଲ୍ ପାଳି…
ନୂଆଦିଲ୍ଲୀ,୧୩।୧୦: ଏୟାର ଇଣ୍ଡିଆ ବିକ୍ରି ପରେ ଏବେ ସେଣ୍ଟ୍ରାଲ ଇଲୋକ୍ଟ୍ରୋନିକ୍ସ୍ ଲିମିଟେଡ୍ (ସିଇଏଲ୍) ବିକ୍ରି ହେବ। ଏନେଇ କେନ୍ଦ୍ର ସରକାରଙ୍କୁ ସିଇଏଲ୍ର ଶତ ପ୍ରତିଶତ ଅଂଶଧନ ଏବଂ ମ୍ୟାନେଜମେଣ୍ଟ୍ କଣ୍ଟ୍ରୋଲ ହସ୍ତାନ୍ତର କରିବା ଲାଗି ଫାଇନାନ୍ସିଆଲ ବିଡ୍ ହାସଲ ହୋଇଛି। ଏନେଇ…
Archives


