Home Middle

ଆତଙ୍କବାଦୀଙ୍କ ପାଖରେ ବୋମାବର୍ଷୀ ଡ୍ରୋନ୍‌…

ଓ୍ବାଶିଂଟନ, ୬।୨ : ଏବେ ଆତଙ୍କବାଦୀଙ୍କ ସହିତ ଲଢ଼େଇ କରିବା କଷ୍ଟକର ହେବାକୁ ଯାଉଛି। ଏନେଇ ଅନ୍ତର୍ଜାତୀୟସ୍ତରରେ ବିକଶିତ ରାଷ୍ଟ୍ରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସୌଦି ଏବଂ ୟୁଏଇରେ ଡ୍ରୋନ୍‌ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ଏହି ଦୁଇ ଦେଶରେ ପଡ଼ୋଶୀ…

ପଞ୍ଚଭୂତରେ ବିଲୀନ ପାର୍ଥିବ ଶରୀର…

ମୁମ୍ବାଇ, ୬।୨ : ମହାନ ଗାୟିକା ଲତା ମଙ୍ଗେସକରଙ୍କର ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଶିବାଜୀ ପାର୍କଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଲତାଙ୍କୁ ଲୋତକ ଭରା ଆଖିରେ ଦେଶବାସୀ ଚିର ବିଦାୟ ଦେଇଛନ୍ତି। ଭାଇ ହୃଦୟନାଥ ମଙ୍ଗେସକର ଲତାଙ୍କୁ ମୁଖାଗ୍ନି…

ଆମେରିକା-ଚାଇନା ବିବାଦର ସମାଧାନ କରିବାକୁ ଚାହାନ୍ତି ଇମ୍ରାନ

ଇସଲାମାବାଦ,୬ା୨: ଆମେରିକା-ଚାଇନା ମଧ୍ୟରେ ବିବାଦର ସମାଧାନ ପାଇଁ ପାକିସ୍ତାନ ଏହାର ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ପାକିସ୍ତାନର ଫେଡେରାଲ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ବାଦ ହୁସେନ ଏହା କହିଛନ୍ତି। ସେ କହିଛନ୍ତି, ଥିଙ୍କ ଟ୍ୟାଙ୍କଙ୍କ ସହ ସାକ୍ଷାତ ସମୟରେ…

ହ୍ବାଟସ୍‌ଆପ୍‌ରେ ସାଇବର ଠକେଇ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୬।୨ : ଇଣ୍ଟରନେଟ ଯୁଗରେ ହ୍ବାଟସ୍‌ଆପ୍‌ର ବ୍ୟବହାର ସଭିଏଁ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ହ୍ବାଟସ୍‌ ଆପ୍‌ର ୨ ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ବର୍ତ୍ତମାନ ସାଇବର ଠକମାନେ ଏହାକୁ ଟାର୍ଗେଟ କରିବା ଆରମ୍ଭ କରିଛି। ଯଦି…

ଅନ୍ୟ ଧର୍ମ ପ୍ରତି ସହିଷ୍ଣୁତା ଦେଶରେ ସୃଷ୍ଟି କରିଛି ଭିନ୍ନତାରେ ଏକତା…

ମାଡ୍ରାସ୍‌, ୬।୨ : ଦେଶରେ ଅନ୍ୟ ଧର୍ମ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଦେଖାଦେଉଥିବା ସହିଷ୍ଣୁତା ଆଚରଣ ଯୋଗୁ ଭିନ୍ନତାରେ ଏକତା ସୃଷ୍ଟି ହୋଇପାରିଛି। ଏଭଳି ମନୋଭାବ ପ୍ରତି ନାଗରିକଙ୍କ କ୍ଷେତ୍ରରେ ପ୍ରଦର୍ଶିତ ହେବା ଉଚିତ। ଏକ ମାମଲାର ବିଚାର କରି ମାଡ୍ରାସ୍‌…

ମହାଯାତ୍ରା ଆରମ୍ଭ…

ମୁମ୍ବାଇ, ୬।୨ : ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଅନ୍ତିମ ସଂସ୍କାର ପାଇଁ ମହାଯାତ୍ରା ଆରମ୍ଭ ହୋଇଛି। ଲତାଙ୍କ ପାର୍ଥିବ ଶରୀର ଉପରେ ତ୍ରିରଙ୍ଗା ରଖାଯାଇ ଶିବାଜୀ ପାର୍କ ଅଭିମୁଖେ ନିଆଯାଉଛି। ପ୍ରଭୁକୁଞ୍ଜ ଆପାର୍ଟମେଣ୍ଟର ଫାଷ୍ଟ୍‌ ଫ୍ଲୋର୍‌ରୁ ଲତାଙ୍କୁ ସେନା ଯବାନ…

ପୁଟିନ୍‌ଙ୍କ ଯୋଜନା, ରୁଷିଆ-ବେଲାରୁଷ୍‌-ୟୁକ୍ରେନ୍‌ ମିଶି ହେବ ‘ୟୁନିଅନ୍‌ ଷ୍ଟେଟ୍‌’ ଗଠନ…

ମସ୍କୋ, ୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଆମେରିକା ଏବଂ ବ୍ରିଟେନ ପୂର୍ବ ୟୁରୋପରେ ନାଟୋର ହାତକୁ ମଜବୁତ କରୁଥିବାବେଳେ ଅନ୍ୟ ପଟେ ରୁଷିଆ ଏହାର ବିନାଶକାରୀ ଅସ୍ତ୍ର…

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୬।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭ ହଜାର ୪୭୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ…

ଜରା ଆଖୋଁ ମେ ଭରଲୋ ପାନି…

ମୁମ୍ବାଇ, ୬।୨ : ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ୯୨ ବର୍ଷରେ ପରଲୋକ ଘଟିଛି। ସରସ୍ବତୀ ପୂଜାର ଗୋଟିଏ ଦିନ ପରେ ସ୍ବର ସାମ୍ରାଜ୍ଞୀ ଅଜଣା ରାଇଜକୁ ବାହୁଡ଼ି ଯାଇଛନ୍ତି। ମୁମ୍ବାଇ ସ୍ଥିତ ବ୍ରିଜ୍‌ କ୍ୟାଣ୍ଡି ହସ୍ପିଟାଲରେ ୨୮ ଦିନ ଧରି…

‘ହାତୀ-ଗିରିଦା’କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଢେଙ୍କାନାଳ ଅଫିସ, ୬ା୨ : ଢେଙ୍କାନାଳର ମହାରାଜା ଭଗୀରଥ ମହେନ୍ଦ୍ର ବାହାଦୁରଙ୍କ ରାଜତ୍ୱ ସମୟରେ ବଣୁଆ ହାତୀଙ୍କୁ ପୋଷା ମନାଇବା ଲାଗି ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ନିର୍ମାଣ କରାଯାଇଥିଲା ‘ହାତୀ-ଗିରିଦା’। ଏହି ଐତିହ୍ୟସମ୍ପନ୍ନ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି…

ନୀରବି ଗଲେ ସ୍ୱରର ସରସ୍ୱତୀ, ଆଜି ହେବ ଅନ୍ତିମ ସଂସ୍କାର

ମୁମ୍ବାଇ,୬ ।୨: ‘ଭାରତ ରତ୍ନ’ ସ୍ୱର କୋକିଳା ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ରବିବାର(୬ ଫେବୃୟାରୀ ୨୦୨୨)ରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।…

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ପରଲୋକ

ନୂଆଦିଲ୍ଲୀ,୬।୨: ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭେଟେରାନ୍‌ ଗାୟିକା ଲତା ମଙ୍ଗେସ୍‌କରଙ୍କ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଗତ ମାସରେ ୯୨ବର୍ଷୀୟା ଲତା କୋଭିଡ୍‌-୧୯ରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?