Home Middle

୫ ବର୍ଷରେ ଜଣେ ମୁଖ୍ୟମନ୍ତ୍ରୀଙ୍କର ସମ୍ପତ୍ତି ବଢ଼ିଛି ୩ ଗୁଣା ଅନ୍ୟ ଜଣଙ୍କର ୭ ଗୁଣା…

ପଣଜୀ/ଡେରାଡୁନ୍‌,୧୩।୨: ଗତ ୫ ବର୍ଷରେ ୨୦୧୭ ପରେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କର ସମ୍ପତ୍ତି ୩ ଗୁଣା ବୃଦ୍ଧି ପାଇଛି। ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମ୍ପତ୍ତି ୭ ଗୁଣା ବଢ଼ିଛି। ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌)ର…

ଇଓଏସ୍‌-୪ ଉତ୍‌କ୍ଷେପଣ ପାଇଁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ…

ଶ୍ରୀହରିକୋଟା, ୧୩।୨ : ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ) ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ଫେବୃଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ରେ ଭୋର୍‌ ୫ଟା ୫୯ରେ ଉତ୍‌କ୍ଷେପଣ କରିବାକୁ ଯାଉଛି। ଏହି ଉପଗ୍ରହ ପିଏସ୍‌ ଏଲ୍‌ଭି-ସି-୫୨ ରକେଟ ମାଧ୍ୟମରେ ଉତ୍‌କ୍ଷେପଣ ହେବ।…

ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ବିଶ୍ୱ, ଆମେରିକା ବୁଡ଼ା ଜାହାଜ ରୁଷିଆ ସମୁଦ୍ରରେ…

ମସ୍କୋ/ଓ୍ବାଶିଂଟନ, ୧୩।୨ : ୟୁକ୍ରେନକୁ ନେଇ ବିଶ୍ୱର ଦୁଇଟି ମହାଶକ୍ତି, ଆମେରିକା ଏବଂ ରୁଷିଆ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ତିକ୍ତ ହୋଇପଡ଼ିଛି। ୟୁରୋପର ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ ରୁଷିଆ ଏବଂ ଆମେରିକା ମଧ୍ୟରେ ପାରସ୍ପରିକ ଘେରାବନ୍ଦ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଜୋ…

ଆଣବିକ ଆକ୍ରମଣ ପାଇଁ ରୁଷିଆର ଯୋଜନା, ସୀମାରେ ମହାବିନାଶକ ତୋପ ମୁତୟନ…

ମସ୍କୋ, ୧୩।୨ : ରୁଷିଏ ଏବଂ ୟୁକ୍ରେନରେ ଯୁଦ୍ଧ ସଙ୍କଟ ଜାରି ରହିଛି। ଏହି ପରିସ୍ଥିତି ମଧ୍ୟରେ ରୁଷିଆ ଏହାର ମହାବିନାଶକ ଆଣବିକ ତୋପ ୨-ଏସ୍‌-୭ ପିଅନ୍‌କୁ ୟୁକ୍ରେନ୍‌ ସୀମାରେ ମୁତୟନ କରିଛି। ପିଅନ୍‌କୁ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭ…

୬୨ ମିନିଟ୍‌ର ବାଇଡେନ୍‌-ପୁଟିନ୍‌ କଥାବାର୍ତ୍ତା ପରେ ବି ଘନେଇଲା ରୁଷିଆ-ୟୁକ୍ରେନ୍‌ ସଙ୍କଟ…

ଓ୍ବାଶିଂଟନ/ମସ୍କୋ, ୧୩।୨ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ସଙ୍କଟ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ବିବାଦକୁ ଶାନ୍ତ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ପ୍ରତିପକ୍ଷ ବ୍ଲାଡିିମୀର ପୁଟିନଙ୍କ ସହ ଫୋନରେ ୬୨ ମିନିଟ ଧରି…

ଉତ୍ତରପ୍ରଦେଶ ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୯ ଜିଲାର ୫୫ ଆସନରେ ଭୋଟିଂ…

ନୂଆଦିଲ୍ଲୀ, ୧୩।୨ : ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୧୪ରେ ମତଦାନ ହେବାକୁ ଯାଉଛି। ୯ ଜିଲାର ୫୫ ଆସନରେ ଭୋଟିଂ ହେବ। ଏହି ପର୍ଯ୍ୟାୟରେ ମୋଟ ୫୮୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା…

ରାଜନୈତିକ ଦଳ ବାଟରେ କଣ୍ଟା ସାଜିଛନ୍ତି ବିଦ୍ରୋହୀ ପ୍ରାର୍ଥୀ…

ଲକ୍ଷ୍ନୌ, ୧୩।୨ : ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ବିଦ୍ରୋହୀଙ୍କ ଭୂମିକା ଯୋଗୁ ସ୍ଥିତି ଖରାପ ହେବାରେ ଲାଗିଛି। ବିଦ୍ରୋହୀ ପ୍ରାର୍ଥୀ ଭାଜପା, ଏସ୍‌ପି, ବିଏସ୍‌ପି ଏବଂ କଂଗ୍ରେସ ଆଦି ରାଜନୈତିକ ଦଳ ବାଟରେ କଣ୍ଟା ସାଜିଛନ୍ତି। ଫଳରେ ରାଜନୈତିକ ଦଳଗୁଡ଼ିକର ଚିନ୍ତା…

ଦୈନିକ ସଂକ୍ରମଣ ୫୦ ହଜାର ତଳେ…

ନୂଆଦିଲ୍ଲୀ, ୧୩।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି…

ଆଞ୍ଚଳିକ ଭାଷାରେ ହେବ ମେଡ଼ିକାଲ ପାଠପଢ଼ା…

ନୂଆଦିଲ୍ଲୀ, ୧୩।୨ : ଏଣିକି ଆଞ୍ଚଳିକ ଭାଷାରେ ମେଡ଼ିକାଲ ପାଠପଢ଼ା କରିହେବ। ଦୁଇଟି ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ବିଚାର କରାଯାଉଛି। ଏହା ଦ୍ୱାରା ଛାତ୍ରୀଛାତ୍ର ଆଞ୍ଚଳିକ ଭାଷାରେ ପାଠପଢ଼ିବା ଚୟନ କରିବାର ସ୍ବାଧୀନତା ପାଇ ପାରିବେ। ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ…

ବନ୍ୟପ୍ରାଣୀ ସଂରକ୍ଷଣ ଆଇନ: ସଂଶୋଧନ ପାଇଁ କେନ୍ଦ୍ର ତରବର

ନୂଆଦିଲ୍ଲୀ/ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଗତବର୍ଷ ଭାରତ ସରକାର ଲୋକଙ୍କ ପରାମର୍ଶ ନ ନେଇ ପାର୍ଲାମେଣ୍ଟରେ ଦୁଇଟି ବିଲ୍‌ ଆଗତ କରିଥିଲେ। ଜୈବିକ ଉତ୍ସଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଜୈବ ବିବିଧତା ଆଇନ, ୨୦୦୨ରେ ସଂଶୋଧନ ପାଇଁ ପ୍ରଥମ ବିଧେୟକ ଉଦ୍ଦିଷ୍ଟ ଥିଲା। ସେହିପରି ବନ୍ୟଜନ୍ତୁଙ୍କୁ ଶିକାର…

୨୮ ବ୍ୟାଙ୍କରୁ ୨୨,୮୪୨ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୧୩।୨: ଭାରତୀୟ ଇତିହାସରେ ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। ଦେଶର ୨୮ଟି ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କା ଠକିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ଏବିଜି ଶିପ୍‌ୟାର୍ଡ ଲିମିଟେଡ୍‌ ଏବଂ ଏହାର ପୂର୍ବତନ ପରିଚାଳନା…

ସେବି ପ୍ରକାଶ କଲା ଚାଞ୍ଚଲ୍ୟକର ତଥ୍ୟ, ହିମାଳୟ ବାବାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ ଏନ୍‌ଏସ୍‌ଇର ପୂର୍ବତନ ଅଧ୍ୟକ୍ଷା…

ମୁମ୍ବାଇ, ୧୨।୨ : ଷ୍ଟକ୍‌ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆ(ସେବି)ପକ୍ଷରୁ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରାଯାଇଛି। ନ୍ୟାଶନାଲ ଷ୍ଟକ୍‌ ଏକ୍ସେଚେଞ୍ଜ୍‌ (ଏନ୍‌ଏସ୍‌ଇ)ର ପୂର୍ବାତନ ଅଧ୍ୟକ୍ଷା ତଥା ସିଇଓ ଚିତ୍ରା ରାମକୃଷ୍ଣ ଜଣେ ହିମାଳୟ ବାବାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ନିଷ୍ପତ୍ତି ଗ୍ରହଣ କରୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?