Home Middle

ପାକିସ୍ତାନରେ ଶେହଓ୍ବାଜ ଯୁଗ ଆରମ୍ଭ

ଇସ୍‌ଲାମାବାଦ୍‌,୧୧।୪: ପାକିସ୍ତାନରେ ଲାଗିରହିଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି। ନ୍ୟାଶନାଲ ଆସେମ୍ଲିରେ ଅନାସ୍ଥା ଭୋଟରେ ହାରିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ନିଜ ପଦରୁ ଇସ୍ତଫା ଦେବା ସହ ଗୃହତ୍ୟାଗ କରିଛନ୍ତି। ଇମ୍ରାନଙ୍କ ସମେତ ତାଙ୍କ ସାଥୀ ସଦସ୍ୟ ମଧ୍ୟ ସଂସଦରୁ…

ସର୍ବିୟାକୁ ଗୁପ୍ତରେ ଏଚ୍‌କ୍ୟୁ-୨୨ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପଠାଇଲା ଚାଇନା…

ବେଜିଂ, ୧୧।୪ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିଥିବା ସମୟରେ ଚାଇନାର ଏକ ଗୁପ୍ତ କାର୍ଯ୍ୟର ପର୍ଦ୍ଦାଫାଶ୍‌ ହୋଇଛି। ଚାଇନା ରୁଷିଆର ବନ୍ଧୁ ରାଷ୍ଟ୍ର ସର୍ବିୟାକୁ ଏଚ୍‌କ୍ୟୁ-୨୨ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପଠାଇଛି। ଚାଇନାର ଏଭଳି କାର୍ଯ୍ୟ ଦ୍ୱାରା ଯୁଦ୍ଧ…

ଇଦ୍‌ ପରେ ପାକିସ୍ତାନ ଫେରିବେ ନଓ୍ବାଜ ଶରିଫ୍‌

ଇସଲାମାବାଦ,୧୧ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଇଦ୍‌ ପରେ ଆସନ୍ତା ମାସରେ ପାକିସ୍ତାନକୁ ଫେରିପାରନ୍ତି। ଏହି ସୂଚନା ପିଏମ୍‌ଏଲ୍‌-ଏନ୍‌ର ଜଣେ ବରିଷ୍ଠ ନେତା ପ୍ରଦାନ କରିଛନ୍ତି। ଆଜିକାଲି ପାକିସ୍ତାନରେ ଇମ୍ରାନ ଖାନଙ୍କୁ ନେଇ ଅନେକ ରାଜନୈତିକ ଆନ୍ଦୋଳନ ଚାଲିଛି। ଏହି…

ଯୋଗୀ କ’ଣ ପରବର୍ତ୍ତୀ ପିଏମ୍‌ ? ଭାଜପା ସଂସଦୀୟ ବୋର୍ଡ ସଦସ୍ୟ ହେବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ, ୧୧।୪ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାସ୍ତାରେ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର ଯୋଗୀ ଦିଲ୍ଲୀ ଯାଉଛନ୍ତି। ଉତ୍ତରପ୍ରଦେଶରେ ଭାଜପାର ଦ୍ୱିତୀୟ ଥର ବିଜୟ ପରେ ପୁରସ୍କାର ଭାବେ ତାଙ୍କୁ ଭାଜପା ସଂସଦୀୟ…

ଉତ୍ତରପ୍ରଦେଶ ସରକାରଙ୍କ ଟୁଇଟର ଆକାଉଣ୍ଟ୍‌ ହ୍ୟାକ୍‌…

ନୂଆଦିଲ୍ଲୀ, ୧୦।୪ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅକାଉଣ୍ଟ୍‌ ହ୍ୟାକ୍‌ କରିବା ପରେ ହ୍ୟାକର ସୋମବାର ରାଜ୍ୟ ସରକାରଙ୍କ ଟୁଇଟର ଅକାଉଣ୍ଟ୍‌ ହ୍ୟାକିଂ କରିଛନ୍ତି। ଏହା ପୂର୍ବରୁ ରବିବାର ହ୍ୟାକରମାନେ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି)ଙ୍କର ଅଫିସିଆଲ୍‌ ଟୁଇଟର ଆକାଉଣ୍ଟ୍‌ ହ୍ୟାକ୍‌ କରିଥିଲେ।…

ରୋପ୍‌ ଓ୍ବେରେ ଲଟକିଛି ୪୮ ଜୀବନ, ବିତିଲାଣି ୨୦ ଘଣ୍ଟା…

ରାଞ୍ଚି, ୧୧।୪ : ଝାଡଖଣ୍ଡର ସର୍ବୋଚ୍ଚ ତ୍ରିକୁଟ ରୋପ୍‌ ୱେର ଟ୍ରଲି ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଫଳରେ ପ୍ରାୟ ୧୮ ଟ୍ରଲି ରବିବାର ସନ୍ଧ୍ୟାରୁ ଗତ ୨୦ ଘଣ୍ଟାରୁ ଅଧିକ ସମୟ ଧରି ଉପରେ ଳଟକି ରହିଛି। ଏସବୁ ଟ୍ରଲିରେ…

ଯୁଦ୍ଧ ନ ଲଢ଼ି ଦେଶ ଛାଡ଼ି ପଳାଉଥିବା ୨୨୦୦ ୟୁକ୍ରେନ୍‌ ଯୁବକ ଗିରଫ…

କ୍ୱିଭ୍‌, ୧୧।୪ : ରୁଷିଆ ୟୁକ୍ରେନ ଯୁଦ୍ଧ ଲାଗି ରହିଛି। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁକ୍ରେନ୍‌ର ଯୁବକଙ୍କୁ ଶ୍‌ତ୍ରୁ ବିରୋଧରେ ଯୁଦ୍ଧ ଲଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଦେଶରେ ମାର୍ଶଲ ଲ’ ଘୋଷଣା କରାଯାଇଛି। ଏହାର ଉଲ୍ଲଂଘନ କରି…

‘ମେକ୍‌ ଇନ୍‌ ଇଣ୍ଡିଆ’ କୁ ‘ମେକ୍‌ ଫର ଦ ଓ୍ବାଲର୍‌ଡ’ ପାଇଁ ଆହ୍ବାନ, ବୋଇଙ୍ଗ୍‌-ରାୟଥୋନ ପ୍ରମୁଖଙ୍କୁ ଭେଟିଲେ ରାଜନାଥ…

ଓ୍ବାଶିଂଟନ, ୧୧।୪ : ଭାରତ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ‘ମେକ୍‌ ଇନ୍‌ ଇଣ୍ଡିଆ’ କୁ ‘ମେକ୍‌ ଫର ଦ ଓ୍ବାଲ୍ଡର୍ର୍’ ପାଇଁ ଆହ୍ବାନରେ ପରିଣତ କରିବା ଲାଗି ପ୍ରୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ…

୨ ଘରୋଇ ସ୍କୁଲରେ ୫ ଛାତ୍ରୀଛାତ୍ର କରୋନା ପଜିଟିଭ୍‌…

ଗାଜିଆବାଦ, ୧୧।୪ : ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ହିଣ୍ଡନ ଅଞ୍ଚଳରେ ୨ ଘରୋଇ ସ୍କୁଲରେ ୫ ଜଣ ଛାତ୍ରୀଛାତ୍ରଙ୍କନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ୨ ସ୍କୁଲକୁ ବନ୍ଦ କରାଯାଇଥିବାବେଳେ ଏପ୍ରିଲ୍‌…

୮୦ ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୧୧।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିଛି। ଦୈନିକ ସଂକ୍ରମଣ ୮୦ ତଳେ ଥିବାବେଳେ ଗତ ୨୪ ଘଣ୍ଟାରେ ଏହା ୭୪ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ…

ରାଜଧାନୀରେ ମର୍ଡର: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜଧାନୀରେ ମର୍ଡର ହୋଇଛି। ରବିବାର ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ଦୁର୍ବୃତ୍ତମାନେ ଛୁରାରେ ଆକ୍ରମଣ କରିଛନ୍ତି। ଫଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।…

କ୍ୱିଭ୍‌ ଦଖଲ ଯୋଜନା କରୁଛି ରୁଷିଆ, ଚେଚେନ୍ୟା ରିପୋର୍ଟ…

ଗ୍ରୋଜନୀ, ୧୧।୪ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୬ ଦିନ ବିତିଛି। ରୁଷୀୟ ସେନା ଦିନକୁ ଦିନ ଅଧିକ ଆକ୍ରମଣାତ୍ମକ ହୋଇପଡୁଥିବାବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି। ଏଥି ସହିତ, ରୁଷିଆର ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?