Home Middle

ସିନ୍ଧୁ ଜଳ ଚୁକ୍ତି, ଭାରତ ଆସିବେ ପାକିସ୍ତାନ ପ୍ରତିନିଧି ଦଳ…

ନୂଆଦିଲ୍ଲୀ, ୨୮।୫ :ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ ସୋମବାର ଭାରତରେ ପହଞ୍ଚିବେ। ଉଭୟ ପକ୍ଷ ସିନ୍ଧୁ ଜଳ ଚୁକ୍ତିର ପ୍ରମୁଖ ପରିଯୋଜନା ଉପରେ ଆଲୋଚନା କରିବେ। ଏହି ବୈଠକରେ ବନ୍ୟା…

ଏବେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥଳୀ ନେଇ ବିବାଦ, କିଷ୍କିନ୍ଧ୍ୟାରେ ହୋଇଥିଲା ଜନ୍ମ…

ନୂଆଦିଲ୍ଲୀ, ୨୮।୫ : ବାରାଣସୀରେ ଜ୍ଞାନବାପି ମସଜିଦକୁ ନେଇ ବିବାଦ ଲାଗି ରହିଥିବାବେଳେ ଏବେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ଏକ ନୂଆ ବିବାଦ ଉପୁଜିଛି। କର୍ନାଟକର କିଷ୍କିନ୍ଧ୍ୟା ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ବୋଲି ମହନ୍ତ ଗୋବିନ୍ଦ ଦାସ ଦାବି କରିଛନ୍ତି।…

ଇସଲାମିକ ଷ୍ଟେଟ ମୁଖ୍ୟ ଗିରଫ…

ଇସ୍ତାନବୁଲ୍‌, ୨୮।୫ : ବ୍ଲୁମବର୍ଗ ଏବଂ ତୁର୍କୀର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ସଂଗଠନର ନୂତନ ନେତା ଆବୁ ହାସନ ଅଲ-ହାସମି ଅଲ-କୁରେଶିଙ୍କୁ ଇସ୍ତାନବୁଲରେ ଗିରଫ କରାଯାଇଛି। ତୁର୍କୀର ନ୍ୟୁଜ ୱେବସାଇଟ ଓଡିଏ ଟିଭି ଏହା…

ଯୁବବର୍ଗଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି ସରକାର, ରେଲଓ୍ବେରେ ୯୧ ହଜାର ପଦବୀ ଉଚ୍ଛେଦ ନେଇ ବର୍ଷିଲେ ରାହୁଲ…

ନୂଆଦିଲ୍ଲୀ, ୨୮।୫ : ରେଲଓ୍ବେର ୯୧ ହଜାରରୁ ଅଧିକ ପଦବୀକୁ ଉଚ୍ଛେଦ କରାଯିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ…

‘ମହାପ୍ରଭୁଙ୍କ ନାଁରେ ରାଜନୀତି ହେଉଛି’

ପୁରୀ ଅଫିସ,୨୮ା୫: ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ହେଉ ମହାପ୍ରଭୁଙ୍କ ଇଚ୍ଛା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ଶନିବାର ଗଣମାଧ୍ୟମକୁ ଏପରି କହିଛନ୍ତି ପୁରୀ ଏମ୍‌ପି ପିନାକୀ ମିଶ୍ର। ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀଙ୍କ କାମ ଅଭିଯୋଗ କରିବା…

ଦେଶର ୮୮ ପ୍ରତିଶତ ବୟସ୍କଙ୍କୁ କରୋନା ଟିକା…

ନୂଆଦିଲ୍ଲୀ, ୨୮।୫ : ଦେଶର ୮୮ ପ୍ରତିଶତ ବୟସ୍କଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ଟିକା ନେଇଥିବା ବୟସ୍କଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ମନ୍ତ୍ରୀ…

ଲକ୍‌ଡାଉନ୍‌ରେ ଗର୍ଭବତୀ ନାବାଳିକାଙ୍କ ସଂଖ୍ୟା ବୃଦ୍ଧି, ଶାରୀରିକ ସମ୍ପର୍କ ଲାଗି ସମ୍ମତି ବୟସ ସୀମା ୧୮କୁ ବଢ଼ିଲା…

ହରାରେ, ୨୮।୫ : ଜିମ୍ବାୱେରେ ଶାରୀରିକ ସମ୍ପର୍କ ଲାଗି ସମ୍ମତି ବୟସ ସୀମା ୧୮କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧୬ ବର୍ଷ ବୟସ ଥିଲା। ମାତ୍ର ଏବେ ଏହାକୁ ଅସାମ୍ବିଧାନିକ ଘୋଷିତ କରାଯାଇଛି। ଜିମ୍ବାୱେର ସାମ୍ବିଧାନିକ କୋର୍ଟ କହିଛନ୍ତି ଯେ…

ଇମ୍ରାନ ହତାଶ

ଇସଲାମାବାଦ,୨୮ା୫: ପାକିସ୍ତାନରେ ନୂଆ ସରକାର ଗଠନ ପରେ ବି ରାଜନୈତିକ ଉତ୍ତେଜନା ଲାଗି ରହିଛି। ପାକିସ୍ତାନର ପୂର୍ବତନ ତଥା ବହିଷ୍କୃତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅସନ୍ତୋଷ ଜଳ ଜଳ ଦେଖାଯାଉଛି। ଗତ ବୁଧବାର ଇମ୍ରାନଙ୍କ ନେତୃତ୍ୱରେ ଇସଲାମାବାଦରେ ଏକ ବିରୋଧ ପ୍ରଦର୍ଶନ…

ଜୁନ୍‌ ୨୪ରେ ମୋଦି-ପୁଟିନ୍‌-ଜିନ୍‌ପିଙ୍ଗ ଭେଟ…

ନୂଆଦିଲ୍ଲୀ/ମସ୍କୋ/ବେଜିଂ, ୨୮।୫ : ୟୁକ୍ରେନ ଯୁଦ୍ଧ ଏବଂ ଲଦାଖ ସୀମାରେ ଚାଇନା ପକ୍ଷରୁ ଉତ୍ତେଜନା ସୃଷ୍ଟି ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଚାଇନା ଏବଂ ରୁଷିଆର ରାଷ୍ଟ୍ରପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ବ୍ରିକ୍ସ…

ରାଜ୍ୟ ସଭା ନିର୍ବାଚନ, ୫୭ ଆସନ ନେଇ ଅଙ୍କକଷା…

ନୂଆଦିଲ୍ଲୀ, ୨୮।୫ : ରାଜ୍ୟ ସଭାର ୫୭ ଟି ଆସନ ପାଇଁ ନିର୍ବାଚନ ଜୁନ ୧୦ରେ ହେବ। ଏଥିଲାଗି ନାମାଙ୍କନ ପାଇଁ ମେ ୩୧ ଶେଷ ତାରିଖ ରହିଛି। ଶାସକ ଭାରତୀୟ ଜନତା ପାର୍ଟିର ୨୫ ଜଣ ଏମ୍‌ପି ଅବସର ନେଉଛନ୍ତି।…

ୟୁକ୍ରେନର ଲିମାନ ସହରକୁ କବ୍‌ଜା କଲା ରୁଷିଆ

ମସ୍କୋ,୨୮ା୫: ରୁଷିଆ-ୟୁକ୍ରେନ ଯୁଦ୍ଧ ଦୀର୍ଘଦିନ ଧରି ଲାଗିଥିଲେ ମଧ୍ୟ ଶେଷ ହେବାର ନାଁ ନେଉନି। ରୁଷିଆ ସେନା କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି। ଏହି ସମୟରେ ପୁଟିନଙ୍କ ସୈନ୍ୟବାହିନୀ ୟୁକ୍ରେନର ଲିମାନ ସହରକୁ ମଧ୍ୟ କବ୍‌ଜା କରି ନେଇଛନ୍ତି।…

ଚାଇନାରେ ପ୍ରବଳ ବର୍ଷା, ୧୫ ମୃତ, ୩ ନିଖୋଜ…

ବେଜିଂ, ୨୮।୫ : ଦକ୍ଷିଣ ଚାଇନା ପ୍ରବଳ ବର୍ଷା ଯୋଗୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ଅଛନ୍ତି। ଚାଇନାର ସରକାରୀ ନ୍ୟୁଜ୍‌ ଏଜେନ୍ସି ଜିନହୁଆ ପକ୍ଷରୁ କୁହାଯାଇଛି ଯେ ୱୁପିଙ୍ଗ ଜିଲାର ସୂଚନା କାର୍ଯ୍ୟାଳୟର ସୂତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?