Home Middle

ଚାଷୀଙ୍କୁ ମୋଦି ସରକାରଙ୍କ ଉପହାର: ଧାନ ସମେତ ୧୭ ଖରିଫ ଫସଲର ଏମ୍‌ଏସ୍‌ପି ବୃଦ୍ଧି

ନୂଆଦିଲ୍ଲୀ,୮।୬: ଦେଶରେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସରକାର ୨୦୨୨-୨୩ ବର୍ଷ ଲାଗି ୧୭ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ(ଏମ୍‌ଏସ୍‌ପି) ବଢ଼ାଇଛନ୍ତି। ଏନେଇ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ…

ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥନୈତିକ ମନ୍ଥରତା: ବିଶ୍ୱ ବ୍ୟାଙ୍କ ମୁଖ୍ୟ

ଲଣ୍ଡନ,୮ା୬: କରୋନା ମହାମାରୀ ପ୍ରଭାବରେ ବିଶ୍ୱ ଅର୍ଥ ବ୍ୟବସ୍ଥା ଯେତିକି ଖରାପ ହୋଇ ନ ଥିଲା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଏହା ଦ୍ୱିଗୁଣିତ ହୋଇଛି। ଏହି କାରଣରୁ ଅନେକ ଦେଶରେ ଅର୍ଥନତିକ ଅବନତି ଭୟ ବଢ଼ି ଯାଇଛି। ଏକ ରିପୋର୍ଟରେ କୁହାଯାଇଛି, କେବଳ…

ଉତ୍ତର କୋରିଆକୁ ଆମେରିକା-ଜାପାନର ଭର୍ତ୍ସନା

ସିଓଲ,୮ା୬: କରୋନା ମହାମାରୀ ପରି ଖରାପ ସମୟରେ ଉତ୍ତର କୋରିଆ ଗୋଟେ ପରେ ଗୋଟେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଚାଲିଛି। ଏନେଇ ଦକ୍ଷିଣ କୋରିଆ, ଆମେରିକା ସମେତ ଜାପାନ ଉତ୍ତର କୋରିଆକୁ ତୀବ୍ର ଭର୍ତ୍ସନା କରିଛନ୍ତି। ସେମାନେ କହିଛନ୍ତି, ଏହି କାର୍ଯ୍ୟ ଅତ୍ୟନ୍ତ…

ଖୁସି ଖବର, ଆଉ ହେବନି କ୍ୟାନସରରେ ମୃତ୍ୟୁ, ମିଳିଲା ନୂଆ ଔଷଧର ସନ୍ଧାନ…

ନ୍ୟୁୟର୍କ , ୮।୬ : କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ଖୁସି ଖବର ଆସିଛି। ବହୁ ବର୍ଷର ପରିଶ୍ରମ ପରେ ପ୍ରଥମ ଥର ପାଇଁ ଗବେଷକମାନେ ଏପରି ଏକ ଔଷଧର ସନ୍ଧାନ ପାଇଛନ୍ତି, ଯାହାକୁ ବ୍ୟବହାର କରି କ୍ୟାନସର ସମସ୍ୟାର ସଫଳ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ମିତାଲି

ନୂଆଦିଲ୍ଲୀ,୮।୬: ଭାରତୀୟ ମହିଳା କ୍ରିକେଟର ଟେଷ୍ଟ ଏବଂ ଦିନିକିଆ ଟିମ୍‌ର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୯ ବର୍ଷୀୟ ମିତାଲି ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତିନିଧିତ୍ୱ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି।…

ଅନଲାଇନ୍‌ ଗେମ୍‌ ଖେଳୁ ଖେଳୁ ଲିକ୍‌ ହେଲା ଚାଇନାର ଶକ୍ତିଶାଳୀ ଟ୍ୟାଙ୍କର ଗୁପ୍ତ ତଥ୍ୟ…

ବେଜିଂ, ୮।୬ : ଚାଇନାରେ ଅନଲାଇନ ଗେମ୍‌ ଖେଳିବାକୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଏଁ ପସନ୍ଦ କରିଥାନ୍ତି। ବିଶେଷକରି ସାମରିକ ଯୁଦ୍ଧ ଖେଳ ଯୁବକମାନଙ୍କ ମଧ୍ୟରେ ବହୁତ କ୍ରେଜ ସୃଷ୍ଟି କରିଛି। ଅନଲାଇନ୍‌ ଖେଳ ଖେଳି ବ୍ୟକ୍ତି…

ଯୁଦ୍ଧର ପ୍ରଭାବ, ୩୦ ଲକ୍ଷ ୟୁକ୍ରେନ୍‌ ଶିଶୁଙ୍କ ପାଠପଢ଼ା ବନ୍ଦ…

କ୍ୱିଭ୍‌, ୮।୬ : ୟୁକ୍ରେନ ଏବଂ ରୁଷିଆ ଯୁଦ୍ଧ ଯୋଗୁ ସାଧାରଣ ଲୋକଙ୍କ ଜୀବନ ସଙ୍କଟ ଜନକ ହୋଇ ପଡ଼ିଛି। ଲକ୍ଷ ଲକ୍ଷ ଲୋକ ଶରଣାର୍ଥୀ ସାଜିଛନ୍ତି। ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଯୁଦ୍ଧ ପ୍ରଭାବରେ ୩୦ ଲ’…

ସ୍ବଚ୍ଛ ଇନ୍ଧନ ବ୍ୟବହାର ତାଲିକା, ମହାରାଷ୍ଟ୍ର ପ୍ରଥମ ସ୍ଥାନରେ…

ନୂଆଦିଲ୍ଲୀ, ୮।୬ : ଦେଶରେ ମେ ୨୦୧୬ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ପାଇଁ ଉଜ୍ୱଳା ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ସମୟ ସହିତ, ଏହି ଯୋଜନା ଦ୍ୱାରା ଉପକୃତ ହୋଇଥିବା ହିତାଧିକାରୀମାନେ ସିଲିଣ୍ଡର ଆଉ ଭର୍ତ୍ତି କରୁନାହାଁନ୍ତି।…

ଜୁନ ୧୩ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର,୮।୬(ବ୍ୟୁରୋ): ଆସନ୍ତା ଜୁନ୍‌ ୧୩ରେ ବାଚସ୍ପତି ନିର୍ବାଚନ। ଏଥିଲାଗି ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରାଯିବ। ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦ ଛାଡ଼ିବା ପରେ ଉକ୍ତ ପଦ ଖାଲି ପଡ଼ିଛି। ତେବେ ଭଞ୍ଜନଗର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ…

ଗାଈ ହାକୁଟି ଯୋଗୁ ବଢୁଛି ବିଶ୍ୱତାପନ, ମାଲିକ ପୈଠ କରିବେ ହାକୁଟି ଶୁଳ୍କ …

ଓ୍ବିଲିଂଟନ, ୮।୬ : ନ୍ୟୁଜିଲାଣ୍ଡ ସରକାର ବୁଧବାର ଗୃହପାଳିତ ପ୍ରାଣୀ ପାଳନ କରୁଥିବା ମାଲିକମାନଙ୍କଠାରୁ କୃଷି ର୍ନିଗମନ ଉପରେ ଶୁଳ୍କ ଆଦାୟ ପାଇଁ ଏକ ଡ୍ରାଫ୍ଟ ଯୋଜନା ପ୍ରସ୍ତୁତ କରାଯାଇଛି। ଦେଶରେ ଏଭଳି ଚାଷୀଙ୍କ ସଂଖ୍ୟା ଅଧିକ ରହିଛି। ସେମାନେ ପ୍ରାୟତଃ…

ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଛନ୍ତି ଓଭରଗ୍ରାଉଣ୍ଡ ଓ୍ବାର୍କର, ଏପର୍ଯ୍ୟନ୍ତ ୨୫୦ ଗିରଫ …

ଶ୍ରୀନଗର, ୮।୬ : ଗତ କିଛି ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ହିନ୍ଦୁ ଏବଂ ପ୍ରବାସୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ତୀବ୍ର ହୋଇଛି। ଏହି କାରଣରୁ ସୁରକ୍ଷାକର୍ମୀ ସଜାଗ ରହି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଇତମଧ୍ୟରେ ସୁରକ୍ଷାକର୍ମୀ…

ଦେଶର ବଡ଼ ସହରରେ ଆତ୍ମଘାତୀ ବିସ୍ଫୋରଣ ପାଇଁ ଅଲ୍‌ କାଏଦାର ଧମକ…

ନୂଆଦିଲ୍ଲୀ, ୮।୬ : ମହାପୁରୁଷ ମହମ୍ମଦଙ୍କ ବିଷୟରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ପରେ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା ଭାରତର ବିଭିନ୍ନ ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ କରିବାକୁ ଧମକ ଦେଇଛି। ଜୁନ ୬ରେ ଅଲ୍‌ କାଏଦା ଏକ ଧମକପୂର୍ଣ୍ଣ ଚିଠିରେ କହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?