Home Middle

ଆଶିଷଙ୍କ ଜାମିନ ମାମଲା, କ’ଣ କରାଯିବ ଆମକୁ ଜଣାଅଛି, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୪।୪ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଉପରେ ପୁଣି ଖଣ୍ଡା ଝୁଲିବାରେ ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ ସୋମବାର କରି କହିଛନ୍ତି ଯେ, ଏହି ମାମଲାରେ ଆମକୁ କରିବାକୁ…

କରୋନା ମୁକାବିଲା ଲାଗି ସୈନ୍ୟ ବିଭାଗ ସହାୟତା, ୨.୬ କୋଟି ଲୋକଙ୍କର ହେବ ନମୁନା ପରୀକ୍ଷା…

ବେଜିଂ, ୪।୪ : ଚାଇନାରେ କରୋନା ସଙ୍କଟ ଅଣାୟତ୍ତ ହେବାରେ ଲାଗିଛି। ଦେଶର ସବୁଠୁ ବଡ ସହର ସାଂଘାଇରେ ସ୍ଥିତି କ୍ରମଶଃ ସଙ୍କଟ ଜନକ ହେବାରେ ଲାଗିଛି। ଲକଡାଉନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ନିଜ ଘରୁ ବାହାରକୁ ଯାଉନାହାଁନ୍ତି। ସ୍ବାସ୍ଥ୍ୟ…

କରୋନା ସଙ୍କଟରେ ନିପା ଭାଇରସ୍‌ ଆତଙ୍କ ଘନେଇଲା…

ନୂଆଦିଲ୍ଲୀ, ୪।୪ : କରୋନା ମହାମାରୀରୁ ମୁକ୍ତି ପାଇବାକୁ ଚେଷ୍ଟା ଜାରି ରହିଛି। ଏପରିସ୍ଥଳେ ଦେଶରେ ଆଗାମୀ ଦିନରେ ନିପା ଭାଇରସ ଏକ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କ ଘନେଇବାରେ ଲାଗିଛି। ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିର…

ଅଭିଶପ୍ତ ପ୍ରଧାନମନ୍ତ୍ରୀ ସିଂହାସନ, କାହାର ବି ନାହିଁ ୫ ବର୍ଷ କାର୍ଯ୍ୟକାଳ…

ଇସଲାମାବାଦ୍‌, ୪।୪ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନ ଆଜି ପର୍ଯ୍ୟନ୍ତ ଅଭିଶପ୍ତ ରହିଛି। ଦେଶର କୌଣସି ପ୍ରଧାନମନ୍ତ୍ରୀ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରି ପାରି ନାହାନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି।…

ଭାରତରେ ଶ୍ରୀଲଙ୍କା ସ୍ଥିତି ଆଶଙ୍କା ! ସଚିବଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ ନେଇ ନାନା ପ୍ରଶ୍ନ…

ନୂଆଦିଲ୍ଲୀ, ୪।୪ : ଭାରତ ମଧ୍ୟ ଶ୍ରୀଲଙ୍କା ପରି ଆର୍ଥିକ ସଙ୍କଟର ସମ୍ମୁଖୀନ ହେବ କି ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସଚିବମାନଙ୍କର ଏକ ବୈଠକ ନେଇ ଏବେ ନାନା ପ୍ରଶ୍ନ ଉଠିବାରେ ଲାଗିଛି। ବୈଠକରେ ବରିଷ୍ଠ ଅଧିକାରୀମାନେ ରାଜ୍ୟଗୁଡିକର…

ଦୈନିକ ସଂକ୍ରମଣ ହଜାରେ ତଳେ-ମୃତ୍ୟୁ ସଂଖ୍ୟା ୧୩ …

ନୂଆଦିଲ୍ଲୀ, ୪।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ହଜାରେ ତଳେ ରହିଛି। ଏହା ୯୧୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୫ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା ୧୩…

ରାତି ଅଧାରେ କ୍ୟାବିନେଟ୍‌ ଇସ୍ତଫା…

ନୂଆଦିଲ୍ଲୀ, ୪।୪ : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସମସ୍ତ କ୍ୟାବିନେଟ ସଦସ୍ୟ ରାତି ଅଧାରେ ଇସ୍ତଫା ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ…

ଆନ୍ଧ୍ରପ୍ରଦେଶ ଜିଲା ସଂଖ୍ୟା ଦୁଇଗୁଣା, ୧୩ ରୁ୨୬ କୁ ବୃଦ୍ଧି…

ହାଇଦ୍ରାବାଦ୍‌, ୪।୪ : ଆନ୍ଧ୍ରପ୍ରଦେଶର ଜିଲ୍ଲା ସଂଖ୍ୟା ସୋମବାରଠାରୁ ଦୁଇଗୁଣା ହୋଇ ୧୩ ରୁ ୨୬କୁ ବୃଦ୍ଧି ପାଇବ। ରାଜ୍ୟରେ ନୂତନ ଜିଲା ଗଠନ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ଏହି ୧୩ ଟି ନୂଆ ଜିଲାକୁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ…

ମାସ୍କ ସମ୍ପୂର୍ଣ୍ଣ ହଟାଇବା ଉଚିତ ନୁହେଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୪।୪(ବ୍ୟୁରୋ): ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂଆ ଭାରିଆଣ୍ଟ ‘ଏକ୍ସଇ’ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିପାରେ। ଏହା ଓମିକ୍ରନର ସବ୍‌ ଭାରିଆଣ୍ଟ ଓ ଅତି ଶୀଘ୍ର ବ୍ୟାପିବାର ସମ୍ଭାବନା ରହିଛି। କିନ୍ତୁ ଡେଲ୍‌ଟା ପରି ଏହା ଏତେ ମାରାତ୍ମକ ହେବ…

ରାଜ୍ୟ ସଭାରେ ସଙ୍କଟରେ କଂଗ୍ରେସ, ୧୭ ରାଜ୍ୟରୁ କେହି ନାହାନ୍ତି ପ୍ରତିନିଧି…

ନୂଆଦିଲ୍ଲୀ, ୪।୪ : ବିଧାନସଭା ନିର୍ବାଚନରେ ପରାଜୟ ପରେ ଏବେ ରାଜ୍ୟ ସଭାରେ କଂଗ୍ରେସ ପାଇଁ ଏକ ସଙ୍କଟ ପରିସ୍ଥିତି ଉପୁଜିଛି। ଆସନ୍ତା ରାଜ୍ୟ ସଭା ନିର୍ବାଚନ ପରେ ଉପର ଗୃହରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଇବ। ଆହୁରି ଚିନ୍ତାର…

ରୁଷିଆ ସେନାଙ୍କ ତାଣ୍ଡବ: କ୍ୱିଭରୁ ମିଳିଲା ୪୧୦ ମୃତଦେହ, ଜେଲେନସ୍କି କହିଲେ ନରସଂହାର

କ୍ୱିଭ,୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ଲଗାତାର ଜାରି ରହିଥିବା ବେଳେ ୟୁକ୍ରେନର ରାଜଧାନୀ କ୍ୱିଭକୁ ନିଜ କବଜାକୁ ନେବାରେ ବିଫଳ ହୋଇଛି ରୁଷିଆ ସେନା । ଫଳରେ ସହର ଛାଡି ଚାଲଇ ଆସିବା ସମୟରେ ସେଠାରେ ତାଣ୍ଡବ ରଚିଛି…

ଚାଇନାରେ ବେକାବୁ ହେଲାଣି କରୋନା, ସାଂଘାଇରେ ଗୋଟିଏ ଦିନରେ ୯୦୦୬ ନୂଆ ସଂକ୍ରମିତ ଚିହ୍ନଟ

ବେଜିଂ,୪ ।୪: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣିଥରେ ଏହି ମହାମାରୀ ମୁଣ୍ଡ ଟେକିଲାଣି । ଗୋଟିଏ ଦିନରେ ହଜାର ହଜାର ସଂଖ୍ୟାରେ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଫଳରେ ଏବେ ଏହା ସାଧାରଣ ଜନତା ଓ ସରକାରଙ୍କ ଚିନ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri