Home Middle

ନ୍ୟାୟପାଳିକା ସେମାନଙ୍କର କାର୍ଯ୍ୟସୂଚୀକୁ ସମର୍ଥନ କରୁ ବୋଲି ରାଜନୈତିକ ଦଳ ଚାହୁଁଛନ୍ତି, ସିଜେଆଇଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨।୭ : ଗଣତନ୍ତ୍ରରେ ନ୍ୟାୟପାଳିକାର ଭୂମିକା ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି ରମନା ତାଙ୍କ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ରାଜନୈତିକ ଦଳ ମଧ୍ୟରେ ଏକ ଭୁଲ ଧାରଣା ରହିଛି ଯେ ନ୍ୟାୟପାଳିକା ସେମାନଙ୍କ କାର୍ଯ୍ୟକୁ…

୧୪ ଦିନିଆ ନ୍ୟାୟିକ ହେପାଜତରେ ଜୁବେର…

ନୂଆଦିଲ୍ଲୀ, ୨।୭ : ଚାରି ବର୍ଷ ତଳେ ୨୦୧୮ରେ କରାଯାଇଥିବା ଏକ ଟୁଇଟ୍‌ ନେଇ ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଶନିବାର ପାଟିଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜୁବେର ଏକ ଜାମିନ ଆବେଦନ କରିଥିଲେ…

ଭାଜପା ସରକାରଙ୍କୁ ପୁଣି ଘେରିଲେ ବରୁଣ, ରୁଟି-କପଡ଼ା-ମକାନ ପରେ ଏବେ ଚିକିତ୍ସା ବି ହେଲା ମହଙ୍ଗା…

ନୂଆଦିଲ୍ଲୀ, ୨।୭ : ଦେଶରେ ବୃଦ୍ଧି ପାଉଥିବା ଦରଦାମ୍‌ ବୃଦ୍ଧି ନେଇ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ନିଜ ସରକାରକୁ ପୁଣି ଘେରିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେ ସେ ଭାଜପା ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି। ଏହାପୂର୍ବରୁ ମଧ୍ୟ…

ମନରେଗାକୁ ବୁଝି ପାରି ନାହାନ୍ତି ପ୍ରଧାନମନ୍ତ୍ରୀ…

ଓ୍ବାୟନାଡ଼, ୨।୭ : କେରଳ ଗସ୍ତର ଦ୍ୱିତୀୟ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ୱାୟନାଡରେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ମନରେଗା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଭେଟି ସେମାନଙ୍କୁ…

ମତେ ବି ମିଳିଥିଲା ଗୁଆହାଟୀ ଯିବାକୁ ଅଫର, କହିଲେ ସଞ୍ଜୟ…

ମୁମ୍ବାଇ, ୨।୭ : ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଶନିବାର ପ୍ରକାଶ କରିଛନ୍ତି ଯେ ତାଙ୍କୁ ମଧ୍ୟ ଗୁଆହାଟୀ ଯିବାକୁ ଅଫର ମିଳିଛି। ରାଉତ କହିଛନ୍ତି, ମୁଁ ମଧ୍ୟ ଗୁଆହାଟି ଯିବାକୁ ଏକ ଅଫର ପାଇଥିଲି, କିନ୍ତୁ ମୁଁ ବାଲାସାହେବ…

ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଲାଗୁ ହେଉଛି କଡ଼ା କଟକଣା, ଜାତିସଂଘରେ ଚିନ୍ତାବ୍ୟକ୍ତ କଲା ଭାରତ…

ଜେନେଭା/ନୂଆଦିଲ୍ଲୀ, ୨।୭ : ଆଫଗାନିସ୍ତାନରେ ମହିଳାମାନଙ୍କ ଉପରେ ଲାଗୁ ହୋଇଥିବା କଡ଼ା କଟକଣା ନେଇ ଭାରତ ଜାତିସଂଘରେ ଚିନ୍ତାବ୍ୟକ୍ତ କରିଛି। ଜାତିସଂଘ ମାନବ ଅଧିକାର ପରିଷଦରେ ଭାରତ ଉଦ୍‌ବେଗ ପ୍ରକାଶ କରି ମହିଳା ଓ ବାଳିକାମାନଙ୍କର ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବାକୁ…

ମିଶନ ୨୦୨୪, ପଞ୍ଜାବ ପାଇଁ ଭାଜପାର ସ୍ବତନ୍ତ୍ର ଯୋଜନା…

ଚଣ୍ଡିଗଡ଼, ୨।୭ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ନୂତନ ଦଳ ଗଠନ କରିଥିଲେ। ଏହାକୁ ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) ଭାବେ ନାମକରଣ ମଧ୍ୟ କରିଥିଲେ। ବର୍ତ୍ତମାନ ଖୁବ ଶୀଘ୍ର…

ଆରମ୍ଭ ହେଲା ବିଧାନସଭା ଅଧିବେଶନ

ଭୁବନେଶ୍ବର,୨।୭(ବ୍ୟୁରୋ): ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିବଙ୍ଗତ ପୂର୍ବତନ ବିଧାୟକ ସୁରେନ୍ଦ୍ର କଅଁରଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଶୋକ…

ଆଜି ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର, ୨ା୭(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଶନିବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନ ଜୁଲାଇ ୨ରୁ ଅଗଷ୍ଟ ୪ ଯାଏ ଚାଲିବ। ଏଥିରେ ମୋଟ ୨୪ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ଦିବସରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ…

ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଭାଜପାର ପୂର୍ବତନ ସହଯୋଗୀ ଅକାଳୀ ଦଳ

ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ସହଯୋଗୀ ଅକାଳୀ ଦଳ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ। ଏନେଇ ଶୁକ୍ରବାର ଚଣ୍ଡିଗଡ଼ରେ ବସିଥିବା ଦଳର କୋର କମିଟି ବୈଠକ ପରେ ଘୋଷଣା କରାଯାଇଛି। ଦୀର୍ଘ ୨୧…

ଶରଧାବାଲିରେ ଲାଗିଲା ତିନି ରଥ

ପୁରୀ ଅଫିସ,୧।୭: ଶରଧାବାଲିରେ ଲାଗିଲା ତିନି ରଥ। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି। ଲକ୍ଷାଧିକ ଭକ୍ତ ତିନି ରଥକୁ ଟାଣି ମାଉସୀ ମା’…

ପହଞ୍ଚିଲେ ବଳଭଦ୍ର, ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ ଅଫିସ,୧।୭: ଆଜି ପବିତ୍ର ଘୋଷଯାତ୍ରା। ଦୁଇ ବର୍ଷ ପରେ କରୋନା କଟକଣା ହଟିଥିବାରୁ ବଡ଼ଦାଣ୍ଡରେ ଭକ୍ତ ଏବଂ ଭଗବାନ ଏକାକାର ହୋଇଯାଇଥିବା ଭଳି ଦୃଶ୍ୟମାନ ହେଉଛି। ପହଣ୍ଡି, ଛେରାପହଁରା ପରେ ରଥଟଣା କାର୍ଯ୍ୟ ଜାରି ରହିଛି। ଭକ୍ତିମୟ ପରିବେଶରେ ବଡ଼ଦାଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?