ଫେମିନା ମିସ ଇଣ୍ଡିଆ ୨୦୨୨ର ମୁକୁଟ ପିନ୍ଧିଲେ କର୍ନାଟକ ସୁନ୍ଦରୀ ସିନି
ମୁମ୍ବାଇ,୪ ।୭: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଫେମିନା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି କର୍ନାଟକର ସୁ୍ନ୍ଦରୀ ସିନି ସେଟ୍ଟି । ଜୁଲାଇ ୩ରେ ମୁମ୍ବାଇର ଜିଓ ୱାର୍ଲଡ କନଭେନଶନ ସେଣ୍ଟରରେ ଫେମିନା ମିସ୍ ଇଣ୍ଡିଆ ୨୦୨୨ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ…
ଇଂଲଣ୍ଡ ୨୮୪ରେ ଅଲ୍ଆଉଟ୍: ଭାରତ ୧୩୨ ରନ୍ରେ ଆଗୁଆ
ଲଣ୍ଡନ,୩।୭: ବର୍ମିଂହାମ୍ର ଏଜବାଷ୍ଟନ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପୁନଃନିର୍ଦ୍ଧାରିତ ପଞ୍ଚମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ତୃତୀୟ ଦିନର ଖେଳ ଆଜି ଜାରି ରହିଛି। ଭାରତର ପ୍ରଥମ ଇନିଂସ ସ୍କୋର ୪୧୬ ରନ୍ ଜବାବରେ ଜନି ବେୟାରଷ୍ଟୋଙ୍କ ୧୦୬…
ପଡ଼ିଆରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ସହ କୋହଲିଙ୍କ ଯୁକ୍ତିତର୍କ: କହିଲେ, ପାଟି ବନ୍ଦ କରି ବ୍ୟାଟିଂ କର
ଲଣ୍ଡନ,୩।୭:ଏଜବାଷ୍ଟନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ରବିବାର ମ୍ୟାଚର ତୃତୀୟ ଦିନରେ ବିରାଟ କୋହଲି ପଡ଼ିଆରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ ସହ ଝଗଡା କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଙ୍ଗଭଙ୍ଗୀରେ ପାଟି ବନ୍ଦ କରି…
‘ସ୍ନେହ ଯାତ୍ରା’ ଆରମ୍ଭ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ୍,୩।୭: ହାଇଦ୍ରାବାଦରେ ଭାଜପାର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଯୋଗ ଦେଇ ହାଇଦ୍ରାବାଦକୁ ଭାଗ୍ୟ ନଗର ବୋଲି କହିଛନ୍ତି। ସେ କହିଛନ୍ତି, ଭାଗ୍ୟନଗରରେ ହିଁ ସର୍ଦ୍ଦାର ପଟେଲ ‘ଏକ ଭାରତ, ଶ୍ରେଷ୍ଠ…
ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜସ୍ଥାନ, ୫୦୦ରୁ ଅଧିକ ଟେରର ପ୍ରଫେସର ପଢ଼ାଉଛନ୍ତି ଦଙ୍ଗା ପାଠ୍ୟକ୍ରମ…
ନୂଆଦିଲ୍ଲୀ, ୩।୭ : ରାଜସ୍ଥାନ ସମେତ ସମଗ୍ର ଦେଶରେ ଆତଙ୍କବାଦର ଏକ ନୂଆ ଚେହେରା ସୃଷ୍ଟି ହେବାରେ ଲାଗିଛି। ଏବେ ଯେଉଁମାନେ ଆତଙ୍କବାଦ ବିସ୍ତାର କରୁଛନ୍ତି ସେମାନଙ୍କ ହାତରେ ଏକେ-୪୭ ନାହିଁ । ବସ ଏବଂ ଟ୍ରେନରେ ବୋମା ପ୍ଲାଣ୍ଟ ଲଗାଯାଉନାହିଁ।…
ୟୁକ୍ରେନ ଉପରେ ରୁଷିଆର ଏୟାର ଷ୍ଟ୍ରାଇକ୍
କ୍ୱିଭ୍,୩ା୭: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ଲଗାତର ଆକ୍ରମଣ ଜାରି ରଖିଛି ରୁଷିଆ। ୟୁକ୍ରେନର ୟାସିନୋଭାତାୟାରେ ରୁଷିଆ ପୁଣି ଏୟାର ଷ୍ଟ୍ରାଇକ୍ କରିଛ। ରୁଷିଆ ରକେଟ ମାଡ଼ରେ ଧ୍ୱଂସ ହୋଇଛି ଅନେକ ଘର ଓ…
ଆଡ଼ପ ଅବଢ଼ା ପାଇ ଧନ୍ୟ ହେଲେ ଭକ୍ତ
ପୁରୀ ଅଫିସ,୩ା୭: ଆଡ଼ପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ଆଡ଼ପ ଅବଢ଼ା ମଧ୍ୟ ବାହାରିଛି। ସକାଳୁ ଦ୍ୱାରଫିଟା ନୀତି ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତି,…
ଅତିକ୍ରମଣ ହଟାଇବା ବେଳେ ଏସ୍ପିଙ୍କ ସମେତ ବହୁ ପୋଲିସ ଆହତ, ଲୋକଙ୍କ ପଥର ମାଡ଼…
ପାଟନା, ୩।୭ : ପାଟନାରେ ଅତିକ୍ରମଣ ହଟାଇବା ସମୟରେ ପୋଲିସ ଉପରେ ଆକ୍ରମଣ କରାଯାଇଛି। ଏଥିରେ ବହୁ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣରେ ସିଟି ଏସପି ଅମ୍ରିଶ ରାହୁଲ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଅତିକ୍ରମଣ ହଟାଇବା…
ଅଫିସରେ ତାଲା ପକାଇବା ବିଦ୍ରୋହୀଙ୍କ ପାଇଁ କିଛି ବଡ଼ କଥା ନୁହେଁ, କହିଲେ ଆଦିତ୍ୟ…
ମୁମ୍ବାଇ, ୩।୭ : ରବିବାର ମହାରାଷ୍ଟ୍ର ବିଧାନସଭାର ଆରମ୍ଭ ହୋଇଥିବା ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଶିବସେନା ଦଳ ବିଧାନ ଭବନରେ ବିଧାନସଭାରେ ଶିବସେନା ପାର୍ଟି କାର୍ଯ୍ୟାଳୟକୁ ସିଲ କରିଦେଇଛନ୍ତି। ବିଧାନ ଭବନରେ ଥିବା…
ନୂପୁରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି
ନୂଆଦିଲ୍ଲୀ,୩ା୭: ନୂପୁର ଶର୍ମାଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ନୂପୁରଙ୍କ ବିରୋଧରେ କୋଲକାତା ପୋଲିସ ଲୁକ୍ ଆଉଟ୍ ନୋଟିସ ଜାରି କରିଛି। ପ୍ରଫେଟଙ୍କ ବିରୋଧରେ ନୂପୁର ବିବାଦୀୟ ମନ୍ତବ୍ୟ ଦେବା ନେଇ ତାଙ୍କ ବିରୋଧରେ ପୋଲିସ ଦୁଇ ଥର ନୋଟିସ ପଠାଇଥିଲା…
ସଂସଦରେ ନିଆଁ ଲଗାଇଲେ ଭୋକିଲା ଲୋକେ, ରୁଟି-ବିଦ୍ୟୁତ୍ ଦାବି…
ତ୍ରିପୋଲି, ୩।୭ : ଲିବିୟାରେ ରୁଟି-ବିଦ୍ୟୁତ୍ ଦାବି କରି ଭୋକିଲା ଲୋକେ ସଂସଦରେ ନିଆଁ ଲଗାଇ ଦେଇଛନ୍ତି। ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ସଂସଦର ମୁଖ୍ୟାଳୟରେ ବିରୋଧକାରୀଙ୍କ ଆକ୍ରମଣକୁ ନିନ୍ଦା କରିଛନ୍ତି। ଅତୀତରେ ବିଭିନ୍ନ ସହରରେ ରାଜନୈତିକ ବର୍ଗ ଏବଂ ଖରାପ…
ଖଣି ଖନନ ସମୟରେ ଚାପି ହୋଇ ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ଜୟପୁର,୩ା୭: ଶନିବାର ବିଳମ୍ବିତ ରାତିରେ ରାଜସ୍ଥାନର ସିକର ଜିଲ୍ଲାର ନିମ୍କା ଥାନା ଅଞ୍ଚଳରେ ପାଟନ ନିକଟରେ ଖଣି ଖନନ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଖନନ ସମୟରେ ପାହାଡ଼ର ଏକ ବଡ଼ ଅଂଶ ଭାଙ୍ଗିଯିବାରୁ ଏହା ତଳେ ପାର୍କିଂ ହୋଇଥିବା…

