ଭାରତ ସର୍ବାଧିକ ସହାୟତା ଦେଇଛି: ଓ୍ବିକ୍ରମ୍ସିଂହେ
କଲମ୍ବୋ,୧୧।୪ : ଆର୍ଥିକ ଚ୍ୟାଲେଞ୍ଜକୁ ପରିଚାଳନା କରିବାରେ ଅପାରଗ ରାଜପାକ୍ସେ ସରକାର ଶ୍ରୀଲଙ୍କାକୁ ଗମ୍ଭୀର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ମଧ୍ୟକୁ ନେଇଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମ୍ସିଂହେ ରବିବାର ଅଭିଯୋଗ କରିଛନ୍ତି। ସଙ୍କଟ ସମୟରେ ଭାରତ ଶ୍ରୀଲଙ୍କାକୁ ସର୍ବାଧିକ ସହାୟତା…
ନେପାଳରେ ଆର୍ଥିକ ସଙ୍କଟ
କାଠମାଣ୍ଡୁ,୧୧।୪ (ପି.ଟି.): ଶ୍ରୀଲଙ୍କା, ପାକିସ୍ତାନ ପରେ ଏବେ ଭାରତର ଅନ୍ୟତମ ପଡ଼ୋଶୀ ନେପାଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। ସେଠାରେ ନଗଦ ମୁଦ୍ରା ସଙ୍କଟ ଏବଂ ବିଦେଶୀ ବିନିମୟ ଭଣ୍ଡାର ହ୍ରାସ ପାଇବା ପରେ ବିଦେଶରୁ ଯାନ ଓ ଅନ୍ୟାନ୍ୟ ବିଳାସପୂର୍ଣ୍ଣ…
ଜେଏନ୍ୟୁରେ ଏବିଭିପି-ବାମପନ୍ଥୀ ମୁହାଁମୁହିଁ
ନୂଆଦିଲ୍ଲୀ, ୧୧ା୪: ଛାତ୍ର ଅଶାନ୍ତିକୁ ନେଇ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ପୁଣି ବିବାଦ ଘେରକୁ ଆସିଛି। ରାମ ନବମୀ ଉତ୍ସବ ପାଳନବେଳେ ଆମିଷ ଭୋଜନକୁ କେନ୍ଦ୍ରକରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଛାତ୍ର ସଙ୍ଗଠନ…
ଗୋପରେ ପ୍ରାକୃତିକ ଗ୍ୟାସ୍, ପେଟ୍ରୋଲର ସନ୍ଧାନ: ୧୬ ଏକର ଜମିରେ ଆରମ୍ଭ ହେବ କାମ
ଗୋପ, ୧୧ା୪(ଡି.ଏନ୍.ଏ): ପୁରୀ ଜିଲା ଗୋପ ବ୍ଲକ ଅଧୀନ ଗୋପ ପଞ୍ଚାୟତର କୁଶୁପୁର ଏବଂ ମହଲପଡ଼ା ପଞ୍ଚାୟତର ଚିତ୍ରା ଗାଁରେ ପ୍ରାକୃତିକ ଗ୍ୟାସ୍ ଓ ତୈଳର ସନ୍ଧାନ ମିଳିଛି। ସାଟେଲାଇଟ ଚିତ୍ର ଏବଂ ଅଏଲ୍ ଇଣ୍ଡିଆର ସେସମିକ୍ ସର୍ଭେରୁ ଏହା ଜଣାପଡ଼ିବା…
ଯୁକ୍ତ୨ ନାମଲେଖା ପୂର୍ବରୁ ହେବ କାଉନ୍ସେଲିଂ
ଭୁବନେଶ୍ୱର,୧୧।୪(ବ୍ୟୁରୋ): ଯୁକ୍ତ୨ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ ହେବ। ବୈଷୟିକ ଢାଞ୍ଚାରେ ନାମ ଲେଖାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ। ଏଣିକି ଯୁକ୍ତ୨ ନାମଲେଖା ପୂର୍ବରୁ କାଉନ୍ସେଲିଂ କରିବାକୁ ଗଣଶିକ୍ଷା ବିଭାଗ ସ୍ଥିର କରିଛି। ଏହି କାଉନ୍ସେଲିଂ ଲାଗି ସ୍ବତନ୍ତ୍ର କମିଟି ଗଠନ…
ତାଲିକା ତାରିଖ ଘୁଞ୍ଚି ଚାଲିଛି
ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଓଏଏସ୍, ଓପିଏସ୍, ରାଜସ୍ବ, ଅର୍ଥ, ଜଙ୍ଗଲ ଭଳି ସମସ୍ତ ବିଭାଗର ସରକାରୀ ଅଧିକାରୀ ଏବଂ କର୍ମଚାରୀ ସେମାନଙ୍କ ବାର୍ଷିକ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ଏଥିପ୍ରତି ଅଧିକାରୀମାନେ ଆଗ୍ରହ ଦେଖାଉନାହାନ୍ତି।…
କୂଳଦୀପଙ୍କ ଚମତ୍କାର ବୋଲିଂ: ହାରିଲା କୋଲକତା
କୋଲକତା,୧୦।୪:ଆଇପିଏଲ୍ ୨୦୨୨ରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନ୍ରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଏକ ମ୍ୟାଚ୍ ଖେଳାଯାଇଥିବା ଏହି ମ୍ୟାଚ୍ରେ ୨୧୬ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି କୋଲକତା ୧୭୧ ରନ୍ରେ ଅଲଆଉଟ୍…
ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କଶ୍ମୀର ପ୍ରସଙ୍ଗ ଉଠାଇଲେ ଶେହଓ୍ବାଜ
ଇସଲାମାବାଦ୍,୧୦।୪: ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ପାକିସ୍ତାନ ମୁସଲିମ ଲିଗ (ଏନ) ନେତା ଶେହଓ୍ବାଜ ଶରିଫ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଆମେ ଭାରତ ସହିତ ଶାନ୍ତି ଚାହୁଁଛୁ, ଯାହା କଶ୍ମୀର ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ…
ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ…
ଶ୍ରୀନଗର, ୧୦।୪ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ସଫଳତା ମିଳିଛି। ଶ୍ରୀନଗରରେ ରବିବାର ୨ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କର ଏନ୍କାଉଣ୍ଟରରେ ମୃତ୍ୟୁ ଘଟିଛି। ଦୁଇ ଆତଙ୍କବାଦୀ ଏପ୍ରିଲ୍ ୪ରେ ସିଆର୍ପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା…
ତାଇଓ୍ବାନ ଆକାଶ ମାର୍ଗ ସୀମାରେ ୪ ଚାଇନା ବିମାନ ଅନୁପ୍ରବେଶ, ୮ ଦିନରେ ୭ ଥର…
ତାଇପେଇ, ୧୦।୪ : ତାଇଓ୍ବାନ ଆକାଶ ମାର୍ଗ ସୀମାରେ ୪ ଚାଇନା ବିମାନ ଅନୁପ୍ରବେଶ କରିଛି। ଏପ୍ରିଲ୍ ମାସର ପ୍ରଥମ ୮ ଦିନ ମଧ୍ୟରେ ଚାଇନା ବିମାନ ଏଭଳି ୭ ଥର ଅନୁପ୍ରବେଶ କରିଥିବା ତାଇଓ୍ବାନ ଅଭିଯୋଗ କରିଛି। ତାଇୱାନର ବାୟୁ…
ୟୁଜିସି ଆକାଉଣ୍ଟ୍ ହ୍ୟାକ୍, ୨ ଦିନରେ ୩ ସରକାରୀ ଆକାଉଣ୍ଟ୍ …
ନୂଆଦିଲ୍ଲୀ, ୧୦।୪ : ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି)ଙ୍କର ଅଫିସିଆଲ୍ ଟୁଇଟର ଆକାଉଣ୍ଟ୍ ରବିବାର ହ୍ୟାକ୍ କରାଯାଇଛି। ଗତ ୨ ଦିନ ମଧ୍ୟରେ ଏହାକୁ ମିଶାଇ ୩ ସରକାରୀ ଆକାଉଣ୍ଟ୍ ହ୍ୟାକର ମାନେ ହ୍ୟାକିଂ କରିଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ବୁଷ୍ଟର ଡୋଜ୍ ଆରମ୍ଭ…
ନୂଆଦିଲ୍ଲୀ, ୧୦।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାର ତୃତୀୟ ଡୋଜ ଭାବେ ବୁଷ୍ଟର ଡୋଜ୍ ପ୍ରଦାନ ରବିବାରଠାରୁ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ…
Archives


