Home Middle

ଗୋଆ କଂଗ୍ରେସ ସଙ୍କଟ, ପରଦା ପଛର ନାୟକ ମାଇକେଲ ଲୋବୋ-ଦିଗମ୍ବର କାମତ…

ପଣଜୀ,୧୧।୭ : ଗୋଆରେ କଂଗ୍ରେସରେ ବିଦ୍ରୋହ ସୃଷ୍ଟି ହୋଇଛି। ଦଳ ସ୍ବୀକାର କରିଛି ଯେ ଏହା ରାଜ୍ୟର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣଙ୍କ ସହିତ ଯୋଗାଯୋଗ କରିବାରେ ଅସମର୍ଥ। ପାର୍ଟିରେ ଗୋଆ ବ୍ୟାପାରର ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ…

ଶପିଂମଲ୍‌ରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହି କିଛିଦିନ ହେବ ରାଜ୍ୟରେ ୫୦୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିରୁ କେବଳ ୫୦ ପ୍ରତିଶତ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହେଉଛନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱରରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍‌

ନୂଆଦିଲ୍ଲୀ,୧୧।୭: କୋର୍ଟ ଆଦେଶ ଅବମାନନା ମାମଲାରେ ସୋମବାର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଚାରିମାସ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ଦୁଇ ହଜାର ଟଙ୍କା ଜୋରିମନା ମଧ୍ୟ କରାଯାଇଛି। ଜୋରିମନା ନ ଦେଲେ ତାଙ୍କୁ ଅତିରିକ୍ତ ଦୁଇ ମାସ ଜେଲ…

ମିଶନ ଦକ୍ଷିଣ ଭାରତ,ଭାଜପାର ସ୍ବତନ୍ତ୍ର ଯୋଜନା…

ନୂଆଦିଲ୍ଲୀ,୧୧।୭ : ଦକ୍ଷିଣ ଭାରତରେ କଂଗ୍ରେସ ନିଜର ଶକ୍ତି ବଜାୟ ରଖିବାରେ ଅସଫଳ ହେବାରେ ଲାଗିଛି। ସେହିପରି ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟ ଦୁର୍ବଳ ହେବାରେ ଲାଗିଛନ୍ତି। ଏପରିସ୍ଥଳେ ଭାଜପା ଦକ୍ଷିଣ ଭାରତରେ ନିଜର ସ୍ଥିତି ସୁଦୃଢ଼ କରିବା ଧାରା ଜାରି…

ଏଆଇଏଡିଏମକେ ପରିଷଦ ବୈଠକ ଉପରେ ରୋକ ଆବେଦନ ହାଇକୋର୍ଟରେ ଖାରଜ…

ଚେନ୍ନାଇ,୧୧।୭ : ରାଜନୈତିକ ଦଳର କଳହରେ ହସ୍ତକ୍ଷେପ ନକରିବାକୁ ମାଡ୍ରାସ ହାଇକୋର୍ଟ ଏଆଇଏଡିଏମ୍‌କେ ନେତା ତଥା ପୂର୍ବତନ ସଂଯୋଜକ ଓ. ପନିରସେଲଭାମ୍‌ଙ୍କ ଆବେଦନକୁ ସୋମବାର ଖାରଜ କରିଦେଇଛନ୍ତି। ପନିରସେଲଭାମ୍‌ ସାଧାରଣ ପରିଷଦ ବୈଠକ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ତେବେ…

ସ୍ବାମୀଙ୍କ ମନ୍ତବ୍ୟ ନେଇ ଅଡୁଆରେ ମୋଦି ସରକାର…

ନୂଆଦିଲ୍ଲୀ,୧୧।୭ : ଚାଇନା ସମେତ ଭାରତୀୟ ଅର୍ଥନୀତି ଉପରେ ନିଜର ବିବୃତ୍ତି ଦେଇ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଥିବା ରହିଥିବା ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଏକ ମନ୍ତବ୍ୟ ଏବେ ସରକାରଙ୍କୁ ଅଡୁଆରେ ପକାଇଛି। ସେ ଶ୍ରୀଲଙ୍କାର ଅର୍ଥନୈତିକ…

ସକ୍ରିୟ ମାମଲା ଲକ୍ଷେ ୩୦ ହଜାର ଟପିଲା…

ନୂଆଦିଲ୍ଲୀ, ୧୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଆସାମ ବନ୍ୟା: ୧୨ ଜିଲାର ୫ ଲକ୍ଷ ଲୋକ ପ୍ରଭାବିତ, ୧୯୨ ଜଣଙ୍କ ମୃତ୍ୟୁ

ଗୁଆହାଟି,୧୧ ।୭: ଦେଶର ପୂର୍ବୋତ୍ତର ରାଜ୍ୟରେ ଗତ କିଛିଦିନ ହେବ ଲାଗିରହିଥିବା ଲଗାଣ ବର୍ଷାରେ ବନ୍ୟା ସୃଷ୍ଟି ହୋଇଛି । କିଛି ରାଜ୍ୟରେ ଭୂସ୍ଖଳନ ଯୋଗୁ କେତେକ ଲୋକେ ପ୍ରାଣ ହରାଇଲେଣି । ଇତିମଧ୍ୟରେ ଆସାମରେ ବନ୍ୟା ଓ ଭୂସ୍ଖଳନରେ ସବୁଠାରୁ…

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

ନୂଆଦିଲ୍ଲୀ,୧୧ା୭: ଜୁନ୍‌ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ ସୋମବାର ପ୍ରକାଶ ପାଇଛି । ଏନ୍‌ଟିଏର ଅଫିସିଆଲ ଓ୍ବେବ୍‌ସାଇଟ୍‌ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ। ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ସେସନ-୧ ପରୀକ୍ଷା ଦେଇଥିଲେ…

ଟୁଇଟର ଡିଲ ଶେଷ: ମସ୍କଙ୍କୁ କୋର୍ଟକୁ ନେବ ଟୁଇଟର, ନ୍ୟୁୟର୍କର ସର୍ବୋଚ୍ଚ ଆଇନ ସଂସ୍ଥାକୁ ଦେଇଛି ଦାୟିତ୍ୱ

ୱାଶିଂଟନ,୧୧ ।୭: ଟୁଇଟର ଡିଲକୁ ନେଇ ସବୁଠି ଏବେ ଚର୍ଚ୍ଚା । ୪୪ ଅରବ ଡଲାରରେ ଟୁଇଟରକୁ କ୍ରୟ କରିବା ଡିଲ ଏବେ ଶେଷ ହୋଇଛି କହିଲେ ଚଳେ । ଏବେ ଏହାକୁ ନେଇ ଟେଲସା ତଥା ସ୍ପେସଏକ୍ସର ସିଇଓ ଏଲନ…

ଆଜି ଅଧରପଣା

ପୁରୀ ଅଫିସ,୧୧ା: ରବିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ତିନିରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି। ରଥାରୂଢ ଠାକୁରମାନଙ୍କୁ ଲାଗି ହେବ ଅଧର ପଣା। ମହାପ୍ରଭୁଙ୍କ ଅଧର ପର୍ଯ୍ୟନ୍ତ ମାଟି ହାଣ୍ଡିରେ ପଣା ରଖାଯାଇ…

ଭାରତ ମହାସାଗର ଉପରେ ଲକ୍ଷ୍ୟ, ଚାଇନା-ପାକିସ୍ତାନର ନୌଭ୍ୟାସ…

ବେଜିଂ,୧୧।୭ : ଭାରତ ମହାସାଗରରେ ଉନ୍ନତ ନୌସେନା ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଚାଇନା ଏବଂ ପାକିସ୍ତାନ ସାଂଘାଇ ଉପକୂଳରେ ସାଗର ଗାର୍ଡିଆନ-୨ ଅଭ୍ୟାସ ଆରମ୍ଭ କରିଛନ୍ତି। ସାମୁଦ୍ରିକ ସୁରକ୍ଷା ବିପଦର ମୁକାବିଲା ପାଇଁ ସେମାନଙ୍କର ନୂତନ ଉଚ୍ଚ-ବୈଷୟିକ ନୌସେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?