Home Middle

କଶ୍ମୀର ଜଳୁଛି, ସରକାର କରୁଛନ୍ତି ଫିଲ୍ମ ପ୍ରମୋଶନ, କହିଲେ ସଞ୍ଜୟ…

ମୁମ୍ବାଇ, ୫।୬ : ଜମ୍ମୁ-କଶ୍ମୀରରୁ ହିନ୍ଦୁମାନଙ୍କ ପଳାୟନ କରିବା ନେଇ ଶିବସେନା ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଶିବସେନା ପକ୍ଷରୁ ସଞ୍ଜୟ ରାଉତ କହିଛନ୍ତି ଯେ ଦିଲ୍ଲୀରେ ବସିଥିବା ସରକାର ଚଳଚ୍ଚିତ୍ର ପ୍ରମୋଟ କରିବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ କଶ୍ମୀରରେ ଆତଙ୍କ…

କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ: ୧୬ ମୃତ, ୪୫୦ରୁ ଅଧିକ ଆହତ

ଢାକା,୫ା୬: ଦକ୍ଷିଣ-ପୂର୍ବ ବାଂଲାଦେଶର ଏକ ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛ। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଲୋକ ଆହତ ହୋଇଥିବା ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି,…

ସୋଲୋଗାମୀ, ନିଜ ସହିତ ନିଜର ବିବାହ କ୍ରେଜ୍‌ ବଢୁଛି, ନିଜଠୁ ନେଇ ହେବ କି ଛାଡ଼ପତ୍ର ?…

ନୂଆଦିଲ୍ଲୀ, ୫।୬ : ସୋଲୋଗାମୀ ଅର୍ଥ ହେଉଛି ନିଜ ସହିତ ନିଜର ବିବାହ କରିବା। ଯେଉଁମାନେ ଅନ୍ୟ କାହାକୁ ବିବାହ କରି ସେମାନଙ୍କର ସ୍ବାଧୀନତାକୁ ନଷ୍ଟ କରିବାକୁ ଚାହୁଁନାହାଁନ୍ତି, ସେମାନେ ସୋଲୋଗାମୀ ବିବାହକୁ ବାଛି ନେୁଛନ୍ତି। ଧିରେ ଧିରେ ଏଭଳି ବିବାହର…

ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ସଙ୍କଟ, ବାଧ୍ୟ ହୋଇ ଦେହ ବ୍ୟବସାୟ କରୁଛନ୍ତି ଯୁବତୀ…

କଲମ୍ବୋ, ୫।୬ : ଶ୍ରୀଲଙ୍କା ସ୍ବାଧୀନତା ପରଠାରୁ ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଜନସାଧାରଣ ବଞ୍ଚିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପାଇବାକୁ ସକ୍ଷମ ହୋଇପାରୁ ନାହାନ୍ତି। ଦେଶରେ ଇନ୍ଧନ…

ବାୟୁ ପ୍ରଦୂଷଣ ଅଧିକ ହେଲେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା…

ଜେନେଭା, ୫।୬ : କରୋନା ମହାମାରୀ ସଂକ୍ରମଣକୁ ଅଢ଼େଇ ବର୍ଷରୁ ଅଧିକ ଦିନ ପୂରଣ ହେଲାଣି। ଏହାକୁ ଶତାବ୍ଦୀର ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ଭାବରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା। ଏପର୍ଯ୍ୟନ୍ତ କରୋନା ମହାମାରୀ ସଙ୍କଟ ଜାରି ରହିଛି।…

ସ୍ପେସ୍‌ ଷ୍ଟେଶନ ନିର୍ମାଣ କରୁଛି ଚାଇନା, ମହାକାଶ ଗଲେ ୩ ମହାକାଶଚାରୀ…

ବେଜିଂ, ୫।୬ : ମହାକାଶରେ ନିଜର ସ୍ପେସ୍‌ ଷ୍ଟେଶନ ପ୍ରତିଷ୍ଠା ପାଇଁ ଚାଇନା ପ୍ରୟାସ ଆରମ୍ଭ କରିଛି। ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଚାଇନା ଜଣଙ୍କ ପରେ ଜଣେ ମହାକାଶଚାରୀମାନଙ୍କୁ ମହାକାଶକୁ ପଠାଯାଉଛି। ଏହି କ୍ରମରେ ଚାଇନ ତିନିଜଣ ମହାକାଶଚାରୀଙ୍କୁ…

୪ ହଜାର ଟପିଲା ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୧୫…

ନୂଆଦିଲ୍ଲୀ, ୫।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

ଗୋଚର, ଶ୍ମଶାନ ଓ ଜଙ୍ଗଲ ଜମିରେ ଖର୍ଚ୍ଚ ହେଉଛି ‘ୟାସ୍‌’ ଅର୍ଥ

ଖଇରା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତରେ ୟାସ୍‌ ବାତ୍ୟାରେ ଆସିଥିବା ଅର୍ଥ ବେନିୟମ ଭାବେ ଖର୍ଚ୍ଚ ହେଉଥିବା ନେଇ ବିଭିନ୍ନ ଗ୍ରାମର ବାସିନ୍ଦା ଅଭିଯୋଗ କରିଛନ୍ତି ା ଏଭଳିକି ହାଇକୋର୍ଟଙ୍କ ରାୟ ପରେ ମଧ୍ୟ ଜିଲାପାଳଙ୍କ ନିଷ୍ପତ୍ତିରେ…

ସେଫ୍ ହାଉସ ସିଫ୍ଟ ହେଲେ ବାଇଡେନ

ୱାଶିଂଟନ,୫ ।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ସାମାନ୍ୟ ଢିଲା ନଜର ଆସିଛି । ଡୋଲାବେୟରର ରେହୋବୋଥ ବିଚରେ ଛୁଟି କାଟିବାକୁ ଯାଇଥିବା ବାଇଡେନଙ୍କ ଭ୍ୟାକେସନ ହୋମ ଉପରେ ଏକ ଅଜ୍ଞାତ ବିମାନ ନଜର ଆସିବାକୁ ନେଇ ଚର୍ଚ୍ଚା ଯୋର…

ଆଜି ଶପଥ ଗ୍ରହଣ

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେଡି ସରକାର ପଞ୍ଚମ ପାଳିର ୩ ବର୍ଷ ପୂରଣ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟରଷ୍ଟ୍ରୋକ୍‌ ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ପ୍ରଥମ ଥର…

ବିଶ୍ୱ ପରିବେଶ ଦିବସରେ ‘ମାଟି ବଞ୍ଚାଅ ଅଭିଯାନ’ରେ ସାମିଲ ହେବେ ମୋଦି

ନୂଆଦିଲ୍ଲୀ,୫ ।୬: ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମାଟି ବଞ୍ଚାଅ’ ବା ସେଭ ସଏଲ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ସକାଳ ୧୧ଟାରେ ବିଜ୍ଞାନ ଭବନର ଏହି କାର୍ଯ୍ୟକମର ଆୟୋଜନ କରାଯାଇଛି ।…

ଅନନ୍ତନାଗରେ ପୋଲିସକୁ ସଫଳତା, ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ନିହତ

ଶ୍ରୀନଗର,୫ ।୬: ଜମ୍ମୁ-କଶ୍ମୀରରେ କିଛି ଦିନ ହେବ କିଛି ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ହୋଇ ଯାଇଥିବା ଦେଖାଯାଇଛି । ଆଉ ଏହି ସଙ୍ଗଠନ କଶ୍ମୀରୀ ପଣ୍ଡିତଙ୍କ ସମେତ ସାଧାରଣ ଲୋକଙ୍କୁ ବି ଟାର୍ଗେଟ କରୁଛନ୍ତି । ଏହାକୁ ନଜରରେ ରଖି ସୁରକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri