Home Middle

୨ ଘରୋଇ ସ୍କୁଲରେ ୫ ଛାତ୍ରୀଛାତ୍ର କରୋନା ପଜିଟିଭ୍‌…

ଗାଜିଆବାଦ, ୧୧।୪ : ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ହିଣ୍ଡନ ଅଞ୍ଚଳରେ ୨ ଘରୋଇ ସ୍କୁଲରେ ୫ ଜଣ ଛାତ୍ରୀଛାତ୍ରଙ୍କନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ୨ ସ୍କୁଲକୁ ବନ୍ଦ କରାଯାଇଥିବାବେଳେ ଏପ୍ରିଲ୍‌…

୮୦ ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୧୧।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିଛି। ଦୈନିକ ସଂକ୍ରମଣ ୮୦ ତଳେ ଥିବାବେଳେ ଗତ ୨୪ ଘଣ୍ଟାରେ ଏହା ୭୪ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ…

ରାଜଧାନୀରେ ମର୍ଡର: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜଧାନୀରେ ମର୍ଡର ହୋଇଛି। ରବିବାର ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ଦୁର୍ବୃତ୍ତମାନେ ଛୁରାରେ ଆକ୍ରମଣ କରିଛନ୍ତି। ଫଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।…

କ୍ୱିଭ୍‌ ଦଖଲ ଯୋଜନା କରୁଛି ରୁଷିଆ, ଚେଚେନ୍ୟା ରିପୋର୍ଟ…

ଗ୍ରୋଜନୀ, ୧୧।୪ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୬ ଦିନ ବିତିଛି। ରୁଷୀୟ ସେନା ଦିନକୁ ଦିନ ଅଧିକ ଆକ୍ରମଣାତ୍ମକ ହୋଇପଡୁଥିବାବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି। ଏଥି ସହିତ, ରୁଷିଆର ଆକ୍ରମଣ…

ଶାଙ୍ଘାଇରେ ସ୍ଥିତି ଅଣାୟତ୍ତ…

ବେଜିଂ, ୧୧।୪ : ଚାଇନାର ଶାଂଘାଇ ଏବଂ ଅନ୍ୟାନ୍ୟ ସହରରେ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ଘଟିଛି। ଏଥି ସହିତ, ରବିବାର ଶାଙ୍ଘାଇର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୧,୦୦୦ରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନାରୁ ଘରକୁ ପଠାଯାଇଛି। ଦେଶରେ କଡାକଡି କରୋନା…

ୟୁକ୍ରେନ୍‌ ଶରଣାର୍ଥୀ ସଂଖ୍ୟା ୪୫ ଲକ୍ଷ ଟପିଲା…

ଜେନେଭା, ୧୧।୪ : ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଇତିମଧ୍ୟରେ ୪୫ ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ପଡ଼ୋଶୀ ଦେଶରେ ଶରଣାର୍ଥୀ ସାଜିଛନ୍ତି। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜାତିସଂଘ ଶରଣାର୍ଥୀ…

ଶେହଓ୍ବାଜ୍‌ ବନାମ କୁରେଶୀ

ଇସ୍‌ଲାମାବାଦ,୧୧ା୪: ପାକିସ୍ତାନ ତେହରିକ୍‌-ଏ-ଇନ୍‌ଶାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ ଅନାସ୍ଥା ଭୋଟରେ ପରାଜିତ ହୋଇ ଗାଦିଚ୍ୟୁତ ହେବା ପରେ ଦେଶର ପ୍ରଧାନମନ୍ତ୍ରୀ ଆସନ କିଏ ଅଳଙ୍କୃତ କରିବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପୂର୍ବରୁ ୩ ଥର ପ୍ରଧାନମନ୍ତ୍ରୀ…

ଭାରତ ସର୍ବାଧିକ ସହାୟତା ଦେଇଛି: ଓ୍ବିକ୍ରମ୍‌ସିଂହେ

କଲମ୍ବୋ,୧୧।୪ : ଆର୍ଥିକ ଚ୍ୟାଲେଞ୍ଜକୁ ପରିଚାଳନା କରିବାରେ ଅପାରଗ ରାଜପାକ୍‌ସେ ସରକାର ଶ୍ରୀଲଙ୍କାକୁ ଗମ୍ଭୀର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ମଧ୍ୟକୁ ନେଇଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମ୍‌ସିଂହେ ରବିବାର ଅଭିଯୋଗ କରିଛନ୍ତି। ସଙ୍କଟ ସମୟରେ ଭାରତ ଶ୍ରୀଲଙ୍କାକୁ ସର୍ବାଧିକ ସହାୟତା…

ନେପାଳରେ ଆର୍ଥିକ ସଙ୍କଟ

କାଠମାଣ୍ଡୁ,୧୧।୪ (ପି.ଟି.): ଶ୍ରୀଲଙ୍କା, ପାକିସ୍ତାନ ପରେ ଏବେ ଭାରତର ଅନ୍ୟତମ ପଡ଼ୋଶୀ ନେପାଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। ସେଠାରେ ନଗଦ ମୁଦ୍ରା ସଙ୍କଟ ଏବଂ ବିଦେଶୀ ବିନିମୟ ଭଣ୍ଡାର ହ୍ରାସ ପାଇବା ପରେ ବିଦେଶରୁ ଯାନ ଓ ଅନ୍ୟାନ୍ୟ ବିଳାସପୂର୍ଣ୍ଣ…

ଜେଏନ୍‌ୟୁରେ ଏବିଭିପି-ବାମପନ୍ଥୀ ମୁହାଁମୁହିଁ

ନୂଆଦିଲ୍ଲୀ, ୧୧ା୪: ଛାତ୍ର ଅଶାନ୍ତିକୁ ନେଇ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପୁଣି ବିବାଦ ଘେରକୁ ଆସିଛି। ରାମ ନବମୀ ଉତ୍ସବ ପାଳନବେଳେ ଆମିଷ ଭୋଜନକୁ କେନ୍ଦ୍ରକରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଛାତ୍ର ସଙ୍ଗଠନ…

ଗୋପରେ ପ୍ରାକୃତିକ ଗ୍ୟାସ୍‌, ପେଟ୍ରୋଲର ସନ୍ଧାନ: ୧୬ ଏକର ଜମିରେ ଆରମ୍ଭ ହେବ କାମ

ଗୋପ, ୧୧ା୪(ଡି.ଏନ୍‌.ଏ): ପୁରୀ ଜିଲା ଗୋପ ବ୍ଲକ ଅଧୀନ ଗୋପ ପଞ୍ଚାୟତର କୁଶୁପୁର ଏବଂ ମହଲପଡ଼ା ପଞ୍ଚାୟତର ଚିତ୍ରା ଗାଁରେ ପ୍ରାକୃତିକ ଗ୍ୟାସ୍‌ ଓ ତୈଳର ସନ୍ଧାନ ମିଳିଛି। ସାଟେଲାଇଟ ଚିତ୍ର ଏବଂ ଅଏଲ୍‌ ଇଣ୍ଡିଆର ସେସମିକ୍‌ ସର୍ଭେରୁ ଏହା ଜଣାପଡ଼ିବା…

ଯୁକ୍ତ୨ ନାମଲେଖା ପୂର୍ବରୁ ହେବ କାଉନ୍‌ସେଲିଂ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଯୁକ୍ତ୨ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ ହେବ। ବୈଷୟିକ ଢାଞ୍ଚାରେ ନାମ ଲେଖାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ। ଏଣିକି ଯୁକ୍ତ୨ ନାମଲେଖା ପୂର୍ବରୁ କାଉନ୍‌ସେଲିଂ କରିବାକୁ ଗଣଶିକ୍ଷା ବିଭାଗ ସ୍ଥିର କରିଛି। ଏହି କାଉନ୍‌ସେଲିଂ ଲାଗି ସ୍ବତନ୍ତ୍ର କମିଟି ଗଠନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri