ମଙ୍କିପକ୍ସ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷିତ…
ଜେନେଭା, ୨୩।୭ : ପୃଥିବୀରେ ମଙ୍କିପକ୍ସ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଶଷ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସ୍କୁ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯାଇଛି। ଏହା ସହିତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଇତିମଧ୍ୟରେ ପୃଥିବୀରେ…
ସୋମବାର ପର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିବେ ହମ୍ଜା: ପାକିସ୍ତାନ ସୁପ୍ରିମକୋର୍ଟ
ଇସଲାମାବାଦ,୨୩ା୭: ଦୀର୍ଘଦିନ ଧରି ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଲାଗିରହିଛି। ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ପଦରୁ ହଟାଇବାଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ଙ୍କ ପୁଅ ହମ୍ଜା ଶରିଫ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଥମୁନି। ବାସ୍ତବରେ ପଞ୍ଜାବ…
ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆଶଙ୍କା-ଭାଙ୍ଗିଯିବ ଶିନ୍ଦେ ସରକାର, କହିଲେ ଆଦିତ୍ୟ ଠାକରେ…
ନୂଆଦିଲ୍ଲୀ, ୨୩।୭ : ଶିବସେନା ନେତା ଆଦିତ୍ୟ ଠାକରେ ଶନିବାର ଦାବି କରିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଖୁବ ଶୀଘ୍ର ଭାଙ୍ଗି ପଡ଼ିବ। ଏଥି ସହ ଖୁବ ଶୀଘ୍ର ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ମଧ୍ୟ ଅନୁଷ୍ଠିତ…
ଦିନ-ରାତି ଉଡ଼ିବ ଜାତୀୟ ପତାକା, ଫ୍ଲାଗ୍ କୋଡ୍ରେ ସଂଶୋଧନ…
ନୂଆଦିଲ୍ଲୀ, ୨୩।୭ : କେନ୍ଦ୍ର ସରକାର ଫ୍ଲାଗ କୋଡରେ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା ଏଣିକି ଜାତୀୟ ପତାକା ଦିନ-ରାତି ସବୁ ସମୟରେ ଉଡ଼ାଯାଇ ପାରିବ। ଏବେ ପଲିଷ୍ଟର ଏବଂ ମେସିନ ନିର୍ମିତ ଜାତୀୟ ପତାକା ମଧ୍ୟ ବ୍ୟବହାର କରାଯାଇପାରିବ। ସ୍ବାଧୀନତାର ଅମୃତ…
ଭୁପେଶ-ରମଣ ଟୁଇଟର ଯୁଦ୍ଧ…
ରାୟପୁର, ୨୩।୭ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ ଜାରି ରହିଛି। ପୂର୍ବରୁ ବିଭିନ୍ନ ସାଧାରଣ ସଭାରେ ଦୁହେଁ ପରସ୍ପରକୁ କାଦୁଅ ଫିଙ୍ଗୁଥିବାବେଳେ ଏବେ ଦୁଇ ଭେଟେରାନ ସୋସିଆଲ…
ବଢ଼ିଲା ବିଦ୍ୟୁତ୍ ଦର, ୟୁନିଟ୍ ପିଛା ଦେବାକୁ ପଡ଼ିବ…
ଇସଲାମାବାଦ,୨୩ା୭: ପାକିସ୍ତାନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତା ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଠାରେ ବିଦ୍ୟୁତ୍ ଦର ମହଙ୍ଗା ହୋଇଛି। ସରକାର ବିଦ୍ୟୁତ୍ ଦର ୟୁନିଟ୍ ପିଛା ପ୍ରାୟ ୮ ଟଙ୍କା ବୃଦ୍ଧି କରିଛନ୍ତି। ଏକ ରିପୋର୍ଟ…
ବିଦାୟ ନେଲେ କୋବିନ୍ଦ…
ନୂଆଦିଲ୍ଲୀ, ୨୩।୭ : ସଂସଦ ଗୃହର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ବିଦାୟ ଦିଆଯାଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ,, ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ବହୁ କେନ୍ଦ୍ର…
ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ-ପ୍ରଧାନମନ୍ତ୍ରୀଙ୍କ ଆବାସରୁ ହଜାରେରୁ ଅଧିକ ଐତିହାସିକ କଳାକୃତି ନିଖୋଜ…
କଲମ୍ବୋ, ୨୩।୭ : ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହାପୂର୍ବରୁ, ଦେଶରେ ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ନେଇ ବିକ୍ଷୋଭକାରୀମାନେ ସରକାରଙ୍କ ବିରୋଧରେ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ…
ଆତଙ୍କବାଦୀ ସଂଗଠନ ଟିଟିପି ସହିତ ଶାନ୍ତି ଆଲୋଚନା କଲେ ପାକିସ୍ତାନ ସୈନ୍ୟ ଅଧିକାରୀ…
ଇସଲାମାବାଦ, ୨୩।୭ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ସହିତ ପାକିସ୍ତାନର ବରିଷ୍ଠ ସୈନ୍ୟ ଅଧିକାରୀମାନେ ଶାନ୍ତି ଆଲୋଚନା କରିଛନ୍ତି। ଶନିବାର ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଥିରେ ଉଭୟ ପକ୍ଷ ବ୍ୟାପକ ସୁରକ୍ଷା ରଣନୀତି ଅନୁଯାୟୀ କାର୍ଯ୍ୟ କରିବାକୁ…
ଫଡ଼ନଭିସଙ୍କ ଫୋନ୍ ଟାପିଂ ମାମଲାର ହେବ ସିବିଆଇ ଯାଞ୍ଚ୍, ଶିନ୍ଦେ ସରକାରଙ୍କ ନିର୍ଦ୍ଦେଶ…
ମୁମ୍ବାଇ, ୨୩।୭ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ରାଜ୍ୟ ପୋଲିସକୁ ଦୁଇଟି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କ ଫୋନ୍ ଟାପିଂ ମାମଲା ମଧ୍ୟ ରହିଛି। ପୂର୍ବରୁ…
ଶିବପାଳ-ରାଜଭରଙ୍କୁ ଅଖିଳେଶଙ୍କ ପରାମର୍ଶ, ଯେଉଁଠି ସମ୍ମାନ ମିଳୁଛି ସେଠିକି ଯାଅ…
ଲକ୍ଷ୍ନୌ, ୨୩।୭ : ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ମାମୁ ଶିବପାଲ ସିଂ ଯାଦବ ଏବଂ ସୁହେଲଦେବ ଭାରତ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭରଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଯେଉଁଠାରେ ତୁମେ ଅଧିକ ସମ୍ମାନ ପାଇବ ସେଠାକୁ…
୬ ମାନବାଧିକାର ସଂଗଠନକୁ ଭାରତ ସମେତ ୬ ଦେଶ ପକ୍ଷରୁ ଝଟ୍କା, ଜାତିସଂଘରେ ମାନ୍ୟତା ବିରୋଧରେ ଦେଲେ ଭୋଟ…
ଜେନେଭା, ୨୩।୭ : ଭାରତ ସମେତ ଅନ୍ୟ ୬ଟି ଦେଶ ଯୋଗୁ ୬ଟି ମାନବିକ ଅଧିକାର ଗୋଷ୍ଠୀକୁ ଏକ ବଡ଼ ଝଟକା ଲାଗିଛି। ଜାତିସଂଘରେ ଏସବୁ ସଂଗଠନଗୁଡ଼ିକୁ ମାନ୍ୟତା ଦେବାଲାଗି ଅଣାଯାଇଥିବା ପ୍ରସ୍ତାବ ବିରୋଧରେ ୬ ଦେଶ ଭୋଟ ଦେଇଛନ୍ତି। ଏହି…

