Home Middle

୪୪ ବ୍ଲକ୍‌କୁ ଭୂତଳ ଜଳ ବିପଦ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢ଼ି ଚାଲିଛି। ପ୍ରବଳ ଖରା ଯୋଗୁ ରାଜ୍ୟର ଜଳ ଉତ୍ସ ଉପରେ ଗଭୀର ପ୍ରଭାବ ପଡ଼ିବାରେ ଲାଗିଛି। ଆବଶ୍ୟକ ବର୍ଷା ହେଉ ନ ଥିବାରୁ ନଦୀ, ପୋଖରୀ ଓ ହ୍ରଦ ବର୍ଷାଦିନର ବହୁ ପୂର୍ବରୁ ଶୁଖିଯାଉଛି।…

ଆଜିଠୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୨୯/୪(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଶୁକ୍ରବାରଠାରୁ ମାଟ୍ରିକ ପରୀକ୍ଷା(ସମେଟିଭ ଆସେସମେଣ୍ଟ-୨) ଆରମ୍ଭ ହେବ। ୩ ହଜାର ୫୪୦ ପରୀକ୍ଷା କେନ୍ଦ୍ରରେ ମୋଟ ୫ଲକ୍ଷ ୮୫ ହଜାର ୭୩୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେଥିରୁ ୨୧୫ଟି କେନ୍ଦ୍ରରେ ରାଜ୍ୟ ମୁକ୍ତ…

୭ ବିଲିୟନ ଡଲାରରୁ ଅଧିକ ଅର୍ଥ ମାଗିପାରନ୍ତି ଶାହାବାଜ

ଇସଲାମାବାଦ,୨୮ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଅଧୀନରେ ପାକିସ୍ତାନ ଦାରିଦ୍ର୍ୟ ଅବସ୍ଥାକୁ ଚାଲିଯାଇଛି। ବର୍ତ୍ତମାନ ତଥା ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ହାତରେ ପାକିସ୍ତାନ ରହିଛି। ଦେଶକୁ ଦାରିଦ୍ର୍ୟ ମୁକ୍ତ କରିବା ପାଇଁ ଶାହାବାଜ ପୂର୍ବରୁ ଚେଷ୍ଟିତ ଅଛନ୍ତି। ପ୍ରଧାନମନ୍ତ୍ରୀ ହେବା…

ଛାତ୍ରୀଙ୍କ ଡ୍ରେସ୍‌କୋଡ୍‌ ଉପରେ ଲାଗିଲା ପ୍ରତିବନ୍ଧକ

କାବୁଲ,୨୮ା୪: ତାଲିବାନ ମହିଳା ବିରୋଧୀ ସଂଗଠନ ଭାବରେ ଜଣାଶୁଣା। ତାଲିବାନ ଗତବର୍ଷ ଅଗଷ୍ଟ ମାସରେ ଆଫଗାନିସ୍ତାନକୁ କାବୁ କରିଥିଲା ଏବଂ ସେବେଠାରୁ ଆଫଗାନିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ । ସବୁଠୁ ଖରାପ ଅବସ୍ଥାରେ ସେଠାକାର ବାଳିକା ଏବଂ ମହିଳାମାନେ ଅଛନ୍ତି। ଆଫଗାନିସ୍ତାନର…

ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ଦୋହରା ମାଡ଼,ଆଫ୍ରିକୀୟ ଦେଶ ସର୍ବାଧିକ ପ୍ରଭାବିତ …

ଜେନେଭା, ୨୮।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସିଧାସଳଖ ପ୍ରଭାବ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ପଡ଼ିଛି। ଯୁଦ୍ଧ ଯୋଗୂ ପୃଥିବୀର ଖାଦ୍ୟ ସୁାକ୍ଷାରେ ସଙ୍କଟ ଦେଖାଦେଇଛି। ଯୁଦ୍ଧରେ ଏହି ଦୁଇ ଦେଶ ଗୁରୁତର ଭାବରେ ପ୍ରଭାବିତ…

ବଦଳିପାରେ ସ୍କୁଲ ଛୁଟି ସମୟ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ସ୍ଥିତି ଦେଖି ସ୍କୁଲ ଛୁଟି ସମୟ ବଦଳିପାରେ। ଏପ୍ରିଲ ୩୦ ପରେ ଏସ୍‌ଆରସିଙ୍କ ପରାମର୍ଶରେ ଛୁଟି ନିଷ୍ପତ୍ତି ନିଆଯିବ ବୋଲି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ହିଟ୍‌ଓ୍ବେଭ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏପ୍ରିଲ…

ଆସାମରେ ପ୍ରଧାନମନ୍ତ୍ରୀ,ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌-ସବ୍‌କା ବିକାଶ ସମ୍ଭବ…

ଗୁଆହାଟୀ, ୨୮।୪ : ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌,ସବ୍‌କା ବିକାଶ ସମ୍ଭବ ହୋଇପାରିଛି। ଆସାମର ଦିଫୁ ଠାରେ ଗୁରୁବାର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏଭଳି କହିଛନ୍ତିି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ବି ଆଙ୍ଗ୍ଲୋଙ୍ଗର ମଞ୍ଜା…

ଏପ୍ରିଲ୍‌ ୨୯ରେ ଉତ୍ତର ଭାରତରେ ଧୂଳିଝଡ଼ ପୂର୍ବାନୁମାନ…

ନୂଆଦିଲ୍ଲୀ, ୨୮।୪ : ଭାରତର ଜାତୀୟ ରାଜଧାନୀ ଦିଲ୍ଲୀର ତାପମାତ୍ରା ଚଳିତ ସପ୍ତାହରେ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ପାଣିପାଗ ବିଭାଗ ପକ୍ଷରୁ ଏକ ଚେତାବନୀ ଜାରି ହୋଇଛି ଯେ ଚଳିତ ମାସର ଶେଷ ପର୍ଯ୍ୟନ୍ତ ଝାଞ୍ଜି ପବନ ଜାରି…

ବେଲଜିୟମ୍‌ରୁ ଆସୁଥିବା ଚକୋଲେଟ ସ୍ବାସ୍ଥ୍ୟପ୍ରତି ହାନୀକାରକ. ଡବ୍ଲ୍ୟୁଏଚ୍‌ଓ ଚେତାବନୀ…

ଜେନେଭା, ୨୮।୪ : ଚକୋଲେଟ ପ୍ରେମୀଙ୍କ ପାଇଁ ଏକ ଖରାପ ଖବର ଆସିଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ଚେତାବନୀ ଦେଇଛି ଯେ ବେଲଜିୟମରେ ପ୍ରସ୍ତୁତ ହେଉଥିବା ଏକ ବିଶେଷ ପ୍ରକାରର ଚକୋଲେଟ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା…

ରାଜୀବ ଗାନ୍ଧୀ ହତ୍ୟା ମାମଲା, ୩୬ବର୍ଷ ଜେଲ୍‌ରେ ରହିବା ପରେ ହତ୍ୟାକାରୀଙ୍କୁ କାହିଁକି ମିଳିନି ମୁକ୍ତି, କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୨୮।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ (ଏସ୍‌ସି) କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ୩୬ ବର୍ଷ କାରାଦଣ୍ଡ ଭୋଗୁଥିବା ଏଜି ପେରିଭାଲାନଙ୍କୁ କାହିଁକି ମୁକ୍ତ କରାଯାଇପାରିବ ନାହିଁ ବୋଲି କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି। ଜେଲରେ…

ଶୀଘ୍ର ମିଳିବ ବୁଷ୍ଟର ଡୋଜ୍‌, ସମୟ ସୀମା ୯ ରୁ ୬ ମାସକୁ କମିବ…

ନୂଆଦିଲ୍ଲୀ, ୨୮।୪ : ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଶୀଘ୍ର କୋଭିଡ ଟିକା ଏବଂ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିକାଦାନ ନେଇ…

ପ୍ରବଳ ତାତିରେ ବିଦ୍ୟୁତ୍‌ ସଙ୍କଟ ଘନେଇଲା, ରେଳବାଇ ନେଲା ନୂଆ ପଦକ୍ଷପ …

ନୂଆଦିଲ୍ଲୀ, ୨୮।୪ : ଦେଶର ତାତି ଲଗାତାର ବୃଦ୍ଧି ପାଉଥିବାବେଳେ ବହୁ ସ୍ଥାନରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ବିଦ୍ୟୁତ୍‌ କାଟ ହେଉଥିବାରୁ ଅସହ୍ୟ ତାତିରେ ଲୋକେ ଛଟପଟ ହେଉଛନ୍ତି। ଉତ୍ତରପ୍ରଦେଶ,ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ସମେତ ବହୁ ରାଜ୍ୟ ବିଦ୍ୟୁତ ସଙ୍କଟ ଦେଇ ଗତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri