ଛାତ୍ରୀଙ୍କ ଡ୍ରେସ୍‌କୋଡ୍‌ ଉପରେ ଲାଗିଲା ପ୍ରତିବନ୍ଧକ

କାବୁଲ,୨୮ା୪: ତାଲିବାନ ମହିଳା ବିରୋଧୀ ସଂଗଠନ ଭାବରେ ଜଣାଶୁଣା। ତାଲିବାନ ଗତବର୍ଷ ଅଗଷ୍ଟ ମାସରେ ଆଫଗାନିସ୍ତାନକୁ କାବୁ କରିଥିଲା ଏବଂ ସେବେଠାରୁ ଆଫଗାନିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ । ସବୁଠୁ ଖରାପ ଅବସ୍ଥାରେ ସେଠାକାର ବାଳିକା ଏବଂ ମହିଳାମାନେ ଅଛନ୍ତି। ଆଫଗାନିସ୍ତାନର ଯୁବତୀମାନେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ସେମାନେ ପୁରୁଷଙ୍କ ବିନା ବାହାରକୁ ଯାଇପାରିବେ ନାହିଁ, ବୁର୍ଖା ବିନା ଘରୁ ବାହାରି ପାରିବେ ନାହିଁ, ଝିଅମାନେ ସ୍କୁଲକୁ ଯାଆନ୍ତି ନାହିଁ। କାରଣ ତାଲିବାନ ପ୍ରତିଦିନ ସ୍କୁଲ ଯାଉଥିବା ବାଳିକାମାନଙ୍କ ପାଇଁ ନୂଆ ନିୟମ ତିଆରି କରେ। ଝିଅ ଏବଂ ପୁଅମାନେ ସ୍କୁଲରେ ଏକାଠି ବସିବେ ନାହିଁ, କେବେବି ଝିଅମାନଙ୍କୁ ପୁରୁଷ ଶିକ୍ଷକମାନେ ଶିକ୍ଷା ଦେଇପାରିବ ନାହିଁ। ଆଫଗାନିସ୍ତାନ ଝିଅ ଏବଂ ମହିଳାମାନଙ୍କ ପାଇଁ ଏହିପରି ଅନେକ ନିୟମ ପ୍ରଚଳନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ମୋସାଦ୍‌

ଜେରୁଜେଲମ୍‌,୨୦ା୮: ଇସ୍ରାଏଲ୍‌ର ଜାତୀୟ ଗୋଇନ୍ଦା ସଂସ୍ଥା ‘ମୋସାଦ୍‌’ର ସର୍ବୋଚ୍ଚ ପଦରେ ପ୍ରଥମ ଥର ପାଇଁ ଦୁଇଜଣ ମହିଳାଙ୍କୁ ନିଯୁକ୍ତି ମିଳିଛି। ଏନେଇ ମୋସାଦ୍‌ ସ୍ପାଏ ଏଜେନ୍ସି...

ଯୁଦ୍ଧ ନୁହେଁ ଆଲୋଚନାକୁ ଦିଆଯିବ ଗୁରୁତ୍ୱ

ଲାହୋର, ୩ା୯(ପି.ଟି.): କୌଣସି ସମସ୍ୟାର ସମାଧାନ ଯୁଦ୍ଧ ଦ୍ୱାରା ହୋଇ ନ ଥିଏ। ଭାରତକୁ ମୁଁ ଏହା କହିବାକୁ ଚାହୁଁଛି। ଯୁଦ୍ଧରେ ବିଜୟ ଲାଭ କରିଥିବା...

ମହାମାରୀରୁ ହେବ ଯୁଗ ନିର୍ଦ୍ଧାରଣ

ଓ୍ବାଶିଂଟନ,୨୫ା୪ : କୋଭିଡ୍‌-୧୯ ହେଉଛି ପ୍ରଥମ ଆଧୁନିକ ମହାମାରୀ, ଯାହା ଏହି ଯୁଗର ସଂଜ୍ଞା ନିରୂପଣ କରିବ। ଏହି ସମୟ ଦେଇ ଗତି କରୁଥିବା କୌଣସି...

ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିଛି ଭାରତ: ୟୁନେସ୍କୋ

ଜାତିସଂଘ,୬।୨: ଭାରତ ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବାରେ ସଫଳତା ହାସଲ କରିପାରିଛି। ଏହି କ୍ଷେତ୍ରରେ ଭାରତ ଯଥେଷ୍ଟ ଆଗୁଆ ରହିଛି ବୋଲି ୟୁନେସ୍କୋ...

ବଢ଼ିବ ବାଜ୍‌ଓ୍ବାଙ୍କ କାର୍ଯ୍ୟକାଳ

ଇସ୍‌ଲାମାବାଦ,୯ା୧(ପି.ଟି.): ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ୍‌ ବାଜ୍‌ଓ୍ବାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବୃଦ୍ଧିକରିବା ଲାଗି ପାକିସ୍ତାନ ପାର୍ଲାମେଣ୍ଟରେ ବୁଧବାର ୩ ଗୁରୁତ୍ୱପୂର୍ଣ୍ଣ ବିଲ...

ତାଲିବାନଙ୍କ ବର୍ବର କାଣ୍ଡ: ଗାୟକଙ୍କୁ ଘରୁ ଡାକି ମୁଣ୍ଡକୁ ମାରିଲେ ଗୁଳି

କାବୁଲ,୩୦।୮: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ସେଠାରେ ଆତଙ୍କରାଜ ଚାଲିଛି। ଦେଶର ଜଣେ ଲୋକ ଗାୟକଙ୍କୁ ଘରୁ ଡାକି ନେଇ ତାଙ୍କ ମୁଣ୍ଡକୁ ଗୁଳି...

ଦକ୍ଷିଣ କୋରିଆରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ

ସିଓଲ,୧୮ା୩: ମହାମାରୀ କରୋନା ଟିକେ କମିଥିବା ବେଳେ ଏବେ କିଛି ଦେଶରେ ପୁଣି କାୟା ବିସ୍ତାର କଲାଣି। ଚାଇନାରେ କରୋନା ହଇଚଇ ସୃଷ୍ଟି କରିଥିବାବେଳେ ଏବେ...

ବାଲଟ ପାଇଁ ଅର୍ଥ ନାହିଁ: ଶ୍ରୀଲଙ୍କାରେ ନିର୍ବାଚନ ସ୍ଥଗିତ

କଲମ୍ବୋ,୨୨।୨: ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାରେ ବାଲଟ ପେପର ଛାପିବାକୁ ଅର୍ଥ ନାହିଁ। ତେଣୁ ଆସନ୍ତା ମାସରେ ହେବାକୁ ଥିବା ସ୍ଥାନୀୟ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହାକୁ...

Advertisement
Archives

Model This Week