Posted inଜାତୀୟ

ପ୍ରବଳ ତାତିରେ ବିଦ୍ୟୁତ୍‌ ସଙ୍କଟ ଘନେଇଲା, ରେଳବାଇ ନେଲା ନୂଆ ପଦକ୍ଷପ …

ନୂଆଦିଲ୍ଲୀ, ୨୮।୪ : ଦେଶର ତାତି ଲଗାତାର ବୃଦ୍ଧି ପାଉଥିବାବେଳେ ବହୁ ସ୍ଥାନରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ବିଦ୍ୟୁତ୍‌ କାଟ ହେଉଥିବାରୁ ଅସହ୍ୟ ତାତିରେ ଲୋକେ ଛଟପଟ ହେଉଛନ୍ତି। ଉତ୍ତରପ୍ରଦେଶ,ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ସମେତ ବହୁ ରାଜ୍ୟ ବିଦ୍ୟୁତ ସଙ୍କଟ ଦେଇ ଗତି କରୁଛି। ଏହା ସହିତ କୋଇଲା ଅଭାବ ଯୋଗୁ ସଙ୍କଟ ଅଧିକ ଘନେଇବାରେ ଲାଗିଛି।

ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ କୋଇଲା ଅଭାବକୁ ଦୃଷ୍ଟିରେ ରଖି ରେଳବାଇ ଏକ ବଡ ପଦକ୍ଷେପ ନେଇଛି। କୋଇଲା ପରିବହନ କରୁଥିବା ମାଲବାହୀ ଟ୍ରେନ୍‌କୁ ଯାତ୍ରୀବାହୀ ଟ୍ରେନ ପୂର୍ବରୁ ଗ୍ରୀନ୍‌ ସିଗନାଲ୍‌ ଦେବା ପାଇଁ ରେଳବାଇ ନିର୍ଦ୍ଦେଶ ଦେଇଛି।
ଏହା ବ୍ୟତୀତ, ଏପ୍ରିଲ ୨୮ ରୁ ୮ ଟି ଯାତ୍ରୀବାହୀ ଟ୍ରେନକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି।

ତାପଜ ବିଦ୍ୟୁତ୍‌ କେନ୍ଦ୍ରକୁ ଶୀଘ୍ର କୋଇଲା ଯୋଗାଇବା ଲାଗି ରେଳବାଇ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯାହାଦ୍ୱାରା ତାପଜ କେନ୍ଦ୍ରରେ କୋଇଲା ଷ୍ଟକ୍‌ ବଢ଼ାଯାଇ ପାରିବ ବୋଲି ରେଳବାଇ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କ ଉପରେ ବର୍ଷିଲେ ବାବୁଲ ସୁପ୍ରିଓ; କହିଲେ ମୁଁ ସବୁକିଛି ହୋଇପାରେ,ହେଲେ…

କୋଲକାତା,୬।୪: ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ବାବୁଲ ସୁପ୍ରିୟୋଙ୍କୁ ଜଣେ ଦଳବଦଳକାରୀ ନେତା ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ। ବୁଧବାର ଏହି ଉକ୍ତିର ଜବାବ ରଖି...

ବଢ଼ିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ,୨୬।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସିବିଆଇ କୋର୍ଟ ପକ୍ଷରୁ ଲାଗିଛି ଝଟ୍‌କା। ସିବିଆଇ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ଅର୍ଥାତ୍‌...

ଗେହଲଟ୍‌ଙ୍କ ଅନୁଗତଙ୍କୁ ଭେଟିଲେ ସଚିନ: ଖୁବ୍‌ଶୀଘ୍ର ବସିପାରେ ବିଧାୟକ ଦଳ ବୈଠକ

ଜୟପୁର,୫।୧୦: ରାଜସ୍ଥାନର ରାଜନୈତିକ ସଙ୍କଟ ଭିତରେ କଂଗ୍ରେସ ନେତା ସଚିନ ପାଇଲଟ ବିରୋଧୀ ଗୋଷ୍ଠୀଙ୍କୁ ମନେଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ...

ଆଲ୍‌କୋହଲ ଯାଞ୍ଚ୍‌କୁ ସାମୟିକ ବନ୍ଦ ରଖିବାକୁ ଅନୁରୋଧ କଲା ଏୟାର ଇଣ୍ଡିଆ ପାଇଲଟ ସଂଘ

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସ୍ପାଇସ୍‌ ଜେଟ୍‌ର ଜଣେ ପାଇଲଟଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ଏପରିସ୍ଥଳେ ସାମୟିକ ଭାବେ...

ମମତାଙ୍କୁ କଡ଼ା ସମାଲୋଚନା କଲେ ମୋଦି: କୋଲକାତାରୁ ଜାତିସଙ୍ଘରେ ପହଞ୍ଚିଲେ ଦିଦି

ନୂଆଦିଲ୍ଲୀ,୨୨।୧୨: ସିଏଏକୁ ବିରୋଧ କରି ଦେଶବ୍ୟାପି ପ୍ରଦର୍ଶନ କରାଯିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ ଧନ୍ୟବାଦ ରାଲିରେ ଯୋଗଦେଇ ପଶ୍ଚିମବଙ୍ଗ...

ରାହୁଲ ଗାନ୍ଧୀ ହାତ ଧରିବାରୁ ଦୌଡିଲେ ୭୫ ବର୍ଷିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ନୂଆଦିଲ୍ଲୀ,୭ ।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ଯାତ୍ରାରେ । ଗୁରୁବାର ଅର୍ଥାତ ୬ ଅକ୍ଟୋବରରେ ଏହାକୁ ନେଇ ଏମିତି...

ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୭୦ ରଦ୍ଦ ମାମଲା: ପିଟିଶନ ବିରୋଧରେ କ୍ୟାଭିଟ୍‌ ଦାଏର

ନୂଆଦିଲ୍ଲୀ,୨୧ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ୬ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଓ ସେନା...

ପଞ୍ଜାବ ନିର୍ବାଚନ: ୯୪ ବର୍ଷରେ ନିର୍ବାଚନ ଲଢୁଥିବା ସବୁଠାରୁ ବୟସ୍କ ବ୍ୟକ୍ତି ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ,୩୧ ।୧: ପଞ୍ଜାବର ଶାସନ ଭାର ପାଞ୍ଚ ପାଞ୍ଚ ଥର ତୁଲାଇଥିବା ଅର୍ଥାତ୍ ୫ ଥର ମୁଖ୍ୟମନ୍ତ୍ରୀ ଓ ଶିରୋମଣି ଅକାଳି ଦଳର ବରିଷ୍ଠ ନେତା...

Advertisement
Archives

Model This Week