Home Middle

ଉଦ୍ଧବଙ୍କୁ ଆଶ୍ୱସ୍ତି, ନିର୍ବାଚନ ଚିହ୍ନ ସମ୍ପର୍କରେ ଫଇସଲା କରନ୍ତୁନି ନିର୍ବାଚନ ଆୟୋଗ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୪।୮ : ସୁପ୍ରିମକୋର୍ଟରେ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ଏବେ ନିର୍ବାଚନ ଚିହ୍ନ ଉପରେ ନିର୍ବାଚନ ଆୟୋଗ(ଇସି) କୌଣସି ନିଷ୍ପତ୍ତି ନେବେ ନାହିଁ ବୋଲି କୋର୍ଟ କହିଛନ୍ତି। ଏଥି ସହିତ କୋର୍ଟ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନ…

ପରବର୍ତ୍ତୀ ସିଜେଆଇ ପାଇଁ ଲଲିତଙ୍କ ନାମ ସୁପାରିଶ କଲେ ରମନା…

ନୂଆଦିଲ୍ଲୀ, ୪।୮ : ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି. ରମନା ଗୁରୁବାର ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ନାମ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଏହାଦ୍ୱାରା ଜଷ୍ଟିସ ଲଲିତ ଭାରତର ୪୯ ତମ ପ୍ରଧାନ ବିଚାରପତି ହେବେ। ଏହା ଲକ୍ଷ୍ୟ କରାଯାଇପାରେ…

ଭାଜପା ଗଣତନ୍ତ୍ର ରାଜନୀତି ଛାଡ଼ି ଆପଣେଇଛି ଧନବଳ ରାଜନୀତି, ହେମନ୍ତ ସୋରେନଙ୍କ ସମାଲୋଚନା…

ରାଞ୍ଚି, ୪।୮ : ଝାଡଖଣ୍ଡରେ କଂଗ୍ରେସ ବିଧାୟକମାନଙ୍କୁ ଟଙ୍କା ଦେବା ପଛରେ କ’ଣ ରହସ୍ୟ ରହିଛି ଏବଂ କେଉଁ ଷଡଯନ୍ତ୍ର କରାଯାଇଛି ତାହାର ତଦନ୍ତ ପଣ୍ଚିମବଙ୍ଗ ସିଆଇଡି କରୁଛି। ଏନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ସବୁକିଛି ପଛରେ…

ଫିନଲାଣ୍ଡ-ସ୍ବିଡ଼େନ ହେବେ ନାଟୋରେ ସାମିଲ, ଆମେରିକା ସିନେଟର ମଞ୍ଜୁରୀ…

ଓ୍ବାଶିଂଟନ, ୪।୮ : ଆମେରିକାର ସିନେଟରେ ଉଭୟ ଶାସକ ଦଳ ଏବଂ ବିରୋଧୀମାନେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ରେ ଫିନଲାଣ୍ଡ ଏବଂ ସ୍ବିଡେନର ଅନ୍ତର୍ଭୂକ୍ତିକୁ ସମର୍ଥନ କରିଛନ୍ତି। ଆମେରିକାର ସିନେଟ ଉଭୟ ପାଶ୍ଚାତ୍ୟ ୟୁରୋପୀୟ ଦେଶ ନାଟୋରେ ଯୋଗଦେବା…

କିଏ ହେବେ ପ୍ରଧାନ ବିଚାରପତି, ରମନାଙ୍କଠାରୁ ଉତ୍ତରାଧିକାରୀଙ୍କ ସୁପାରିଶ ମଗାଇଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୪।୮ : କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ତାଙ୍କ ଉତ୍ତରାଧିକାରୀଙ୍କୁ ସୁପାରିଶ କରିବାକୁ ଭାରତର ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କୁ ଚିଠି ଲେଖିଛନ୍ତି। ବୁଧବାର ରାତି ୯ଟା ୩୦ ରେ ଏହି ଚିଠି ଗ୍ରହଣ କରାଯାଇଛି…

ତାଇଓ୍ବାନ ପାଇଁ ପୃଥିବୀ ଦୁଇଭାଗ…

ବେଜିଂ/ଓ୍ବାଶିଂଟନ, ୪।୮ : ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦରେ ପୃଥିବୀର ଅନ୍ୟ ଦେଶ ଯୋଗ ଦେଇଛନ୍ତି। ଫଳରେ ତାଇଓ୍ବାନ ପାଇଁ ପୃଥିବୀ ଦୁଇଭାଗ ହୋଇଛି। ଗୋଟିଏ ପଟେ ରୁଷିଆ ଏକ ବିବୃତ୍ତି ଜାରି କରି ଆମେରିକାକୁ…

୧୫ ଅଗଷ୍ଟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଆଇବି ଜାରି କଲା ସତର୍କ ସୂଚନା…

ନୂଆଦିଲ୍ଲୀ, ୪।୮ : ଭାରତ ୭୫ ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି। ଏହି ସମୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ଦିଲ୍ଲୀ ପୋଲିସକୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସମ୍ପର୍କରେ ସତର୍କ ରହିବାକୁ କହିଛି। ଖବର ମୁତାବକ ବ୍ୟୁରୋ ଦ୍ୱାରା ୧୦ ପୃଷ୍ଠାର…

ତାଇଓ୍ବାନର ୭୮୬ ଶହ କୋଟି ଡଲାର ଉଦ୍ୟୋଗ ଉପରେ ଚାଇନାର ନଜର…

ବେଜିଂ, ୪।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା କ୍ରୋଧିତ ହୋଇଛି। ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାର ଜଣେ ବଡ ରାଜନେତା ତାଇୱାନରେ ପହଞ୍ଚିଛନ୍ତି। ଏହା ବିରୋଧରେ ବେଜିଂ ସାମରିକ…

ଭାଜପାକୁ ଟାର୍ଗେଟ କଲେ ବାବୁଲ ସୁପ୍ରିୟୋ, କେନ୍ଦ୍ରରେ ୮ ବର୍ଷ ହେଲା ନାହାନ୍ତି ବଙ୍ଗୀୟ ମନ୍ତ୍ରୀ…

ନୂଆଦିଲ୍ଲୀ, ୪।୮ : ତୃଣମୂଳ କଂଗ୍ରେସର ନେତା ତଥା ବୁଧବାର ପଶ୍ଚିମବଙ୍ଗର ମମତା ସରକାରରେ ମନ୍ତ୍ରୀ ହୋଇଥିବା ବାବୁଲ ସୁପ୍ରିୟୋ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ତୃଣମୂଳରେ ଯୋଗଦେବା ଏବଂ ମନ୍ତ୍ରୀ ହେବା ପାଇଁ ସମାଲୋଚନାର ଜବାବ ଦେଇ ସୁପ୍ରିୟୋ କହିଛନ୍ତି,…

ଆତଙ୍କ ଘନେଇଲା…

ନୂଆଦିଲ୍ଲୀ, ୪।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ନଡ୍ଡାଙ୍କ ମନ୍ତବ୍ୟ ନେଇ ଶିବସେନାର କଡ଼ା ସମାଲୋଚନା, କାହିଁକି ଅହଂକାର-ଗର୍ବ…

ମୁମ୍ବାଇ,୪।୮ : ଶିବସେନା ଭାଜପା ମଧ୍ୟରେ ରାଜନୈତିକ ତିକ୍ତତା ବୃଦ୍ଧି ପାଉଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଏକ ବିବୃତ୍ତ ନେଇ ଶିବସେନା କଡ଼ା ସମାଲୋଚନା କରିଛି। ନଡ୍ଡା ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଶିବସେନା ସମେତ ଆଞ୍ଚଳିକ ଦଳ…

ମଙ୍କିପକ୍ସ ଟିକା ପ୍ରସ୍ତୁତି ନେଇ ସିରମ-ଭାରତ ବାୟୋଟେକ ମଧ୍ୟରେ ବ୍ୟଗ୍ରତା

ନୂଆଦିଲ୍ଲୀ,୪ ।୮: କରୋନା ଭଳି ଏବେ ମଙ୍କିପକ୍ସ ଟିକାକୁ ନେଇ ଦେଶର ଦୁଇଟି ନାମୀ ଟିକା ପ୍ରସ୍ତୁତକାରୀ କମ୍ପାନୀ ମଧ୍ୟରେ ବ୍ୟଗ୍ରତା ଦେଖାଦେଇଛି । ଗତଥର କରୋନା ଭ୍ୟାକ୍ସିନ କୋଭାକ୍ସିନ ପ୍ରସ୍ତୁତକାରୀ ହାଇଦ୍ରାବାଦସ୍ଥିତ ବାୟୋଟେକ କମ୍ପାନୀ ସବୁଠାରୁ ଆଗରେ ରହିଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?