Home Middle

ବନ୍ୟା ପରେ ମହଙ୍ଗା ମାଡ଼: ପାକିସ୍ତାନରେ ଟମାଟୋ ୫୦୦, ପିଆଜ ୪୦୦ ଟଙ୍କା…

ଇସଲାମାବାଦ, ୨୯।୮ : ପାକିସ୍ତାନର ଲାହୋର ଏବଂ ପଞ୍ଜାବ ସମେତ କେତେକ ପ୍ରଦେଶରେ ବନ୍ୟା ପରିସ୍ଥିତି ଏପରି ଭୟଙ୍କର ରୂପ ନେଇଛି ଯେ ଲୋକମାନେ ଦିନକୁ ଦୁଇବେଳା ଖାଦ୍ୟ ପାଉ ନାହାନ୍ତି। ବନ୍ୟା ଯୋଗୁଁ ବିଭିନ୍ନ ପନିପରିବା ଏବଂ ଫଳର ମୂଲ୍ୟ…

ପୂର୍ବ ଭୂମଧ୍ୟ ସାଗରରେ ଥିବା ଗ୍ୟାସ ଭଣ୍ଡାର ଉପରେ ୟୁରୋପର ନଜର…

କ୍ୱିଭ୍‌, ୨୯।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ୟୁରୋପରେ ଶକ୍ତି ସଙ୍କଟ ସୃଷ୍ଟି କରିଛି। ଏହି ଯୁଦ୍ଧ ୟୁରୋପରେ ପ୍ରାକୃତିକ ଗ୍ୟାସ ମୂଲ୍ୟରେ ଏକ ବଡ ବୃଦ୍ଧି ଘଟାଇଛି। ୟୁରୋପୀୟ ୟୁନିଅନ ରୁଷିଆକୁ ଏହାର ଶକ୍ତି ଭଣ୍ଡାରକୁ ୟୁରୋପ ବିରୁଦ୍ଧରେ ଅସ୍ତ୍ର…

୨୦୨୧ରେ ସର୍ବାଧିକ ଆତ୍ମହତ୍ୟା, ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅଧିକ, ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୧୨୦ ଜଣ…

ନୂଆଦିଲ୍ଲୀ, ୨୯।୮ : ଦେଶରେ ୨୦୨୧ରେ ଘଟିଥିବା ଆତ୍ମହତ୍ୟା ନେଇ ପରିସଂଖ୍ୟାନ ପ୍ରକାଶିତ ହୋଇଛି। ଏନସିଆରବିର ନୂତନ ରେକର୍ଡ ଅନୁଯାୟୀ, ୨୦୨୧ ମସିହାରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୧୨୦ ଜଣ ଆତ୍ମହତ୍ୟା କରିଛନ୍ତି। ଯାହା ପୂର୍ବ ବର୍ଷ ତୁଳନାରେ…

୮୫ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୯।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୮୫ ହଜାର…

ପିନାକର କ୍ଷମତା ବଢୁଛି, ଚାଇନା-ପାକିସ୍ତାନ ଚିନ୍ତାରେ…

ନୂଆଦିଲ୍ଲୀ,୨୯।୮ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ସମ୍ପୁର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ପିନାକ ରକେଟର କ୍ଷମତା କ୍ରମାଗତ ଭାବରେ ବୃଦ୍ଧି କରାଯାଉଛି। ଓଡ଼ିଶାର ବାଲେଶ୍ୱର ଏବଂ ରାଜସ୍ଥାନର ପୋଖରାନରେ ପିନାକର ବର୍ଦ୍ଧିତ କ୍ଷମତା ପରୀକ୍ଷା କରାଯାଇଥିଲା।…

ଆକ୍ସନରେ ମୁଖ୍ୟ ବିଚାରପତି, ପ୍ରଥମଦିନରେ ୯୦୦ ଆବେଦନକୁ କଲେ ସୂଚିବଦ୍ଧ

ନୂଆଦିଲ୍ଲୀ,୨୯ ।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ସୋମବାର କାର୍ଯ୍ୟଭାର ଗ୍ରହଣ କରିବେ ଜଷ୍ଟିଶ ୟୁ ୟୁ ଲଳିତ । ପ୍ରଥମଦିନରେ ହିଁ ସେ ୯୦୦ରୁ ଅଧିକ ଆବେଦନକୁ ସୂଚିବଦ୍ଧ କରି ଏକ ପ୍ରଭାବଶାଳୀ ପ୍ରଦର୍ଶନ ନିର୍ଦ୍ଧାରିତ କରିଛନ୍ତି । ଏହି…

‘ଭାଜପାକୁ ହଟାଇଲେ ଗଣତନ୍ତ୍ର ତିଷ୍ଠିବ’

ଲକ୍ଷ୍ନୌ, ୨୯ା୮: କେନ୍ଦ୍ରର ଭାଜପା ସରକାର ଦେଶକୁ ବରବାଦ୍‌ କରୁଛି। ବିକାଶ ପରିବର୍ତ୍ତେ ଦେଶକୁ ପଛକୁ ଟାଣୁଛି। ଗୈରିକ ଦଳକୁ କ୍ଷମତାରୁ ହଟାଇବା ପାଇଁ ଜନସାଧାରଣ ପ୍ରସ୍ତୁତ ହେଲେଣି। ଆଉ କେତୋଟି ନିର୍ବାଚନ ପରେ ଭାଜପା କ୍ଷମତାଚ୍ୟୁତ ହେବ ବୋଲି ରବିବାର…

କୁପୋଷଣ, ଜଳ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୯।୮(ପି.ଟି.): ଦେଶରୁ କୁପୋଷଣ ଦୂର କରିବା ଏବଂ ଜଳ ସଂରକ୍ଷଣ ବଢ଼ାଇବା ଉପରେ ସାମାଜିକ ସଚେତନତାର ଗୁରୁତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜୋର୍‌ ଦେଇଛନ୍ତି। ଏଥିସହିତ ଇଣ୍ଟରନେଟ ସଂଯୋଗର ପ୍ରସାରଣ ଦୁର୍ଗମ ଅଞ୍ଚଳ ବିଶେଷ କରି ଉତ୍ତରପୂର୍ବାଞ୍ଚଳରେ ନୂଆ…

ଫରେନ୍ସିକ୍‌ ତଦନ୍ତ ବାଧ୍ୟତାମୂଳକ ହେବ

ଗାନ୍ଧୀନଗର,୨୯ା୮: ଯେଉଁ ଅପରାଧ ଘଟାଇଲେ ଦୋଷୀଙ୍କୁ ୬ ବର୍ଷରୁ ଅଧିକ ଅବଧିର ଦଣ୍ଡ ଦିଆଯାଇଥାଏ, ତାହାର ତଦନ୍ତରେ ଫରେନ୍ସିକ୍‌ ଯାଞ୍ଚକୁ ବାଧ୍ୟତାମୂଳକ କରାଯିବ। କେନ୍ଦ୍ର ସରକାର ଅପରାଧଗୁଡ଼ିକରେ ଦଣ୍ଡବିଧାନ ହାର ବୃଦ୍ଧି ପାଇଁ ଏହି ନିଷ୍ପତ୍ତି ନେବାକୁ ଗମ୍ଭୀରତା ସହ ବିଚାର…

ସ୍ବତନ୍ତ୍ର ଓଜେଇଇ ପାଇଁ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ବା ଦ୍ୱିତୀୟ ଓଜେଇଇ ସେପ୍ଟେମ୍ବର ୩ରେ ଆରମ୍ଭ ହେବ। ପରୀକ୍ଷା ପାଇଁ ରବିବାରଠାରୁ ଓଜେଇଇ ୱେବ୍‌ସାଇଟ୍‌ରେ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ଦେଇ…

ତାଇଓ୍ବାନ୍‌ ପ୍ରଣାଳୀରେ ଆମେରିକା ଯୁଦ୍ଧଜାହାଜ

ତାଇପେଇ/ବେଜିଂ/ଓ୍ବାଶିଂଟନ,୨୯ା୮: ଆମେରିକାର ଦୁଇଟି ଯୁଦ୍ଧଜାହାଜ ରବିବାର ତାଇଓ୍ବାନ୍‌ ପ୍ରଣାଳୀରେ ପ୍ରବେଶ କରିଛି। ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ତାଇଓ୍ବାନ୍‌-ଚାଇନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ଦୁଇଦେଶ ମଝିରେ ଥିବା ବିସ୍ତୃତ ଜଳରାଶିକୁ କୌଣସି ଆମେରିକୀୟ ଯୁଦ୍ଧଜାହାଜ…

ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୨୯।୮ (ପି.ଟି.) : ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆଗାମୀ ଅକ୍ଟୋବର ୧୭ରେ କରିବା ପାଇଁ ରବିବାର ଦଳ ପକ୍ଷରୁ ଘୋଷଣା କରାଯାଇଛି। ଦୁଇଦିନ ପରେ ଅର୍ଥାତ୍‌ ଅକ୍ଟୋବର ୧୯ରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?