ଶତ୍ରୁର ଶତ୍ରୁ ମିତ୍ର, ଭାରତ ଉଦ୍ଦେଶ୍ୟରେ ଆମେରିକା ନୌସେନା ଅଧିକାରୀଙ୍କ ମନ୍ତବ୍ୟ…
ଓ୍ବାଶିଂଟନ, ୨୭।୮ : କୁହାଯାଏ ଯେ ଶତ୍ରୁର ଶତ୍ରୁ ମିତ୍ର। ଚାଇନା ସହିତ ସମ୍ପର୍କ ଖରାପ ହେବା ମଧ୍ୟରେ ଆମେରିକା ବର୍ତ୍ତମାନ ଭାରତକୁ ମିତ୍ର ଭୂମିକାରେ ଦେଖୁଛି। ଆମେରିକାର ନୌସେନାର କାର୍ଯ୍ୟନିର୍ବାହୀ ମୁଖ୍ୟ ଆଡମିରାଲ ମାଇକ ଗିଲଡେ ଦେଇଥିବା ବିବୃତ୍ତିରୁ ଏହା…
ଆଇଏଏସ୍ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ…
ୟୁନିସେଫର ଚେତାବନୀ. ଦରଦାମ ବୃଦ୍ଧି ଯୋଗୁ ଶ୍ରୀଲଙ୍କାରେ ଛୋଟପିଲା ଭୋକିଲା ଶୋଉଛନ୍ତି…
ଜେନେଭା, ୨୭।୮ : ୟୁନିସେଫ ଚେତାବନୀ ଦେଇଛି ଯେ ଶ୍ରୀଲଙ୍କା ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବା କଷ୍ଟସାଧ୍ୟ ହୋଇପଡିଛି। ପୁଷ୍ଟିହୀନତା ଦେଶରେ ସର୍ବାଧିକସ୍ତରରେ ପହଞ୍ଚିଛି। ଗରିବ ଏବଂ ଛୋଟ ପିଲାମାନେ ଏହା…
ବିଲକିସ ବାନୋ ମାମଲା, ୧୩୪ ପୂର୍ବତନ ଅଧିକାରୀ ସିଜେଆଇଙ୍କୁ ଲେଖିଲେ ଚିଠି, ଭୁଲ ଫଇସଲାକୁ ସୁଧାରିବାକୁ ଅନୁରୋଧ…
ନୂଆଦିଲ୍ଲୀ, ୨୭।୮ : ବିଲକିସ ବାନୋ ମାମଲାରେ ଶନିବାର ୧୩୪ ଜଣ ପୂର୍ବତନ ସରକାରୀ ଅଧିକାରୀ ୧୧ ଜଣ ଦୋଷୀଙ୍କୁ ସମୟପୂର୍ବରୁ ମୁକ୍ତ କରିବା ବିରୋଧରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁୟୁ ଲଳିତଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଭୟାବହ…
ଖଦୀ ଉତ୍ସବ, ମୋଦି ଚଳାଇଲେ ଚରଖା…
ଅହମଦାବାଦ, ୨୭।୮ : ଗୁଜରାଟର ରାଜଧାନୀ ଅହମଦାବାଦରେ ଚାଲିଥିବା ଖଦୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସାବରମତିର ଏହି କୂଳ ଆଜି ଧନ୍ୟ ହୋଇଛି। ସ୍ବାଧୀନତାର ୭୫ ବର୍ଷକୁ ସ୍ମରଣ କରିବା…
ଗୁଲାମନବୀଙ୍କ ଘରେ ଜି-୨୩ ନେତାଙ୍କ ବୈଠକ…
ନୂଆଦିଲ୍ଲୀ, ୨୭।୮ : କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକ ରବିବାର ଅନୁଷ୍ଠିତ ହେବ। ବୈଠକରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନର ତାରିଖ ସ୍ଥିର କରାଯିବ। ଏହାପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ବିଦ୍ରୋହୀ ଜି-୨୩…
କେସିଆର ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଆବଶ୍ୟକ, କହିଲେ ନଡ୍ଡା…
ହାଇଦ୍ରାବାଦ, ୨୭।୮ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତେଲେଙ୍ଗାନା ଗସ୍ତରେ ଅଛନ୍ତି। ଡ୍ସେ ଶନିବାର ଓ୍ବାରଙ୍ଗଲସ୍ଥିତ ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ୱାରଙ୍ଗଲରେ ଏକ ରାଲିକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଆଗାମୀ ଦିନରେ ଯେତେବେଳେ…
ଉପରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ପୁଣି ମୁହାଁମୁହିଁ, ଫେରାଇଲେ ୪୭ ଫାଇଲ…
ନୂଆଦିଲ୍ଲୀ, ୨୭।୮ : ଦିଲ୍ଲୀର ଊପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉପରାଜ୍ୟପାଳ ସରକାରଙ୍କର ୪୭ ଫାଇଲକୁ ଫେରାଇ ଦେଇଛନ୍ତିି। ଏସବୁରେ କେଜରିଓ୍ବାଲଙ୍କ ଦସ୍ତଖତ ନଥିବା ସେ କହିଛନ୍ତି। ରାଜ ନିବାସ…
ଚାଇନାରେ ଜଳବାୟୁ ପରିବର୍ତ୍ତନ ସ୍ଥିତି ସଙ୍ଗିନ
ବେଜିଂ,୨୭ା୮: ଆଜିକାଲି ଚାଇନା ପ୍ରତିକୂଳ ପରିବେଶ ଦେଇ ଗତି କରୁଛି। ଦେଶର ଅନେକ ଭାଗରେ ପ୍ରବଳ ଉତ୍ତାପ ସାଙ୍ଗକୁ ମରୁଡ଼ି ଦେଖା ଦେଇଥିବାବେଳେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୟୁରୋପ ଭଳି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ଚାଇନାରେ…
ତାଲିବାନ ଶାସନରେ ୧୬୦ ମିଡ଼ିଆ ହାଉସ ବନ୍ଦ, ୨୦୦୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧି ବେରୋଜଗାର…
କାବୁଲ, ୨୭।୮ : ତାଲିବାନର ଶାସନକୁ ଏକ ବର୍ଷ ପୂରଣ ହୋଇ ସାରିଛି। ଏହି ସମୟ ମଧ୍ୟରେ ଆଫଗାନିସ୍ତାନର ଗଣମାଧ୍ୟମ ନିଜର ସ୍ଥିତି ବଞ୍ଚାଇ ରଖିବାକୁ ସଂଘର୍ଷ କରୁଛି। ଗଣମାଧ୍ୟମ ପ୍ରତିନିଧିମାନଙ୍କ ଅନୁସାରେ ଆଫଗାନିସ୍ତାନରେ ଗଣମାଧ୍ୟମ ପାଇଁ କୌଣସି ଆଇନ ନାହିଁ।…
ଶେଷରେ ଗୁଲାମନବୀ ନିଜକୁ ଆଜାଦ କଲେ, କଂଗ୍ରେସକୁ ଜ୍ୟୋତିରାଦିତ୍ୟଙ୍କ କଡ଼ା ସମାଲୋଚନା…
ନୂଆଦିଲ୍ଲୀ, ୨୭।୮ : ଭେଟେରାନ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇ ଦଳକୁ ଏକ ବଡ ଝଟକା ଦେଇଛନ୍ତି। ଏହାକୁ ନେଇ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…
ସୀମା ସୁରକ୍ଷା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ସକ୍ଷମ…
ନୂଆଦିଲ୍ଲୀ, ୨୭।୮ : ଅରୁଣାଚଳ ପ୍ରଦେଶରେ ଭାରତ ସୀମାରେ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି। ଭାରତୀୟ ସେନା ଅନ୍ତର୍ଜାତୀୟ ସୀମା ସହିତ ଭିତ୍ତିଭୂମି ଏବଂ ସୁରକ୍ଷା ଉପରେ ଧ୍ୟାନ ଦେଇଛନ୍ତି। ସେନା କର୍ମଚାରୀମାନେ ଦେଶର ସୀମା ରକ୍ଷା କରନ୍ତି, ତେଣୁ ସେମାନଙ୍କର…

