ବର୍ଷିଲେ ସ୍ମୃତି ଇରାନୀ,କେସିଆରଙ୍କ ପାଇଁ ରାଜନୀତି ଏକ ସର୍କସ…
ହାଇଦ୍ରାବାଦ୍, ୨।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଛୋଟି ନେବାକୁ ଆସି ନଥିବାରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କୁ ଭାଜପାର କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଟାର୍ଗେଟ କରିଛନ୍ତି। ରାଜନୀତି କେସିଆର୍ଙ୍କ ପାଇଁ ଏକ ସର୍କସ ବୋଲି ସ୍ମୃତି…
କହ୍ନେୟାଲାଲ୍ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ କୋର୍ଟ ପରିସରରେ ପିଟିଲେ ଲୋକେ
ଜୟପୁର,୨ା୭: ରାଜସ୍ଥାନ ଉଦୟପୁରରେ କହ୍ନେୟାଲାଲ୍ଙ୍କୁ ଗଳାକାଟି ହତ୍ୟା କରାଯିବା ଘଟଣାକୁ ନେଇ ଉତ୍ତେଜନା ଥମୁନି। ଏହି ହିଂସାର ଅଭିଯୁକ୍ତଙ୍କୁ କୋର୍ଟ ପରିସରରେ ସ୍ଥାନୀୟ ଲୋକେ ପିଟିଥିବା ଜଣାପଡ଼ିଛି। ଏନ୍ଆଇଏ କୋର୍ଟରେ ହାଜର ସମୟରେ ୪ ଅଭିଯୁକ୍ତଙ୍କୁ ଟାଣି ଆଣି ଖୁବ୍ ପିଟିଥିଲେ…
ସମର୍ଥନ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଦକ୍ଷିଣ ଭାରତ ଗସ୍ତ…
ଚେନ୍ନାଇ, ୨।୭ : ଭାଜପା ନେତୃତ୍ୱାଧିନ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସମର୍ଥନ ଯୋଗାଡ଼ ପାଇଁ ଦକ୍ଷିଣ ଭାରତ ଗସ୍ତ କରିଛନ୍ତି। ଏହି ମର୍ମରେ ସେ ଶନିବାର ତାମିଲନାଡୁରେ ଏଆଇଏଡିଏମ୍କେ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଇ.ପାଲାନିସାମୀ ଏବଂ ଓ.ପନିରସେଲଭାମ୍ଙ୍କୁ…
ଏଫସିଆର୍ଏ ନିୟମରେ ପରିବର୍ତ୍ତନ, ସମ୍ପର୍କୀୟ ବିଦେଶରୁ ପଠାଇ ପାରିବେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା…
ନୂଆଦିଲ୍ଲୀ, ୨।୭ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଦେଶୀ ଅଂଶଦାନ ନିୟମାବଳୀ ଅଧିନିୟମ (ଏଫସିଆର୍ଏ) ସହ ଜଡିତ କେତେକ ନିୟମରେ ସଂଶୋଧନ କରିଛନ୍ତି। ଏହା ଦ୍ୱାରା ଏଣିକି ଭାରତୀୟମାନେ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ଠାରୁ ବର୍ଷକୁ ୧୦…
କହ୍ନେୟାଙ୍କ ହତ୍ୟାକାଣ୍ଡ, ଭାଜପା-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା…
ନୂଆଦିଲ୍ଲୀ, ୨।୭ : କହ୍ନେୟା ଲାଲଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରିୟାଜ ଅତାରିଙ୍କ ରାଜନୈତିକ ଭାଜପା ଲିଙ୍କ୍ ନେଇ ଭାଜପା-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। କଂଗ୍ରେସର ଜାତୀୟ ମୁଖପାତ୍ର ପୱନ ଖେଡା ଶନିବାର ଅପରାହ୍ନରେ ଦିଲ୍ଲୀରେ…
କହ୍ନେୟାଙ୍କ ହତ୍ୟାକାରୀଙ୍କ ଭାଜପା ଲିଙ୍କ୍ ନେଇ ରାଜନୀତି ଆରମ୍ଭ…
ଉଦୟପୁର, ୨।୭ : ଉଦୟପୁରରେ କହ୍ନେୟା ଲାଲଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରିୟାଜ ଅତାରିଙ୍କ ରାଜନୈତିକ ଲିଙ୍କ୍ ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଫଟୋରେ ତାଙ୍କୁ ଭାଜପାର ବରିଷ୍ଠ ନେତା ଗୁଲାବଚନ୍ଦ କଟାରିଆଙ୍କ…
ଆଗତ ହେଲା ବଜେଟ୍, ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ ଟଙ୍କାର ବ୍ୟୟ ବରାଦ
ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଶନିବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ରେ ମୋଟ୍ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ତେବେ ଜାଣନ୍ତୁ…
ଆମେରିକାରେ ଲୋକଙ୍କ ମଧ୍ୟରେ ଦେଶ ଗୌରବ ଭାବନା କମୁଛି, ରିପୋର୍ଟ…
ଓ୍ବାଶିଂଟନ, ୨।୭ : ଜୁଲାଇ ୪ ରେ ଆମେରିକା ଏହାର ସ୍ବାଧୀନତା ଦିବସ ପାଳନ କରିବ। କିନ୍ତୁ ଏହାର ଠିକ ପୂର୍ବରୁ ସାମ୍ନାକୁ ଆସିଛି ଯେ ଦେଶବାସୀଙ୍କ ମଧ୍ୟରେ ଦେଶ ଗୌରବ ଭାବନା ଦ୍ରୁତ ଗତିରେ ହ୍ରାସ ପାଉଛି। ରେକର୍ଡ ମୁଦ୍ରାସ୍ଫୀତି,…
କିମ୍ଙ୍କ ଯୁକ୍ତି, ଦେଶରେ କରୋନା ବୃଦ୍ଧି ଘଟାଉଛନ୍ତି ଏଲିଅନ୍ସ
ପ୍ୟୋଙ୍ଗ୍ୟାଙ୍ଗ୍,୨ା୭: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍-ଜୋଙ୍ଗ-ଉନ୍ ତାଙ୍କର ଅଜବ ନିଷ୍ପତ୍ତି ଏବଂ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ କିମ୍ କରୋନା ଭାଇରସ୍ ସମ୍ପର୍କରେ ଏକ ଅଜବ କଥା କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ଦେଶରେ…
ନ୍ୟାୟପାଳିକା ସେମାନଙ୍କର କାର୍ଯ୍ୟସୂଚୀକୁ ସମର୍ଥନ କରୁ ବୋଲି ରାଜନୈତିକ ଦଳ ଚାହୁଁଛନ୍ତି, ସିଜେଆଇଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ/ଓ୍ବାଶିଂଟନ, ୨।୭ : ଗଣତନ୍ତ୍ରରେ ନ୍ୟାୟପାଳିକାର ଭୂମିକା ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି ରମନା ତାଙ୍କ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ରାଜନୈତିକ ଦଳ ମଧ୍ୟରେ ଏକ ଭୁଲ ଧାରଣା ରହିଛି ଯେ ନ୍ୟାୟପାଳିକା ସେମାନଙ୍କ କାର୍ଯ୍ୟକୁ…
୧୪ ଦିନିଆ ନ୍ୟାୟିକ ହେପାଜତରେ ଜୁବେର…
ନୂଆଦିଲ୍ଲୀ, ୨।୭ : ଚାରି ବର୍ଷ ତଳେ ୨୦୧୮ରେ କରାଯାଇଥିବା ଏକ ଟୁଇଟ୍ ନେଇ ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଶନିବାର ପାଟିଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜୁବେର ଏକ ଜାମିନ ଆବେଦନ କରିଥିଲେ…
ଭାଜପା ସରକାରଙ୍କୁ ପୁଣି ଘେରିଲେ ବରୁଣ, ରୁଟି-କପଡ଼ା-ମକାନ ପରେ ଏବେ ଚିକିତ୍ସା ବି ହେଲା ମହଙ୍ଗା…
ନୂଆଦିଲ୍ଲୀ, ୨।୭ : ଦେଶରେ ବୃଦ୍ଧି ପାଉଥିବା ଦରଦାମ୍ ବୃଦ୍ଧି ନେଇ ଭାଜପା ଏମ୍ପି ବରୁଣ ଗାନ୍ଧୀ ନିଜ ସରକାରକୁ ପୁଣି ଘେରିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେ ସେ ଭାଜପା ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି। ଏହାପୂର୍ବରୁ ମଧ୍ୟ…
Archives


