Home Middle

ଡିସେମ୍ବର ପର୍ଯ୍ୟନ୍ତ ବଢ଼ିଲା ମାଗଣା ରାଶନ ଯୋଜନା…

ନୂଆଦିଲ୍ଲୀ, ୨୮।୯ : ମାଗଣା ରାଶନ ଯୋଜନା ପୁଣି ୩ ମାସ ବଢ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଟିତ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ ହୋଇଛି।…

ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ…

ବେଜିଂ, ୨୮।୯ : ଚାଇନାର ପୂର୍ବାଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୮।୯: ଦଶହରା ଏବଂ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ବଡ ଉପହାର ଦେଇଛନ୍ତି। ସରକାର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୨% ରୁ ୩୮% କୁ ବୃଦ୍ଧି ପାଇଛି। ସରକାରଙ୍କ…

ରୁଷିଆ-ଜର୍ମାନୀ ପାଇପ ଲାଇନରେ ଲିକ୍‌, କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା ଇୟୁ…

ମସ୍କୋ/ବର୍ଲିନ, ୨୮।୯ : ରୁଷିଆରୁ ଜର୍ମାନୀ ପର୍ଯ୍ୟନ୍ତ ଥିବା ଗ୍ୟାସ ପାଇପଲାଇନରେ ଲିକ ହେବାର ଖବର ମିଳିଛି। ଏନେଇ ୟୁରୋପୀୟ ସଂଘ(ଇୟୁ) କଡ଼ା ଚେତାବନୀ ଦେଇଛି। ଇୟୁ କହିଛି ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ଇୟୁର ବୈ ଦେଶିକ ନୀତି ମୁଖ୍ୟ…

ନୀତୀଶଙ୍କୁ ଦିଲ୍ଲୀ ପଠାଇବୁ, ତେଜସ୍ବୀ ସମ୍ଭାଳିବେ ବିହାର, ଲାଲୁ ଦେଲେ ସଙ୍କେତ…

ପାଟନା, ୨୮।୯ : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପ୍ରତିଷ୍ଠାତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବୁଧବାର ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପରେ ସେ କହିଛନ୍ତି ଯେ…

ଲାଲୁ ଚିକିତ୍ସା ପାଇଁ ଯିବେ ସିଙ୍ଗାପୁର, ମିଳିଲା କୋର୍ଟଙ୍କ ଅନୁମତି…

ପାଟନା, ୨୮।୯ : ଆଇଆରସିଟିସି ସ୍କାମ ମାମଲାରେ ଅଭିଯୁକ୍ତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁର ଯିବାକୁ ଅନୁମତି ଦିଆଯାଇଛି। ଲାଲୁ ଯାଦବଙ୍କୁ ଅକ୍ଟୋବର ୧୦ ରୁ ୨୫ ପର୍ଯ୍ୟନ୍ତ ସିଙ୍ଗାପୁରରେ ଚିକିତ୍ସା କରିବାକୁ ଅନୁମତି…

ଆଇଆରସିଟିସି ଦୁର୍ନୀତି, ୧୮ ଅକ୍ଟୋବରରେ ହାଜର ହେବାକୁ ତେଜସ୍ବୀଙ୍କୁ ନୋଟିସ…

ପାଟନା, ୨୮।୯ : ଆଇଆରସିଟିସି ଦୁର୍ନୀତିରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତେଜସ୍ବୀଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଅକ୍ଟୋବର ୧୮ ରେ ହାଜର ହେବାକୁ କହିଛନ୍ତି। ତାଙ୍କ ଜାମିନ ବାତିଲ କରିବାକୁ ସିବିଆଇର ଆବେଦନ ଉପରେ…

ମାଉଣ୍ଟ ମାନସଲୁରେ ହିମ ସ୍ଖଳନ, ୩ ପର୍ବତାରୋହୀଙ୍କ ମୃତ୍ୟୁ…

କାଠମାଣ୍ଡୁ, ୨୮।୯ : ନେପାଳର ମାନସଲୁ ମାଉଣ୍ଟରେ ଏକ ବଡ଼ ଧରଣର ଦୁର୍ଘଟଣାରେ ତିନି ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ମାଉଣ୍ଟ ମାନସଲୁରେ ହିମ ସ୍ଖଳନ ଯୋଗୁ ଏଭଳି ଘଟିଛି। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ତେବେ ୭…

ୟୁକ୍ରେନ୍‌ର ୧୫ ପ୍ରତିଶତ ଅଞ୍ଚଳ ଦଖଲ କରିବା ଯୋଜନା, ସଂସଦରେ ପୁଟିନ କରିବେ ବଡ଼ ଘୋଷଣା…

ମସ୍କୋ, ୨୮।୯ : ରୁଷିଆ ୟୁକ୍ରେନର ଦଖଲ କରିଥିବା ଅଞ୍ଚଳରେ ଏକ ଜନମତ ସଂଗ୍ରହ କରିଛି। ଚାରି ଦିନିଆ ଜନମତ ସଂଗ୍ରହ ମଙ୍ଗଳବାର ଶେଷ ହୋଇଛି। ବାସ୍ତବରେ, ଏହି ଜନମତ ସଂଗ୍ରହ ମାଧ୍ୟମରେ ରୁଷିଆ ଏହି ଅଞ୍ଚଳଗୁଡ଼ିକୁ ନିଜ ସହିତ ମିଶ୍ରଣ…

ବିମୁଦ୍ରୀକରଣ ମାମଲାର ବିଚାର ଅକ୍ଟୋବର ୧୨ରେ…

ନୂଆଦିଲ୍ଲୀ, ୨୮।୯ : ଅକ୍ଟୋବର ୧୨ ରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ବିମୁଦ୍ରୀକରଣ ମାମଲାର ଶୁଣାଣି କରିବେ। ଶୁଣାଣି ସମୟରେ ପ୍ରଥମେ ନିଷ୍ପତ୍ତି ନିଆଯିବ ଯେ ଏହି ପ୍ରସଙ୍ଗରେ ଶୁଣିବାକୁ କିଛି ବାକି ଅଛି କି ନାହିଁ? ପୁରୁଣା ୫୦୦ ଏବଂ…

ୟୁକ୍ରେନ୍‌ ଯୁଦ୍ଧ ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାର ବିଷୟ, ୟୁଏନଏସସିରେ ଭାରତର ମତ…

ଜେନେଭା, ୨୮।୯ : ୟୁକ୍ରେନ୍‌ ଯୁଦ୍ଧ ନେଇ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତ ନିଜର ମତ ରଖିଛି। ଭାରତ କହିଛି ଯେ, ଏହା ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା…

ଦେଶରେ ଜାରି ହୋଇଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି, ଏସଡିପିଆଇର ଅଭିଯୋଗ…

ନୂଆଦିଲ୍ଲୀ, ୨୮।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା ପରେ ଏବେ ଦେଶରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସୋସିଆଲ ଡେମୋକ୍ରାଟିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?