ବିବାହିତା ଅବା ଅବିବାହିତା ସମସ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର, ୨୪ ସପ୍ତାହ ମଧ୍ୟରେ ଆଇନଗତ ଅନୁମତି…
ନୂଆଦିଲ୍ଲୀ, ୨୯।୯ : ସୁପ୍ରିମକୋର୍ଟ ଦେଶର ସମସ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର ପ୍ରଦାନ କରିଛନ୍ତି। ବିବାହିତ ଅବା ଅବିବାହିତ ମହିଳା ଗର୍ଭର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରି ପାରିବେ। ଏହି ଐତିହାସିକ ରାୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ମେଡିକାଲ…
ସିମ କାର୍ଡ କିଣିବା ପାଇଁ ନକଲି ପ୍ରମାଣ ପତ୍ର ଦେଲେ, ବର୍ଷେ ଜେଲଦଣ୍ଡ ସହିତ ୫୦ ହଜାର ଜରିମାନା…
ନୂଆଦିଲ୍ଲୀ, ୨୯।୯ : ଯେଉଁମାନେ ନକଲି ପରିଚୟ ମାଧ୍ୟମରେ ସିମ କାର୍ଡ କିଣୁଛନ୍ତି ଏବଂ ହ୍ବାଟସ ଆପ, ସିଗ୍ନାଲ କିମ୍ବା ଟେଲିଗ୍ରାମରେ ମିଥ୍ୟା ପରିଚୟ ଦେଖାଉଛନ୍ତି ସେମାନଙ୍କ ଉପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଧରାପଡ଼ିଲେ ଏଭଳି ବ୍ୟକ୍ତିଙ୍କୁ…
ଏନକାଉଣ୍ଟର ପୂର୍ବରୁ ସେନା ଅଧିକାରୀଙ୍କ ଆତଙ୍କବାଦୀଙ୍କୁୂ ଭିଡ଼ିଓ କଲ, ଶୀଘ୍ର ଆତ୍ମସମର୍ପଣ କର…
ଶ୍ରୀନଗର, ୨୯।୯ : ମଙ୍ଗଳବାର ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀଙ୍କ ସହିତ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟରର କିଛି ସମୟ ପୂର୍ବରୁ ସେନା ଅଧିକାରୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଭିଡ଼ିଓ କଲରେ କହିଥିଲେ, କିନ୍ତୁ…
ଏଏସଆଇର ଗୁରୁତ୍ୱପୂର୍ଣ୍ଣ ସନ୍ଧାନ, ଜଙ୍ଗଲରୁ ୧୦୦୦ ବର୍ଷ ତଳର ୨୬ ମନ୍ଦିର-୧,୫୦୦ ବର୍ଷ ତଳର ଗୁମ୍ଫା ମିଳିଲା…
ଭୋପାଳ, ୨୯।୯ : ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସଆଇ) ପକ୍ଷରୁ ମଧ୍ୟପ୍ରଦେଶର ଉମରିଆ ଜିଲାର ବାନ୍ଧବଗଡ଼ର ଜଙ୍ଗଲରେ ୨ ରୁ ୫ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ୨୬ ଗୁମ୍ଫା ସହିତ ୨୬ଟି ପ୍ରାଚୀନ ମନ୍ଦିରର ଏକ ଶୃଙ୍ଖଳା ଆବିଷ୍କୃତ ହୋଇଛି। ପ୍ରତ୍ନତାତ୍ତ୍ୱିକ…
୮୫ ପ୍ରତିଶତ ମୁସଲମାନ ପିଏଫଆଇ ନିଷିଦ୍ଧ ଘୋଷଣା ନେଇ ଖୁସି…
ନୂଆଦିଲ୍ଲୀ, ୨୯।୯ : ପସମାନ୍ଦା ମୁସଲିମ ବର୍ଗ ପକ୍ଷରୁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ନିଷିଦ୍ଧ ଘୋଷଣାକୁ ସ୍ବାଗତ କରାଯାଇଛି। ଏନେଇ ସେମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଅନ୍ୟ ମୁସଲମାନ ସଂଗଠନ…
ଚାଇନା ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ଭାରତ ଆଗ୍ରହୀ: ଜୟଶଙ୍କର…
ନୂଆଦିଲ୍ଲୀ, ୨୯।୯ : ବହିର୍ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଆମେରିକାକୁ ୧୧ ଦିନିଆ ଗସ୍ତ ଶେଷରେ ୱାଶିଂଟନରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ଦେଶର ବୈଦେଶିକ ନୀତି ଉପରେ ବିସ୍ତୃତ ମତ ଦେଇଛନ୍ତି। ଚାଇନା ବିଷୟରେ ସେ କହିଛନ୍ତି ଯେ ପାରସ୍ପରିକ ସମ୍ମାନ,…
ତାଜମହଲ ଦେଖିବାକୁ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ…
ଆଗ୍ରା, ୨୯।୯ : ୨୦୨୧-୨୨ ମସିହାରେ ସର୍ବାଧିକ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ତାଜମହଲ ଦେଖିବାକୁ ଯାଇଥିବା ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା…
ଥମୁଛି କରୋନା…
ନୂଆଦିଲ୍ଲୀ, ୨୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୧ ହଜାର ତଳେ ରହିଛି। ଗତ ୨୪…
ମୂଲ ଲାଗି ସ୍ତ୍ରୀ-ପିଲାଙ୍କ ଭରଣପୋଷଣ କରିବା ପୁରୁଷଙ୍କର କର୍ତ୍ତବ୍ୟ, କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୨୯।୯ : ସୁପ୍ରିମକୋର୍ଟ କହିଛନ୍ତି ଯେ ଜଣେ ପୁରୁଷଙ୍କୁ ନିଜ ସ୍ତ୍ରୀ ଏବଂ ପିଲାମାନଙ୍କର ଭରଣପୋଷଣ ପାଇଁ ମୂଲ ଲାଗି ପରିଶ୍ରମ କରି ମଧ୍ୟ ଟଙ୍କା ରୋଜଗାର କରିବାକୁ ପଡିବ। କାରଣ ସ୍ତ୍ରୀ ଏବଂ ପିଲାମାନଙ୍କୁ ଆର୍ଥିକ ସହାୟତା ଯୋଗାଉ…
ସର୍ଜିକାଲ ଷ୍ଟ୍ରାଇକକୁ ୬ ବର୍ଷ…
ନୂଆଦିଲ୍ଲୀ, ୨୯।୯ : ଆଜିକୁ ୬ବର୍ଷ ପୂର୍ବେ ପିଓକେରେ ପ୍ରବେଶ କରିଥିବା ୫୦ ଜଣ ଆତଙ୍କବାଦୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ କରି ଭାରତୀୟ ସେନା ସମଗ୍ର ବିଶ୍ୱକୁ ଚକିତ କରିଥିଲା। ଉରି, ଜମ୍ମୁ-କଶ୍ମୀରର ଏକ ସେନା ଶିବିର ଉପରେ ହୋଇଥିବା ଆକ୍ରମଣରେ…
ଭିଜା ବିଳମ୍ବ ନେଇ ଜୟଶଙ୍କର-ବ୍ଲିଙ୍କନ ଆଲୋଚନା…
ଓ୍ବାଶିଂଟନ,୨୯।୯ : ଆମେରିକାରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିଭିନ୍ନ ପ୍ରସଙ୍ଗରେ ଥିଙ୍କ ଟ୍ୟାଙ୍କ ଏବଂ ରଣନୀତିକ ସମ୍ପ୍ରଦାୟ ସହ ଆଲୋଚନା କରିଛନ୍ତି। ଏହି ସୂଚନା ଭାରତରେ ଆମେରିକାର ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁ ଟୁଇଟ କରି ପ୍ରଦାନ କରିଛନ୍ତି। ବୁଧବାର…
୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରରେ ପହଞ୍ଚିବ ମିଡିଆ କ୍ଷେତ୍ର
ନୂଆଦିଲ୍ଲୀ,୨୯।୯: ୨୦୩୦ ସୁଦ୍ଧା ଭାରତୀୟ ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗ କ୍ଷେତ୍ରରେ କାରବାର ୧୦୦ ବିଲିୟନ ଡଲାରରେ ପହଞ୍ଚ।ଇବା ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ମୁମ୍ବାଇଠାରେ ଆୟୋଜିତ ଫିକି ଫ୍ରେମ୍ସ ଫାଷ୍ଟ…

