ମୁମ୍ବାଇରେ ୧୪୪ଧାରା ଲାଗୁ: ସୋସିଆଲ ମିଡିଆ ଉପରେ ନଜର
ମୁମ୍ବାଇ,୨୫।୬: ମହାରାଷ୍ଟରେ ରାଜନୈତିକ ସଙ୍କଟ ସାଙ୍ଗକୁ ଦେଖାଦେଇଥିବା ଉତ୍ତେଜନାକୁ ନେଇ ପ୍ରଶାସନ ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦ୍ରୋହ ବିଧାୟକଙ୍କୁ ନେଇ ମହାରାଷ୍ଟ୍ରରେ ଉତ୍ତେଜନା ଦେଖାଦେଇ ବେଳେ ମୁମ୍ବାଇରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଛି। ଏହି…
ନୂଆ ଦଳ ଗଢ଼ିବେ ଏକନାଥ: ରଖିବେ ଏହି ନାମ
ମୁମ୍ବାଇ,୨୫।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ବର୍ତ୍ତମାନ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ନିଜର ନୂଆ ଦଳ ଗଠନ କରିବାକୁ ଉଦ୍ୟମ ଚଳାଇଛନ୍ତି। କୁହାଯାଉଛି, ଶିବସେନା ବାଲାସାହେବ ଠାକରେଙ୍କ ନାମରେ ସିନ୍ଦେ ତାଙ୍କ ନୂଆ ଦଳ ଗଠନ କରିବେ। ସମସ୍ତ…
ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପଛରେ ଭାଜପାର ହାତ: ଠାକରେ
ମୁମ୍ବାଇ,୨୫ ।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପରେ ଦଳକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶେଷ ପ୍ରୟାସ ଚଳାଇଛନ୍ତି । ଦଳର ଜିଲା ଓ ବିଭାଗ ମୁଖ୍ୟଙ୍କର ଶୁକ୍ରବାର ହୋଇଥିବା ବୈଠକରେ ଠାକରେ ସିନ୍ଦେ ଓ ତାଙ୍କ ସହ ଥିବା ଅସନ୍ତୁଷ୍ଟ…
ପଞ୍ଚଭୂତରେ ବିଲୀନ ହେଲେ ରାଇମୋହନ
ପୁରୀ ଅଫିସ,୨୪।୬: ପଞ୍ଚଭୂତରେ ବିଲୀନ ହେଲେ ଅଭିନେତା ରାଇମୋହନ ପରିଡ଼ା। ପୁରୀ ସ୍ବର୍ଗଦ୍ୱାରଠାରେ ଶୁକ୍ରବାର ରାତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସାନ ଝିଅ ଉଦିତା ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ପୂର୍ବାହ୍ନରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣୀ ପ୍ରାଚୀ ବିହାରସ୍ଥିତ…
ଶେଷ ପାଉଣା ବାବଦରେ ପାଇଥିଲେ ୩୦ ହଜାର ଟଙ୍କା
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଶେଷ ପାଉଣା ଥିଲା ୩୦ ହଜାର ଟଙ୍କା। କଟକର ଏଲ୍ଟି ପ୍ରଡକ୍ସନ ତରଫରୁ ଏକ ଫିଲ୍ମ ବାବଦକୁ ଅଭିନେତା ରାଇମୋହନ ପରିଡ଼ାଙ୍କୁ ମିଳିଥିଲା ଏହି ଟଙ୍କା। ଗୁରୁବାର ସଂସ୍ଥାର ମୁଖ୍ୟ ନିଜେ ରାଇମୋହନଙ୍କ ଘରକୁ ଯାଇ ଏହି ଟଙ୍କା ଦେଇଥିବା…
ମୁଖ୍ୟମନ୍ତ୍ରୀ ପଦ-କ୍ଷମତା ଲୋଭ ନାହିଁ, କିନ୍ତୁ ଜିଦ୍ରେ ମୁଁ ଅଟଳ, କହିଲେ ଉଦ୍ଧବ…
ମୁମ୍ବାଇ, ୨୪।୬ : ମହାରାଷ୍ଟ୍ରର ଦ୍ରୁତ ପରିବର୍ତ୍ତନଶୀଳ ଘଟଣାକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦବୀରେ ତାଙ୍କର କୌଣସି ମୋହ ନାହିଁ। କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପଦବୀରେ ରହିବା ପାଇଁ ସେ…
ଭୋକରେ ପ୍ରତିଦିନ ୨୫ ହଜାର ଲୋକଙ୍କ ଜୀବନ ଯାଉଛି, ଜାତିସଂଘ ରିପୋର୍ଟ…
ଜେନେଭା, ୨୪।୬ : ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ସର୍ବଶେଷ ରିପୋର୍ଟ ଅନୁଯାୟୀ, ଭୋକ ଉପାସ କାରଣରୁ ସାରା ବିଶ୍ୱରେ ପ୍ରତିଦିନ ୨୫ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ ସର୍ବାଧିକ ସଂଖ୍ୟକ ଶିଶୁ ଅଛନ୍ତି। ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ…
ମିଶନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କଲା ଭାଜପା…
ନୂଆଦିଲ୍ଲୀ, ୨୪।୬ : ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟିରେ ବଡ଼ ବିଜୟ ପରେ ଭାଜପା ପକ୍ଷରୁ ୨୦୨୪ ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି। ମିଶନ ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିକୁ…
ଆତ୍ମହତ୍ୟା କଲେ ବରିଷ୍ଠ ଅଭିନେତା ରାଇମୋହନ
ଭୁବନେଶ୍ୱର,୨୪।୬(ବ୍ୟୁରୋ): ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ା ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ଏହି ଖବର ଜଣାପଡିବା ପରେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତେବେ ଆତ୍ମହତ୍ୟାର…
ନାମାଙ୍କନ ପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ…
ନୂଆଦିଲ୍ଲୀ, ୨୪।୬ : ଭାଜପା ନେତୃତ୍ୱାଧୀନ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସଂସଦ ଭବନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ…
ନିର୍ଦ୍ଦୋଷଙ୍କୁ ଧରାଯିବ ନାହିଁ, ଦୋଷୀଙ୍କୁ ଛଡ଼ା ଯିବନି, କହିଲେ ଡିଜି…
ଲକ୍ଷ୍ନୌ, ୨୪।୬ : ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ହୋଇଥିବା ହିଂସାକୁ ନେଇ ଉତ୍ତରପ୍ରଦେଶରେ ପୋଲିସ ବିଭାଗ ପକ୍ଷରୁ ସତର୍କକତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାରର ଜୁମା ନମାଜ ପାଠକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଫୋର୍ସ…
ରାଜ୍ୟ ସଭା ଏମ୍ପି ଭାବେ ଶପଥ ନେଲେ ନିରଞ୍ଜନ
ଭୁବନେଶ୍ୱର/ନୂଆଦିଲ୍ଲୀ,୨୪ା୬: ରାଜ୍ୟ ସଭା ଏମ୍ପି ଭାବେ ଶୁକ୍ରବାର ନିରଞ୍ଜନ ବିଶି ଶପଥ ନେଇଛନ୍ତି। ତାଙ୍କୁ ଏହି ଶପଥପାଠ କରାଇଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ। ରାଜ୍ୟ ସଭା ଚାମ୍ବରରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୂଚନାନୁଯାୟୀ, ବିଜେଡି ପ୍ରାର୍ଥୀ…
Archives


