Home Middle

ଆଣବିକ ଯୁଦ୍ଧ ଆଶଙ୍କା, ଆମେରିକା କିଣୁଛି ଆୟୋଡ଼ିନ ଟାବଲେଟ…

ଓ୍ବାଶିଂଟନ,୧୩।୧୦ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧରେ ଏବେ ଆଣବିକ ଆକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ତାଙ୍କର ସୀମା ତଥା ସାବଭୌମତ୍ୱର ସୁରକ୍ଷା ପାଇଁ ସେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ହାତଛଡ଼ା କରିବେ…

ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଜାତିସଂଘ

ଇସଲମାବାଦ,୧୩ା୧୦: ଜାତିସଂଘ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଏହାର କାରଣ ହେଉଛି ଜାତିସଂଘ ପାକିସ୍ତାନ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସ୍ଥିର କରିଥିବା ଅର୍ଥର ଅଧା ମଧ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇ ନାହିଁ। କେବଳ ଏତିକି ନୁହେଁ, ବର୍ତ୍ତମାନ ଜାତିସଂଘ…

ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ପାକିସ୍ତାନରୁ ମୁହଁ ଫେରାଇଲା ଓଆଇସି

ଇସଲମାବାଦ,୧୩ା୧୦: ପାକିସ୍ତାନରେ ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ କାହାକୁ ଅଜଣା ନାହିଁ। ଏହି ବନ୍ୟାରେ ୬୦-୬୫ ଲକ୍ଷ ଲୋକ ଭୂମିହୀନ ହୋଇଛନ୍ତି। ୧୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷ ଲକ୍ଷ ଗୋରୁ ବନ୍ୟାରେ ଭାସି ଯାଇଛନ୍ତି। ଲକ୍ଷ ଲକ୍ଷ ହେକ୍ଟର…

ଏସିଆ କପ୍‌ ଫାଇନାଲରେ ଭାରତ

ଢାକା,୧୩।୧୦: ହରମାନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଟି -୨୦ଏସିଆ କପ ଫାଇନାଲରେ ପ୍ରବେଶ କରିଛି। ଦଳ ପ୍ରଥମ ସେମିଫାଇନାଲରେ ଥାଇଲ୍ୟାଣ୍ଡକୁ ୭୪ ରନରେ ପରାସ୍ତ କରିଛି। ଏହା ହେଉଛି ଟୁର୍ନାମେଣ୍ଟର ଅଷ୍ଟମ ସିଜନ ଏବଂ ଭାରତୀୟ ଦଳ ପ୍ରତ୍ୟେକ…

ସରକାର ରାଜନୈତିକ ବିବାଦରେ ବ୍ୟସ୍ତ, ମହାରାଷ୍ଟ୍ରରେ ୮ ମାସରେ ୧୮୭୫ କୃଷକ କରିଛନ୍ତି ଆତ୍ମହତ୍ୟା…

ମୁମ୍ବାଇ,୧୩।୧୦ : ମହାରାଷ୍ଟ୍ରରେ କୃଷକ ଆତ୍ମହତ୍ୟା ସଂଖ୍ୟା ଚିନ୍ତା ବଢ଼ାଇବାରେ ଲାଗିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ଚଳିତ ୨୦୨୨ ବର୍ଷ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ୧୮୭୫ କୃଷକ ଋଣ ଏବଂ ସରକାରଙ୍କ ଉଦାସୀନତା କାରଣରୁ ଜୀବନ ଶେଷ କରିଛନ୍ତି। ଗୋଟିଏ…

ବନ୍ୟ ପ୍ରାଣୀଙ୍କ ସଂଖ୍ୟା ୬୯ ପ୍ରତିଶତ କମିଛି: ଲିଭିଂ ପ୍ଲାନେଟ ରିପୋର୍ଟ ୨୦୨୨…

ନୂଆଦିଲ୍ଲୀ,୧୩।୧୦ : ଲିଭିଂ ପ୍ଲାନେଟ ରିପୋର୍ଟ ୨୦୨୨ ରେ, ୯୦ ବୈଜ୍ଞାନିକଙ୍କ ଦ୍ୱାରା ୩୨ ହଜାରରୁ ଅଧିକ ପ୍ରଜାତିର ପ୍ରାଣୀ ବିଶ୍ଳେଷଣ କରାଯାଇଛି। ଗତଥର ତୁଳନାରେ ପ୍ରାଣୀ ପ୍ରଜାତିଙ୍କ ସଂଖ୍ୟା ୧୧ ହଜାର ଅଧିକ ରହିଛି। ଡବ୍ଲୁଡବ୍ଲୁଏଫ୍‌ ଇଣ୍ଡିଆର ସେକ୍ରେଟେରୀ ଜେନେରାଲ…

ହିଜାବ ମାମଲାରେ ବିଚାରପତିଙ୍କ ରାୟ ଭିନ୍ନ ଭିନ୍ନ, ବୃହତ ଖଣ୍ଡପୀଠରେ ହେବ ବିଚାର…

ନୂଆଦିଲ୍ଲୀ,୧୩।୧୦ : ସ୍କୁଲ ଏବଂ କଲେଜରେ ହିଜାବ ପିନ୍ଧିବା ଉପରେ ନିଷେଧାଦେଶ ବିରୋଧରେ ସୁପ୍ରିମକୋର୍ଟ ୧୦ ଦିନ ଶୁଣାଣି କରିଥିଲେ ଏବଂ ଏହା ପରେ ୨୨ ସେପ୍ଟେମ୍ବରରେ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ନିର୍ବାଚନ ପାଖେଇ ଆସୁଥିବାରୁ କର୍ନାଟକ ପାଇଁ ଏହା…

ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ଜବାବ…

ଜେନେଭା,୧୩।୧୦ : ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ ପୁଣି ଥରେ ସାମ୍ନାକୁ ଆସିଛି। ଏଥିପାଇଁ ଭାରତ ପୁଣି ଥରେ କଡ଼ା ଜବାବ ଦେବା ସହିତ ନିନ୍ଦା କରିଛି। ସାଧାରଣ ସଭାରେ ୟୁକ୍ରେନ-ରୁଷିଆ ଯୁଦ୍ଧ ପ୍ରସଙ୍ଗ ଚାଲିଥିଲା ।…

ପୃଥିବୀରେ ମଙ୍କିପକ୍ସ ମାମଲା ୭୦ ହଜାର ଟପିଲା, ସତର୍କ ସୂଚନା ଜାରି କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୧୩।୧୦ : ସମଗ୍ର ବିଶ୍ୱରେ ମଙ୍କିପକ୍ସ ମାମଲା ରେ ବହୁତ ବୃଦ୍ଧି ଘଟିଛି । ବିଶ୍ୱ ସୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ମଙ୍କିପକ୍ସ ସହ ଜଡିତ ମାମଲା ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି। ଏହା ସହିତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଭାରତରେ ଓମିକ୍ରନ୍‌ର ୯ ସବ୍‌ ଭାରିଆଣ୍ଟ…

ନୂଆଦିଲ୍ଲୀ,୧୩।୧୦ : କରୋନା ଭୂତାଣୁର ଓମିକ୍ରନ ଭାରିଆଣ୍ଟର ଦୁଇଟି ସବ୍‌ ଭାରିଆଣ୍ଟ ଚାଇନାରେ ପୁନର୍ବାର ସଂକ୍ରମଣ ବିସ୍ତାର କରିଛି। ଚାଇନାର ୫ରୁ ଅଧିକ ରାଜ୍ୟରେ ସଂକ୍ରମଣ ମାମଲାରେ ହଠାତ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନର ନଅଟି…

ଏସିଆ କପ୍‌ ସେମିଫାଇନାଲ୍‌: ଥାଇଲାଣ୍ଡକୁ ୧୪୯ ରନ୍‌ର ଲକ୍ଷ୍ୟ ଦେଲା ଭାରତ

ସିଲହଟ,୧୩।୧୦: ମହିଳା ଏସିଆ କପ୍‌ ସେମିଫାଇନାଲରେ ଭାରତ ଏବଂ ଥାଇଲାଣ୍ଡର ଆଜି ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ ସିଲହଟ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତର ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ୍‌ ହରାଇ ୧୧୪୮ ରନ୍‌ କରିଛି। ଥାଇଲ୍ୟାଣ୍ଡ…

ବିଶ୍ୱ ମାନଚିତ୍ରରୁ ଏକ ସାର୍ବଭୌମ ଦେଶକୁ ଲିଭାଇ ପାରିବ ନାହିଁ ରୁଷିଆ, ନିନ୍ଦା ପ୍ରସ୍ତାବକୁ ବାଇଡେନଙ୍କ ପ୍ରଶଂସା…

ଜେନେଭା/ଓ୍ବାଶିଂଟନ/ମସ୍କୋ,୧୩।୧୦ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ରୁଷିଆ ବିରୋଧରେ ପାରିତ ହୋଇଥିବା ନିନ୍ଦା ପ୍ରସ୍ତାବକୁ ପ୍ରଶଂସା କରିଛନ୍ତି। ପ୍ରସ୍ତାବରେ ୟୁକ୍ରେନର ଚାରୋଟି ଅଞ୍ଚଳକୁ ରୁଷିଆ ସହିତ ମିଶ୍ରଣକୁ ନିନ୍ଦା କରାଯାଇଛି। ବାଇଡେନ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?