Home Middle

ନେହେରୁଙ୍କୁ ହଟାଇ ସାବରକରଙ୍କ ଫଟୋ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୫ା୮: ଭାଜପା ଶାସିତ କର୍ନାଟକରେ ଏକ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି। ସରକାରୀ ବିଜ୍ଞାପନର ଫଟୋରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ହଟାଇ ତାଙ୍କ ସ୍ଥାନରେ ବିପ୍ଳବୀ ବିନାୟକ ଦାମୋଦର ସାବରକରଙ୍କୁ ସ୍ଥାନିତ କରାଯାଇଛି। ନରେନ୍ଦ୍ର ମୋଦିଙ୍କ ଆହ୍ବାନ…

ସୀମା ଡେଇଁଲା ଚାଇନା ଯୁଦ୍ଧବିମାନ

ତାଇପେଇ,୧୫ା୮ ଚାଇନାର ୧୧ଟି ମିଲିଟାରି ଏୟାରକ୍ରାଫ୍ଟ ରବିବାର ତାଇଓ୍ବାନ୍‌ ପ୍ରଣାଳୀର ମଧ୍ୟରେଖା (ମେଡିଆନ୍‌ ଲାଇନ୍‌) ଅତିକ୍ରମ କରିଛି। ଏହି ଯୁଦ୍ଧବିମାନଗୁଡ଼ିକ ତାଇଓ୍ବାନ୍‌ର ଏୟାର ଡିଫେନ୍ସ ଜୋନ୍‌ ଅତିକ୍ରମ କରିଥିବା ତାଇପେଇ ପକ୍ଷରୁ ଅଭିଯୋଗ ଅଣାଯାଇଛି। ତାଇଓ୍ବାନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି…

ଆଞ୍ଚଳିକ ବୈଷମ୍ୟ କମୁଛି

ନୂଆଦିଲ୍ଲୀ,୧୫।୮: ୭୬ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରି ଭାରତରେ ଆଞ୍ଚଳିକ ବୈଷମ୍ୟ ହ୍ରାସ ପାଉଥିବା କହିଛନ୍ତି। ଆର୍ଥତ୍କ ସଂସ୍କାରମୂଳକ ପଦକ୍ଷେପ ସାଙ୍ଗକୁ ନୂତନ କଲ୍ୟାଣକାରୀ ଯୋଜନା ଯୋଗୁ ନିକଟ ଅତୀତରେ…

୨୦୪୭ ସୁଦ୍ଧା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନକୁ ସମ୍ପୂର୍ଣ୍ଣ ରୂପେ କରିବୁ ସାକାର: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୮: ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ପ୍ରଥମଥର ସମ୍ବୋଧନ କରିଛନ୍ତି। ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇବା ସହ ରାଷ୍ଟ୍ରପତି କହିଛନ୍ତି, ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ…

ଭାରତକୁ କୃତଜ୍ଞତା ଜଣାଇଲା ତାଇଓ୍ବାନ

ତାଇପେ/ନୂଆଦିଲ୍ଲୀ,୧୪ା୮: ଚାଇନା ଏବଂ ତାଇଓ୍ବାନ ମଧ୍ୟରେ ଥିବା ତିକ୍ତତାକୁ ସମନ୍ବୟ କରିବାରେ ଭାରତ ଏବଂ ଅନ୍ୟାନ୍ୟ ଦେଶ ତାଇଓ୍ବାନକୁ ସାହାଯ୍ୟ କରିଥିଲେ। ତାଇଓ୍ବାନ ଏନେଇ ରବିବାର ଭାରତକୁ ଧନ୍ୟବାଦ ଜଣାଇଛି। ତାଇଓ୍ବାନ କହିଛି, ଭାରତର ଉଦ୍ୟମ ସେମାନଙ୍କ ଆତ୍ମରକ୍ଷାକୁ ଦୃଢ଼ କରିବ।…

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ: ଫଡନବିସ୍‌ଙ୍କୁ ଗୃହ, ଅର୍ଥ ମନ୍ତ୍ରଣାଳୟ

ମୁମ୍ବାଇ,୧୪।୮: ମହାରାଷ୍ଟ୍ରରେ ଦୀର୍ଘ ଦିନର ଅପେକ୍ଷା ପରେ ରବିବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟ କ୍ୟାବିନେଟରେ ନବ ନିଯୁକ୍ତ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମଆରଡିସି ଏବଂ ନଗର ଉନ୍ନୟନ ବିଭାଗର ଦାୟିତ୍ୱ ନିଜ ପାଖରେ ରଖିଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

ଲାଲ କିଲ୍ଲାରେ ସୁରକ୍ଷା ଛାଉଣୀ…

ନୂଆଦିଲ୍ଲୀ, ୧୪।୮ : ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲ୍‌ କିଲ୍ଲା ସୁରକ୍ଷା ଛାଉଣୀରେ ପରିଣତ ହୋଇଛି। ଗୁଡ଼ି ଭଳି ଉଡ଼ନ୍ତା ବସ୍ତୁ ବ୍ୟବହାର କରି କିଛି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏଜେନ୍ସିମାନେ ପୋଲିସକୁ ସତର୍କ ସୂଚନା ଜାରି କରିଛନ୍ତି।…

ସ୍ବାଧୀନତା ଦିବସ: ଦିଲ୍ଲୀରେ ହାଇ ଆଲର୍ଟ…

ନୂଆଦିଲ୍ଲୀ, ୧୪।୮ : ଦେଶରେ ସ୍ବାଧୀନତା ଦିବସ ପାଳନ କରାଯିବାକୁ ଆଉ କେତେ ଘଣ୍ଟା ବାକି ରହିଛି। ଗୋଇନ୍ଦା ସୂତ୍ରରୁ ମିଳିଥିବା ଇନପୁଟ ଆଧାରରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀ ପୋଲିସ ଜାତୀୟ ରାଜଧାନୀରେ…

ସ୍ବାଧୀନତା ଦିବସ ପୂର୍ବରୁ ମଣିପୁରରୁ ୭ ଉଗ୍ରବାଦୀ ଗିରଫ…

ଇମ୍ଫାଲ, ୧୪।୮ : ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଏକ ବଡ ଷଡଯନ୍ତ୍ର ପଣ୍ଡ ହୋଇଛି। ସୂଚନାନୁସାରେ, ମଣିପୁରର ବିଭିନ୍ନ ସ୍ଥାନରୁ ନିଷିଦ୍ଧ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ର ୭ଜଣ ସଶସ୍ତ୍ର ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି। ଥୋଉବଲ ଜିଲା ଅଧୀକ୍ଷକ…

୧,୦୮୨ ପୋଲିସଙ୍କୁ ପଦକ…

ନୂଆଦିଲ୍ଲୀ, ୧୪।୮ : ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଏବଂ ରାଜ୍ୟ ପୋଲିସର ୧,୦୮୨ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସେମାନଙ୍କୁ ଗ୍ୟାଲେଣ୍ଟ୍ରି ସମେତ ବିଭିନ୍ନ ବର୍ଗର ସେବା ପଦକ ପ୍ରଦାନ କରାଯିବ। ରବିବାର ଏକ…

ଦୁଃଖଦ ଐତିହାସିକ ଘଟଣାର ରାଜନୀତିକରଣ କରୁଛନ୍ତି ପ୍ରଧାନମନ୍ତ୍ରୀ, କଂଗ୍ରେସର ସମାଲୋଚନା…

ନୂଆଦିଲ୍ଲୀ, ୧୪।୮ : କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଛି। ରବିବାର କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ ୧୪ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିବା ପଛରେ ପ୍ରକୃତ ଉଦ୍ଦେଶ୍ୟ ଭିନ୍ନ…

ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନରେ ୫୦୦ କୋଟିରୁ ଅଧିକ କାରବାର …

ନୂଆଦିଲ୍ଲୀ, ୧୪।୮ : ସମଗ୍ର ଦେଶରେ ଭାରତୀୟ ତ୍ରିରଙ୍ଗାକୁ ପ୍ରତିଟି ଅଞ୍ଚଳରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର୍‌ ଘର୍‌ ତିରଙ୍ଗା ଅଭିଯାନ ଲୋକାଲରେ ଭୋକାଲ ତଥା ଆତ୍ମନିର୍ଭର ଭାରତ ପଦକ୍ଷେପକୁ ପ୍ରୋତ୍ସାହିତ କରିଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri