Home Middle

ଦେଶ ବିଭାଜନ ମୃତକଙ୍କ ପାଇଁ ସଂସଦରେ ଶୋକ ପ୍ରସ୍ତାବ ଆଣନ୍ତୁ ଭାରତ-ପାକିସ୍ତାନ ସରକାର…

ଚଣ୍ଡିଗଡ଼, ୧୬।୮ : ଶ୍ରୀ ଅକାଳ ତଖତ୍‌ ସାହେବ ଜାଠେଦାର ଜ୍ଞାନୀ ହରପ୍ରୀତ ସିଂ କହିଛନ୍ତି ଯେ ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଏବଂ ବିସ୍ଥାପନର ଯନ୍ତ୍ରଣା ଭୋଗୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭାରତ ଏବଂ ପାକିସ୍ତାନ ସରକାର…

ବସ୍‌ ତେଲ ଟ୍ୟାଙ୍କର ଧକ୍କା, ୨୦ ଜୀବନ୍ତ ଦଗ୍ଧ…

ଇସଲାମାବାଦ, ୧୬।୮ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲାହୋରଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଥିବା ମୁଲତାନରେ ଏକ ଯାତ୍ରୀବାହୀ ବସ ଏବଂ ଏକ…

ଗୁଜରାଟର ୪ ଗାଁ ଦାଦର-ନଗର ହଭେଲିରେ ମିଶିବ…

ଅହମଦାବାଦ, ୧୬।୮ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗୁଜରାଟର ୪ ଗାଁ ଏବଂ କିଛି ଜମି କେନ୍ଦ୍ରଶାସିତ ଅଞ୍ଚଳ ଦାଦର-ନଗର ହଭେଲି ଏବଂ ଦାମନ-ଡିୟୁକୁରେ ମିଶାଇବାକୁ ଯୋଜନା କରୁଛନ୍ତି। ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ଅଧିକାରୀମାନେ…

ଆମେ ସରକାର ଚଳାଉ ନାହୁଁ, ପରିଚାଳନା କରୁଛୁ, ମନ୍ତ୍ରୀଙ୍କ ଅଡିଓ କ୍ଲିପ୍‌ ଲିକ୍‌…

ବେଙ୍ଗାଲୁରୁ, ୧୬।୮ : କର୍ନାଟକ ସରକାରରେ ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଅଡିଓ କ୍ଲିପ୍‌ ଲିକ୍‌ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କୁ ଅଡୁଆରେ ପକାଇଛି। ମୁଖ୍ୟମନ୍ତ୍ରୀ ଏହି ଅଡିଓ…

ପେଣ୍ଟାଗନ-ଭାରତୀୟ ପ୍ରତିରକ୍ଷା ବିଭାଗ ସମ୍ପର୍କ ସୁଦୃଢ଼…

ଓ୍ବାଶିଂଟନ, ୧୬।୮ : ଭାରତ ଏବଂ ଆମେରିକା ମଧ୍ୟରେ ସାମରିକ ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି। ଏହାର କାରଣ ହେଉଛି ଯେ ବର୍ତ୍ତମାନ ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନରେ ଭାରତୀୟ ପ୍ରତିରକ୍ଷା ଅଧିକାରୀ ଅଣସଂରକ୍ଷିତ ପ୍ରବେଶ ସୁବିଧା ଯୋଗାଇ ଦିଆଯାଇଛି। ଆମେରିକାର…

କଶ୍ମୀର ପଣ୍ଡିତ ଅସୁରକ୍ଷିତ, ଉପରାଜ୍ୟପାଳ ବିଫଳ, ଜବାବ ଦିଅନ୍ତୁ ମୋଦି-ଶାହା, ଓଓ୍ବାଇସିଙ୍କ ଦାବି…

ନୂଆଦିଲ୍ଲୀ, ୧୬।୮ : କଶ୍ମୀର ପଣ୍ଡିତ ସମ୍ପ୍ରଦାୟଙ୍କ ଉପରେ ପୁଣି ଥରେ ଜମ୍ମୁ-କଶ୍ମୀରର ଶୋପିଆନରେ ଆକ୍ରମଣ କରାଯାଇଛି। ସେଓ ବଗିଚାରେ ପ୍ରବେଶ କରି ଆତଙ୍କବାଦୀମାନେ ସୁନୀଲ କୁମାର ଭଟ୍ଟ ଏବଂ ତାଙ୍କ ଭାଇଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ସୁନୀଲ…

ନିପୁଣ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ସେନାକୁ ହସ୍ତାନ୍ତର କଲେ ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୧୬।୮ : ଦେଶର ସୀମାରେ ସୁରକ୍ଷା ଆହ୍ବାନକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର କେତେକ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ସେନାକୁ ହସ୍ତାନ୍ତର କରିଛନ୍ତି। ଏଥିମଧ୍ୟରେ ଏକେ-୨୦୩ ଏଫ୍‌-ଇନସାସ୍‌ ରାଇଫଲ ଏବଂ ନୂତନ ଆଣ୍ଟି-ଷ୍ଟାଫ ପର୍ସୋନେଲ ମାଇନ୍‌ ନିପୁଣ ଆଦି…

୩ ରାଜ୍ୟରେ ସଙ୍କଟ, ଦୈନିକ ସଂକ୍ରମଣ ୭ ହଜାର ତଳେ…

ନୂଆଦିଲ୍ଲୀ, ୧୬।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ସବୁ ପ୍ରକାର ବିପର୍ଯ୍ୟୟରେ ‘ସବୁ ଜୀବନ ମୂଲ୍ୟବାନ’ ବୋଲି ସେ କହିଛନ୍ତି। ଯେପରି କୌଣସି ପରିସ୍ଥିତିରେ ଗୋଟିଏ ବି ଜୀବନ ହାନି ନ ହୁଏ ଏବଂ ସାଧାରଣ…

୨ ସାଧାରଣ ନାଗରିକଙ୍କ ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ: ଜଣଙ୍କ ମୃତ୍ୟୁ

ଶ୍ରୀନଗର,୧୬।୮: ଜମ୍ମୁକଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଦୁଇ କଶ୍ମୀରୀ ପଣ୍ଡିତ ଭାଇଙ୍କୁ ଗୁଳି କରି କରିଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

୬୨୬ ଫୁଟ୍‌ରେ ହୀରାକୁଦର ଜଳସ୍ତର: ପୁଣି ଖୋଲିପାରେ ଅଧିକ ଗେଟ୍‌

ସମ୍ବଲପୁର,୧୬ା୮(ବ୍ୟୁରୋ): ଉପର ମୁଣ୍ଡରେ ଲଗାଣ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ମଙ୍ଗଳବାର ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୨୬ଟି ଗେଟ୍‌ରୁ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ ହେଉଛି। ପ୍ରତି ସେକେଣ୍ଡରେ ଡ୍ୟାମ୍‌କୁ ୭ଲକ୍ଷ ୬୫ ହଜାର ୮୫୮…

ଘାଟିକୁ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌: ୬ ଶହୀଦ,୩୦ ଆହତ

ଶ୍ରୀନଗର,୧୬।୮: ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଜମ୍ମୁ କଶ୍ମୀରର ପହଲଗାମରେ ଏକ ଘାଟରେ ଖସି ପଡିଛି। ଏହି ଦୁର୍ଘଟଣାରେ ୬ ଯବାନ ଶହୀଦ ହୋଇଥିବାବେଳେ ୩୦ ଜଣ ଯବାନ ଆହତ ହୋଇଛନ୍ତି। ଏହି ଯବାନମାନେ ଅମରନାଥ ଯାତ୍ରା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri