ଏସିଆ କପ୍ ସୁପର-୪ରେ ଭାରତ
ଦୁବାଇ,୧ା୯(ପି.ଟି): ଏସିଆ କପ୍ ଟି୨୦ କ୍ରିକେଟ ହଂକଂ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚରେ ବିଜୟ ସହିତ ସୁପର୍ -୪ରେ ପ୍ରବେଶ କରିଛି ଭାରତ। ସୂର୍ଯ୍ୟକୁମାର ଓ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୯୨ ରନର ବିଶାଳ ସ୍କୋର କରିଥିଲା। ଜବାବରେ ହଂକଂ…
୧ମ ତ୍ରୈମାସରେ ୧୩.୫% ହାରରେ ଜିଡିପି ବୃଦ୍ଧି
ନୂଆଦିଲ୍ଲୀ,୧।୯: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ୧ମ ତ୍ରୈମାସର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବିସ୍ତୃତ ସୂଚନା କେନ୍ଦ୍ର ସରକାର ବୁଧବାର ଜାରି କରିଛନ୍ତି। ଉକ୍ତ ସୂଚନା ଅନୁଯାୟୀ ଗତ ୪ଟି ତ୍ରୈ ମାସିକଠାରୁ ଚଳିତ ଆର୍ଥିକ ବର୍ଷର ୧ମ (ଏପ୍ରିଲରୁ…
ସୋଭିଏଟ୍ର ପତନ ଓ ଗୋର୍ବାଚେଭ୍
ମସ୍କୋ, ୧ା୯: ୧୯୧୭ରେ ବୋଲସେଭିକ୍ କ୍ରାନ୍ତି ଓ ଜାର୍ ନିକୋଲାସ୍ ଦ୍ୱିତୀୟ ଶାସନରୁ ହଟିବା ପରେ ସୋଭିଏଟ୍ ସଂଘ ଗଠନ ହୋଇଥିଲା। ହେଲେ ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଥିଲା। ଭ୍ଲାଡିମିର ଲେନିନ୍ ରୁଷିଆ ଶାସନ ଭାର ସମ୍ଭାଳିଥିଲେ। ରୁଷିଆକୁ ଲାଗି…
ଦେଶରେ ଦିନକୁ ୮୬ ବଳାତ୍କାର
ନୂଆଦିଲ୍ଲୀ,୧।୯: ଭାରତରେ ୨୦୨୧ରେ ଦୈନିକ ହାରାହାରି ୮୬ ବଳାତ୍କାର ଘଟଣା ଘଟିଥିବାବେଳେ ମହିଳାମାନଙ୍କ ପ୍ରତି ଅପରାଧ ମାମଲା ସଂଖ୍ୟା ଘଣ୍ଟାକୁ ପାଖାପାଖି ୪୯ ରହିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ରିପୋର୍ଟରୁ ଜଣାପଡ଼ିଛି। ୨୦୨୧ରେ ଦେଶରେ ମୋଟ ୩୧,୬୭୭ ବଳାତ୍କାର…
ଭାଜପାମୁକ୍ତ ଭାରତ ପାଇଁ ଆହ୍ବାନ
ପାଟନା,୧।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍) ବୁଧବାର ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହୋଇ ଭାଜପାମୁକ୍ତ ଭାରତ ଗଠନ ଲାଗି ଆହ୍ବାନ ଦେଇଛନ୍ତି। ଉଭୟ କଂଗ୍ରେସ ଓ ଭାଜପା ଦେଶର ବିକାଶ…
ଦେଶରେ ଦୈନିକ ୮୨ ମର୍ଡର
ନୂଆଦିଲ୍ଲୀ,୧।୯: ଭାରତରେ ୨୦୨୧ରେ ଦୈନିକ ହାରାହାରି ୮୨ ଜଣଙ୍କୁ ହତ୍ୟା କରାଯାଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ରିପୋର୍ଟରୁ ଜଣାପଡ଼ିଛି। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଦେଖିଲେ ହତ୍ୟାକାଣ୍ଡ ହାର ଝାଡ଼ଖଣ୍ଡରେ ସର୍ବାଧିକ ୪.୧ ରହିଛି। ଦିଲ୍ଲୀରେ ହତ୍ୟାକାଣ୍ଡ ହାର…
ବଙ୍କିହାମ ପ୍ୟାଲେସରେ ଶପଥ ନେବେନି ନୂଆ ପ୍ରଧାନମନ୍ତ୍ରୀ, ପ୍ରଥମଥର ଭାଙ୍ଗିବ ରାଜକୀୟ ପରମ୍ପରା
ଲଣ୍ଡନ,୩୧ା୮: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୫ରେ ଶପଥ ନେବେ। ତେବେ ବ୍ରିଟେନର ରାଣୀ ଦ୍ୱିତୀୟ ଏଲିଜାବେଥ ବର୍ତ୍ତମାନ ସ୍କଟ୍ଲ୍ୟାଣ୍ଡରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ନିଜେ ସ୍କଟଲ୍ୟାଣ୍ଡରେ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବେ। ସେ ପ୍ରଧାନମନ୍ତ୍ରୀଙ୍କୁ ଶପଥ ଗ୍ରହଣ…
ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ: ହଂକଂକୁ ୧୯୩ ରନ୍ର ବିଜୟ ଲକ୍ଷ୍ୟ
ଦୁବାଇ,୩୧।୮: ଏସିଆ କପ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍ ଭାରତ ଏବଂ ହଂକଂ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ୍ ହରାଇ ୧୯୨ ରନ ସଂଗ୍ରହ କରିଛି। ସୁର୍ଯ୍ୟକୁମାର ଯାଦବ ଏବଂ…
ଆସୁଛି ସବୁଠୁ ଶକ୍ତିଶାଳୀ ବାତ୍ୟା
ଟୋକିଓ,୩୧ା୮: ଚଳିତବର୍ଷ ଜାପାନରେ ସବୁଠୁ ଶକ୍ତିଶାଳୀ ବାତ୍ୟା ହେବ। ଯାହାକି ଅତ୍ୟନ୍ତ ଭୟଙ୍କର। ଜାପାନର ପାଣିପାଗ ବିଜ୍ଞାନ ଏଜେନ୍ସି କହିଛି, ବୁଧବାର ଏହା ମୁଖ୍ୟ ଓକିନାଓ୍ବା ଦ୍ୱୀପରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏପରିକି ଘଣ୍ଟାପ୍ରତି ୧୯୮ କିଲୋମିଟର ବେଗରେ ପବନ…
ଟସ୍ ଜିତିଲା ହଂକଂ: ପ୍ରଥମେ ବ୍ୟାଟିଂ କରିବ ଭାରତ
ଦୁବାଇ,୩୧।୮: ଏସିଆ କପ୍ ୨୦୨୨ରେ ଭାରତ ଦ୍ୱିତୀୟ ମ୍ୟାଚ୍ ଆଜି ହଂକଂକୁ ଭେଟୁଛି। ଏହି ମ୍ୟାଚ୍ରେ ହଂକଂ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ଭାରତର ଅଧିନାୟକ ରୋହିତ ଶର୍ମା ଟିମ୍ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି।…
ଭାରତଠାରୁ ସହାୟତା ନେବ କି ନାହିଁ ଚିନ୍ତା କରୁଛି ପାକିସ୍ତାନ
ଇସଲାମାବାଦ,୩୧ା୮: କିଛି ସପ୍ତାହ ଧରି ପାକିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଛି। ବନ୍ୟା ଯୋଗୁ ଦେଶରେ ବିସ୍ଥାପିତ ହୋଇଥିବା ହଜାର ହଜାର ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ବନ୍ୟାଜଳ ଦ୍ୱାରା ଫସଲ ନଷ୍ଟ ହୋଇଯାଇଛି। ବର୍ତ୍ତମାନ…
ଭୋଷ୍ଟୋକ -୨୦୨୨ ମିଳିତ ସମରାଭ୍ୟାସ ନେଇ ଚିନ୍ତାରେ ଆମେରିକା…
ମସ୍କୋ, ୩୧।୮ : ରୁଷିଆ ଭାରତ ମିଳିତ ସମାରାଭ୍ୟାସ ଭୋଷ୍ଟୋକ -୨୦୨୨ ଘୋଷଣା ହେବା ପରେ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅଭ୍ୟାସରେ ଭାରତ ଏବଂ ଚାଇନାର ୫୦ ହଜାର ସୈନିକ ଅଂଶଗ୍ରହଣ କରୁଛନ୍ତି।…
Archives


