Home Middle

ଝାଡ଼ଖଣ୍ଡ ୩ ବିଧାୟକଙ୍କୁ ଜାମିନ୍‌, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଏଭଳି କରିଥିବା ଅଭିଯୋଗ ଆଣିଲେ ଅଭିଯୁକ୍ତ…

କୋଲକାତା, ୨୦।୮ : ଏକ କାରରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ଅଭିଯୋଗ ଗିରଫ ହୋଇଥିବା ଝାଡ଼ଖଣ୍ଡର ୩ ଜଣ ବିଧାୟକଙ୍କୁ କୋଲକାତା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜମତରା ବିଧାୟକ ଇରଫାନ୍‌ ଅଂସାରୀ,ଖିଜରି…

ନିର୍ବାଚନରେ ପ୍ରତିଶ୍ରୁତି କଲ୍ୟାଣକାରୀ ଯୋଜନା ଲାଗି ସାହାଯ୍ୟ କରେ, ଜବାବ ଦେଲା ଡିଏମକେ…

ନୂଆଦିଲ୍ଲୀ, ୨୦।୮ : ରାଜନୈତିକ ଦଳଗୁଡିକ ଦ୍ୱାରା ମୁକ୍ତ ନିର୍ବାଚନର ପ୍ରତିଶ୍ରୁତି ଉପରେ ରାଜନୀତି ମଧ୍ୟରେ ଡିଏମକେ କହିଛି ଯେ ଦୁର୍ବଳ ବର୍ଗଙ୍କର ଉନ୍ନତିରେ କଲ୍ୟାଣକାରୀ ଯୋଜନା ଲାଗି ସାହାଯ୍ୟ କରିଥାଏ। ଏହାକୁ ମାଗଣା କୁହାଯାଇପାରିବ ନାହିଁ। ନିର୍ବାଚନ ସମୟରେ ମାଗଣା…

ଚାଇନାର ବିସ୍ତାରବାଦୀ ନୀତି ଦକ୍ଷିଣ ଚାଇନା ସାଗର ପର୍ଯ୍ୟନ୍ତ ସୀମିତ ନୁହେଁ, ତାଇଓ୍ବାନର ଅଭିଯୋଗ…

ନୂଆଦିଲ୍ଲୀ, ୨୦।୮ : ଚାଇନାର ବିସ୍ତାରାଦୀ ନୀତି ନେଇ ତାଇଓ୍ବାନ ପୁଣିଥରେ ଚାଇନାକୁ ଟାର୍ଗେଟ କରିଛି। ତାଇଓ୍ବାନ ବୈଦେଶିକ ମନ୍ତ୍ରୀ ଯୋଶେଫ ଓ୍ବୁ ଶନିବାର ଅଭିଯୋଗ କରିଛନ୍ତି ଯେ, ଚାଇନାର ବିସ୍ତାରବାଦୀ ନୀତି କେବଳ ଦକ୍ଷିଣ ଚାଇନା ସାଗର ପର୍ଯ୍ୟନ୍ତ ସୀମିତ…

ପ୍ରତିରକ୍ଷା ବାହିନୀଙ୍କୁ ଜରୁରୀକାଳୀନ ଅଧିଗ୍ରହଣ କ୍ଷମତା ପ୍ରଦାନ, ଆସନ୍ତା ସପ୍ତାହରେ ହୋଇପାରେ ବୈଠକ…

ନୂଆଦିଲ୍ଲୀ, ୨୦।୮ : ଭାରତୀୟ ପ୍ରତିରକ୍ଷା ବାହିନୀ ଫାଷ୍ଟ-ଟ୍ରାକ ମାର୍ଗ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ପ୍ରଣାଳୀ କ୍ରୟ କରିବା ପାଇଁ ଜରୁରୀକାଳୀନ କ୍ଷମତା ପାଇବେ। ସୂଚନାନୁସାରେ, ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଉଚ୍ଚ ସ୍ତରୀୟ ବୈଠକରେ ପ୍ରତିରକ୍ଷା…

ଦଲାଇ ଲାମାଙ୍କୁ ଭାରତ ରତ୍ନ ପାଇଁ ଦାବି କଲା ସର୍ବଦଳୀୟ ସଂସଦୀୟ ଫୋରମ…

ନୂଆଦିଲ୍ଲୀ, ୨୦।୮ :ଦଲାଇ ଲାମାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଭାରତୀୟ ସର୍ବଦଳୀୟ ସଂସଦୀୟ ଫୋରମ ପକ୍ଷରୁ ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କୁ ଏନେଇ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛି। ଏହାର ସଂଯୋଜକ ବିଜେଡି ଏମ୍‌ପି ସୁଜିତ କୁମାର ଶନିବାର ଏହା…

ଡାକ୍ତରଙ୍କ ଅବସର ଗ୍ରହଣ ବୟସ ୭୦ ବର୍ଷକୁ ବୃଦ୍ଧି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା…

ଗୁଆହାଟୀ, ୨୦।୮ : ଆସାମ ସରକାର ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ଡାକ୍ତରଙ୍କ ଅବସର ବୟସକୁ ୭୦ବର୍ଷକୁ ବୃଦ୍ଧି କରିଛନ୍ତି। ଡାକ୍ତରଙ୍କ ଅବସର ବୟସ ବଢ଼ାଇବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ସରକାର ଏକ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି।…

ସିରିଜ୍‌ ଜିତିଲା ଭାରତ…

ହରାରେ, ୨୦।୮ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ୫ ଓ୍ବିକେଟରେ ବିଜୟୀ ହୋଇଛି। ଧାର୍ଯ୍ୟ ଲକ୍ଷ୍ୟ ୧୬୨ ରନ୍‌ ପିଛା କରି ଭାରତ ୨୫.୪ ଓଭରରେ ୫ ଓ୍ବିକେଟ ହରାଇ ୧୬୭…

ସାଇବର ଆକ୍ରମଣକୁ ରୋକିବ ୯୭ ସୁରକ୍ଷା ଅନୁସନ୍ଧାନ ସଂଗଠନ ପ୍ୟାନେଲ…

ନୂଆଦିଲ୍ଲୀ, ୨୦।୮ : ଦେଶରେ ସାଇବର ଆକ୍ରମଣ ବୃଦ୍ଧି ପାଉଛି। କମ୍ପ୍ୟୁଟର ନେଟୱାର୍କିଂ ଏବଂ ମୋବାଇଲ ଫୋନରେ ଆକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି। ଏହାର ନାମ ୯୭ କା ଦମ ଅର୍ଥାତ୍‌ ସୁରକ୍ଷା…

ଦଳ ଦରି ପକାଇବା କାମ ଦେଲେ ବି ମୁଁ କରିବି, ସଂସଦୀୟ ବୋର୍ଡରୁ ବାହାର ନେଇ କହିଲେ ଶିବରାଜ…

ନୂଆଦିଲ୍ଲୀ, ୨୦।୮ : ଭାଜପା ସଂସଦୀୟ ବୋର୍ଡରୁ ବାହାର ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ଶନିବାର କହିଛନ୍ତି, ମୁଁ ଯୋଗ୍ୟ କି ନୁହେଁ ସେନେଇ ମୋର କୌଣସି ଚିନ୍ତା ନାହିଁ। ଯଦି ଦଳ…

ସିବିଆଇର ହୋଇଛି ଭାଜପାକରଣ, ମାଲିକ ଯାହା ଚାହୁଁଛନ୍ତି ତାହା ହେଉଛି, ସିବଲଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୨୦।୮ : ରାଜ୍ୟ ସଭା ଏମ୍‌ପି କପିଲ ସିବଲ ଶନିବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପତଞ୍ଜରା ମଧ୍ୟରେ ଥିବା ଶୁଆ ଏବେ ମୁକ୍ତ ହୋଇଛି। ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନକୁ ନେଇ…

ଭାରତ ସହିତ ଶାନ୍ତି ଚାହୁଁଛି ପାକିସ୍ତାନ…

ଇସଲାମାବାଦ, ୨୦।୮ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ଭାରତ ସହିତ ଶାନ୍ତି ଚାହୁଁଛି ପାକିସ୍ତାନ । କଶ୍ମୀର ସମସ୍ୟାର ସମାଧାନ ପାଇଁ ପାରସ୍ପରିକ ଆଲୋଚନା ମାଧ୍ୟମରେ ଭାରତ ସହ ପାକିସ୍ତାନ ଚିରସ୍ଥାୟୀ ଶାନ୍ତି ଚାହୁଁଛି।…

ମିଶ୍ରଣ କଳ୍ପନା ଜଳ୍ପନାକୁ ଖଣ୍ଡନ କଲେ ଭାଜପା-ଏନଡିପିପି…

କୋହିମା, ୨୦।୮ : ନାଗାଲାଣ୍ଡର ଶାସକ ମିଳିତ ସହଯୋଗୀ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି (ଏନଡିପିପି) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପରେ ଦୁଇ ଦଳ ମିଶ୍ରଣ କରିବେ ବୋଲି କଂଗ୍ରେସର କଳ୍ପନା ଜଳ୍ପନାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri