Home Middle

ବିମୁଦ୍ରୀକରଣ ରେକର୍ଡ ଦାଖଲ ପାଇଁ କେନ୍ଦ୍ର-ଆରବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୧୨ : ବିମୁଦ୍ରୀକରଣ ରେକର୍ଡ ଦାଖଲ ପାଇଁ ବୁଧବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ ରେ ୧୦୦୦ ଏବଂ ୫୦୦୦ ଟଙ୍କିଆ ନୋଟ ଅଚଳ କରିବାକୁ ସରକାରଙ୍କ ନିଷ୍ପତ୍ତି…

ପୁଣି ବଢ଼ିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୭।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି। ଦୈନିକ ସଂକ୍ରମଣ…

ଥାନାରେ ଆତ୍ମଘାତୀ ବିସ୍ଫୋରଣ: ୨ ମୃତ, ଅନେକ ଆହତ

ଜାକର୍ତ୍ତା,୭ା୧୨: ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଇଣ୍ଡୋନେସିଆର ବାନ୍ଦଙ୍ଗରେ ଥିବା ଏକ ଥାନା ଉପରେ ଆକ୍ରମଣ କରିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବୁଧବାର ଇଣ୍ଡୋନେସିଆ କର୍ତ୍ତୃପକ୍ଷ କହିଛନ୍ତି, ଜଣେ ସନ୍ଦିଗ୍ଧ ଇସ୍‌ଲାମ ଆତଙ୍କବାଦୀ ବାନ୍ଦଙ୍ଗ ସହରର…

ବିଜୟ ପରେ  ବି ଏଏପି ମେୟର ପାଇଁ କେଜରିଓ୍ବାଲଙ୍କୁ ଖେଳିବାକୁ ପଡିବ ପର୍ଦ୍ଦାପଛରେ ଖେଳ…

ନୂଆଦିଲ୍ଲୀ,୭।୧୨ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି) ନିର୍ବାଚନରେ ୨୫୦ ଟି ଆସନ ପାଇଁ ଭାଜପା ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଏଏପି ଭାଜପାକୁ ୧୫ ବର୍ଷର କ୍ଷମତାରୁ ହଟାଇଛି। ଏମସିଡିରେ ମେୟର ହେବାକୁ ୧୨୬ଟି…

ଟି-୨୦ ଓ୍ବାଲର୍‌ଡକପ ଖେଳିବାକୁ ଭାରତ ଆସିବ ପାକିସ୍ତାନ: ଭିଜା ଜାରି ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି…

ନୂଆଦିଲ୍ଲୀ,୭।୧୨ : ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦୃଷ୍ଟିବାଧିତ କ୍ରିକେଟ ଟି-୨୦ ବିଶ୍ୱକପ ୨୦୨୨ରେ ପାକିସ୍ତାନର ଖେଳାଳିମାନେ ଶେଷରେ ଭାରତ ଆସିବାକୁ ଭିଜା ସମ୍ବନ୍ଧୀୟ ଅନୁମତି ପାଇଛନ୍ତି। ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ ଦଳର ୩୪…

ଏମସିଡି ନିର୍ବାଚନ: ୧୫ ବର୍ଷର ଭାଜପା କ୍ଷମତା ଉପରେ ଏଏପିର ଝାଡୁ ପାହାର…

ନୂଆଦିଲ୍ଲୀ,୭।୧୨ : ଏମସିଡି ନିର୍ବାଚନର ଭୋଟ ଗଣନା ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ ଆସନ ମଧ୍ୟରୁ ୧୯୬ ଟି ଆସନର ଫଳାଫଳ ଆସିଛି। ସେଥିମଧ୍ୟରୁ ଆମ ଆଦମୀ ପାର୍ଟି ୧୦୬ ଟି ଆସନ, ଭାଜପା ୮୪, କଂଗ୍ରେସ ୫ ଏବଂ…

ଚାଇନାରେ କରୋନା କଟକଣା କୋହଳ…

ବେଜିଂ,୭।୧୨ : ଚାଇନାରେ ଶୂନ କୋଭିଡ ନୀତି ବିରୋଧରେ ଲୋକମାନେ ପ୍ରଦର୍ଶନ କରିବା ପରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର ମୁଣ୍ଡ ନୋଇଛନ୍ତି। ସୂଚନାନୁସାରେ, ଚାଇନାରେ ଏବେ କରୋନା କଟକଣା କୋହଳ ହୋଇଛି। ଫଳରେ ଲୋକେ ବର୍ତ୍ତମାନ କ୍ୱାରାଣ୍ଟାଇନ ଏବଂ ଲକଡାଉନରୁ…

ସାଧାରଣ ଲୋକଙ୍କୁ ଝଟ୍‌କା: ରେପୋ ରେଟ ୦.୩୫ ପ୍ରତିଶତ ବଢ଼ିଲା…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାରୀ ଏହାର ମୁଦ୍ରା ନୀତି ଘୋଷଣା କରିଛନ୍ତି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ,ରେପୋ ରେଟ ୦.୩୫ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ରେପୋ ରେଟ ଏବେ ୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି।…

ଟସ୍‌ ଜିତିଲା ବାଂଲାଦେଶ, ବ୍ୟାଟିଂ ନିଷ୍ପତ୍ତି…

ଢାକା,୭।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଢାକାରେ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ଗୋଟିଏ ୱିକେଟ ବ୍ୟବଧାନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚ…

ଗିଲଗିଟ୍‌-ବଲ୍ଟିସ୍ତାନରେ ବିଦ୍ୟୁତ-ଗହମ ଅଭାବ: ଲୋକଙ୍କ ପ୍ରଦର୍ଶନ ଜାରି…

ଇସଲାମାବାଦ,୭।୧୨ : ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ୍‌-ବଲ୍ଟିସ୍ତାନର ସ୍କାର୍ଦୁ ସହରର ଲୋକମାନେ ବିଦ୍ୟୁତ ଓ ଗହମ ଅଭାବକୁ ନେଇ ଅଧିକାରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସୂଚନା ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ଦିଆଯାଇଛି। ଖବରକାଗଜଚ ଦ ଡନ ଅନୁଯାୟୀ, ବିକ୍ଷୋଭକାରୀମାନେ…

ଚଳିତ ବର୍ଷ ଇରାନରେ ୫୦୪ ଜଣଙ୍କୁ ମୃତ୍ୟୁଦଣ୍ଡ: ମାନବାଧିକାର ରିପୋର୍ଟ…

ତେହରାନ,୭।୧୨ : ଇରାନରେ ହିଜାବକୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ଅତ୍ୟନ୍ତ ନିଷ୍ଠୁର ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହି ଶିଆ ସଂଖ୍ୟାଗରିଷ୍ଠ ଦେଶରେ ୫୦୪ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହା ସହିତ ଅନ୍ୟ ମାମଲାରେ ମଧ୍ୟ ମୃତ୍ୟୁଦଣ୍ଡ…

ଶତ୍ରୁତା-ଯୁଦ୍ଧ ଶେଷ କରି ଶାନ୍ତି ଆଲୋଚନା କରନ୍ତୁ ରୁଷିଆ-ୟୁକ୍ରେନ: ଭାରତର ପରାମର୍ଶ…

ଜେନେଭା,୭।୧୨ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ଶତ୍ରୁତାକୁ ତୁରନ୍ତ ବନ୍ଦ କରିବାକୁ ଭାରତ ଆହ୍ବାନ ଦେଇଛି । ଉଭୟ ଦେଶ କୂଟନୈତିକ ସ୍ତରରେ ଶାନ୍ତି ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?