ଆଇସିଏମ୍ଆର ଓ୍ବେବସାଇଟ୍ ହ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ ହ୍ୟାକର, ୨୪ ଘଣ୍ଟାରେ ୬ ହଜାର ଥର ହ୍ୟାକ୍ ଉଦ୍ୟମ…
ନୂଆଦିଲ୍ଲୀ,୬।୧୨ : ବର୍ତ୍ତମାନ ଦେଶରେ ସାଇବର ଆକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ନିକଟରେ ଦିଲ୍ଲୀ ଏମ୍ସ୍ର ସର୍ଭରରେ ଏକ ସାଇବର ଆଟାକ କରାଯାଇଥିଲା। ସର୍ଭର ଡାଉନ ଯୋଗୁ ସମସ୍ତ କାର୍ଯ୍ୟ ଅନେକ ଦିନ ପାଇଁ ମାନୁଆଲରେ କରାଯାଇଥିଲା। ସେହିପରି…
ପିଓକେ ପିଏମ୍ଙ୍କୁ ଅପମାନ: ଶେହବାଜଙ୍କ ବିରୋଧରେ ପ୍ରଦର୍ଶନ କରି ରାସ୍ତାରେ ପୋଡ଼ାଜଳା…
ମୁଜାଫରବାଦ,୬।୧୨ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦ୍ୱାରା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ପ୍ରଧାନମନ୍ତ୍ରୀ ସର୍ଦ୍ଦାର ତନଭୀର ଇଲିୟାସଙ୍କ ପ୍ରତି ହୋଇଥିବା ଅପମାନକୁ ଲୋକେ ବିରୋଧ କରିଛନ୍ତି। ଲୋକମାନେ ମୁଜାଫରବାଦର ରାସ୍ତାରେ ଶେହବାଜଙ୍କ ବିରୋଧରେ ପ୍ରଦର୍ଶନ ସହିତ ପୋଡ଼ାଜଳା କରିଛନ୍ତି। ବହୁ…
ଚାଇନା ହ୍ୟାକର ଆମେରିକା କୋଭିଡ ପାଣ୍ଠିରୁ ଚୋରି କରିଛନ୍ତି ୨ କୋଟି ଡଲାର…
ବେଜିଂ/ଓ୍ବାଶିଂଟନ,୬।୧୨ : ଚାଇନା ସରକାରୀ ହ୍ୟାକରମାନେ ଆମେରିକାର କୋଭିଡ ରିଲିଫ ପାଣ୍ଠିରୁ ୨ କୋଟି ଡଲାର୍ ଚୋରି କରିଛନ୍ତି। ମଙ୍ଗଳବାର ଏନବିସି ଏହାର ରିପୋର୍ଟରେ ଏହି ସୂଚନା ଦେଇଛି ସୂଚନା ଅନୁଯାୟୀ, ଆମେରିକାକୁ ଠକିଥିବା ହ୍ୟାକରମାନେ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ…
ଜାପାନ-ରୁଷିଆ ମଧ୍ୟରେ ବଢ଼ିଲା ଉତ୍ତେଜନା: କୁରିଲ ଦ୍ୱୀପରେ ରୁଷିଆ କ୍ଷେପଣାସ୍ତ୍ର ପ୍ରଣାଳୀ…
ମସ୍କୋ/ଟୋକିଓ,୬।୧୨ : ରୁଷିଆ ଏବଂ ଜାପାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ବାସ୍ତବରେ ରୁଷିଆର ଉତ୍ତେଜନାମୂଳକ ପଦକ୍ଷେପ ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ରୁଷିଆ ଜାପାନ ନିକଟସ୍ଥ ବିବାଦୀୟ କୁରିଲ ଦ୍ୱୀପପୁଞ୍ଜରେ କ୍ଷେପଣାସ୍ତ୍ର…
ମହାରାଷ୍ଟ୍ରର ଧୈର୍ଯ୍ୟର ପରୀକ୍ଷା ନକରୁ କର୍ନାଟକ: ପାଓ୍ବାରଙ୍କ ଚେତାବନୀ…
ମୁମ୍ବାଇ,୬।୧୨ : ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଉଗ୍ରରୂପ ନେବାକୁ ଲାଗିଛି। ମଙ୍ଗଳବାର କର୍ନାଟକର ବେଲଗାଭିର ବାଗେୱାଡି ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ କର୍ନାଟକ ରକ୍ଷଣ ବୈଦିକ କାର୍ଯ୍ୟକର୍ତ୍ତା ମହାରାଷ୍ଟ୍ରର ଟ୍ରକ ଉପରେ ପଥର…
ଗୈରିକ ପୋଷାକରେ ଆମ୍ବେଡକରଙ୍କ ପୋଷ୍ଟର: ତାମିଲନାଡୁରେ ରାଜନୈତିକ ବିବାଦ…
ଚେନ୍ନାଇ,୬।୧୨ : ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମଗ୍ର ଦେଶ ସମ୍ବିଧାନର ନିର୍ମାତା ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଡକରଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଦେଶବାସୀ ତାଙ୍କ ଅବଦାନକୁ ସର୍ବଦା ମନେ…
ଉତ୍ତେଜନା ଆଶଙ୍କା: ମହାରାଷ୍ଟ୍ରର ଦୁଇ ମନ୍ତ୍ରୀଙ୍କ ବେଲଗାଭି ଗସ୍ତ ବାତିଲ…
ମୁମ୍ବାଇ,୬।୧୨: କର୍ନାଟକ ସହିତ ବଢୁଥିବା ସୀମା ବିବାଦ ମଧ୍ୟରେ ମହାରାଷ୍ଟ୍ରର ଦୁଇଜଣ ମନ୍ତ୍ରୀ ବେଲଗାଭି ଗସ୍ତକୁ ବାତିଲ କରିଛନ୍ତି। ଉତ୍ତୋଜନାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମନ୍ତ୍ରୀମାନେ ବେଲାଗାଭି ଯାତ୍ରା ସ୍ଥଗିତ ରଖିଛନ୍ତି। ସୀମା ବିବାଦରେ ସମନ୍ବୟ ରକ୍ଷା ପାଇଁ ଗଠିତ ମହାରାଷ୍ଟ୍ର…
ସୀମା ବିବାଦ ସହିତ କର୍ନାଟକ ନିର୍ବାଚନର କୌଣସି ସମ୍ପର୍କ ନାହିଁ: ବୋମ୍ମାଇ…
ବେଙ୍ଗାଲୁରୁ,୬।୧୨ : ମହାରାଷ୍ଟ୍ର ସହିତ ବଢୁଥିବା ସୀମା ବିବାଦ ମଧ୍ୟରେ କର୍ନାଟକର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଉଭୟ ରାଜ୍ୟବାସୀଙ୍କୁ ସଦଭାବ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। କର୍ନାଟକର ଲୋକଙ୍କ ସ୍ବାର୍ଥ ରକ୍ଷା କରାଯିବ। ତାଙ୍କ ସରକାର ରାଜ୍ୟ ସୀମା ତଥା ଅନ୍ୟାନ୍ୟ…
ଉଗ୍ରରୂପ ନେଲା ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ: ଟ୍ରକ ରୋକିବା ସହ ପଥର ମାଡ଼ କଲେ ଲୋକେ…
ମୁମ୍ବାଇ/ବେଙ୍ଗାଲୁରୁ,୬।୧୨ : କର୍ନାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ସୀମା ବିବାଦ ଉଗ୍ରରୂପ ନେବା ଆରମ୍ଭ କରିଛି। ମଙ୍ଗଳବାର କର୍ନାଟକର ବେଲଗାଭିର ବାଗେୱାଡି ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ କର୍ନାଟକର ରକ୍ଷଣ ବୈଦିକ କାର୍ଯ୍ୟକର୍ତ୍ତା ମହାରାଷ୍ଟ୍ରର ଟ୍ରକ ଉପରେ ପଥର ଫିଙ୍ଗିଥିଲେ।…
ଦୈନିକ ସଂକ୍ରମଣ ୨ ଶହ ତଳେ…
ନୂଆଦିଲ୍ଲୀ, ୬।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି। ସେହିପରି ସୁସ୍ଥତା…
କେନ୍ଦ୍ରର ସତ୍ୟପାଠ: ଅଧିକାରୀମାନେ ଅସହଯୋଗ କରୁଥିବା ଦିଲ୍ଲୀ ସରକାରଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା…
ନୂଆଦିଲ୍ଲୀ,୬।୧୨ : କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜାତୀୟ ରାଜଧାନୀରେ ପ୍ରୋଜେକ୍ଟର କାର୍ଯ୍ୟାନ୍ବୟନରେ ଅଧିକାରୀମାନେ ଅସହଯୋଗ କରୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଶୀର୍ଷକୋର୍ଟରେକେନ୍ଦ୍ରୀୟ ସ୍ବରାଷ୍ଟ୍ର ସଚିବ ଅଜୟ ଭଲ୍ଲା କହିଛନ୍ତି…
ବ୍ରିଟିଶ ଶାସନ ସମୟର ପରମ୍ପରା ଶେଷ: ନୂଆ ନୌସେନା ପତାକା-ଡିଜାଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି…
ନୂଆଦିଲ୍ଲୀ,୬।୧୨ : ଭାରତୀୟ ନୌସେନାରେ ବ୍ରିଟିଶ ଶାସନ ସମୟର ପରମ୍ପରା ଶେଷ ହୋଇଛି। ରାଷ୍ଟ୍ରପତି ଦ୍ରୌପ୍ରଦୀ ମୁର୍ମୁ ଭାରତୀୟ ନୌସେନାର ନୂତନ ପତାକା ଏବଂ ଡିଜାଇନିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଉପନିବେଶ ସମୟ ସହିତ ଜଡିତ ଜିନିଷଗୁଡିକରୁ ମୁକ୍ତି ପାଇବା ପାଇଁ…

