ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବାଇଡେନଙ୍କ ସମର୍ଥନ…
ଓ୍ବାଶିଂଟନ, ୨୨।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସ୍ଥାୟୀ ସଦସ୍ୟ ହେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ, ଜାପାନ ଏବଂ ଜର୍ମାନୀକୁ ସମର୍ଥନ କରିଛନ୍ତି। ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା…
ଭାରତୀୟ ମୁଦ୍ରା ସର୍ବକାଳୀନ ସର୍ବନିମ୍ନ ସ୍ତରରେ, ଫେଡେରାଲ ରିଜର୍ଭ ନିଷ୍ପତ୍ତି ପରେ ୮୦.୪୫ ସ୍ତରରେ…
ନୂଆଦିଲ୍ଲୀ, ୨୨।୯ : ଭାରତୀୟ ମୁଦ୍ରା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗୁରୁବାର ଦିନ ଏହା ଆମେରିକୀୟ ଡଲାର ତୁଳନାରେ ୮୦.୨୮ସ୍ତରରେ ଖୋଲିଛି। ଏହାପୂର୍ବରୁ ବୁଧବାର ଏହା ୭୯.୯୮ରେ ବନ୍ଦ ହୋଇଥିଲା। ବୁଧବାର ଟଙ୍କା ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତର ୮୦.୪୫…
ଦେଶର ସୁରକ୍ଷା ବ୍ୟବସ୍ଥା ତ୍ରୁଟିର ପର୍ଦ୍ଦାଫାଶ, ଗୋଳାବାରୁଦ କାରଖାନା କର୍ମଚାରୀ ଚୋରି କରୁଥିଲେ ବୋମା ଉପକରଣ …
ଜବଲପୁର, ୨୨।୯ : ଦେଶର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିର ପର୍ଦ୍ଦାଫାଶ ହୋଇଛି। ଜବଲପୁରର ଖାମରିଆରେ ଅବସ୍ଥିତଗୋଳାବାରୁଦ କାରଖାନାରେ ବୋମା ଉପକରଣ ଚୋରି ନେଇ ଏକ ବଡ ସୂଚନା ସମ୍ପର୍କରେ ଜଣାପଡ଼ିଛି। କାରଖାନାର ତିନିଜଣ କର୍ମଚାରୀଙ୍କ ଦ୍ୱାରା ଏଭଳି କରାଯାଇଥିବା ଅଭିଯୋଗ ହୋଇଛି।…
ସିଏପିଏଫ୍-ପୋଲିସ ସଂଗଠନକୁ ପ୍ରଦାନ କରାଯାଉଥିବା ୩ ପୁରସ୍କାର ବନ୍ଦ କଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…
ନୂଆଦିଲ୍ଲୀ, ୨୨।୯ : କେନ୍ଦ୍ର ସରକାର ତିନୋଟି ପୁରସ୍କାର ବନ୍ଦ କରି ଦେଇଛନ୍ତି। କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍) କର୍ମଚାରୀ ଏବଂ ଅନ୍ୟାନ୍ୟ ପୋଲିସ ସଂଗଠନକୁ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ଏବଂ ସେବାରେ ଉନ୍ନତ…
ଫେଡେରାଲ ରିଜର୍ଭ ବୃ୍ଦ୍ଧି କଲା ସୁଧହାର…
ଓ୍ବାଶିଂଟନ, ୨୨।୯ : କରୋନା ମହାମାରୀ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱର ଅର୍ଥନୀତି ଅତ୍ୟନ୍ତ କଷ୍ଟଦାୟକ ସମୟ ଦେଇ ଗତି କରୁଛି। ଭାରତ ସମେତ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ଏହା ବିଶ୍ୱର ସୁପର ପାୱାର ଆମେରିକା…
୭୫ ବର୍ଷରେ ୪୧ ବର୍ଷ ନେହେରୁ-ଗାନ୍ଧୀ ପରିବାର ହାତରେ କଂଗ୍ରେସ ଡୋର, ୧୩ ଜଣ ହୋଇଛନ୍ତି ବାହାର ଅଧ୍ୟକ୍ଷ…
ନୂଆଦିଲ୍ଲୀ, ୨୨।୯ : ସ୍ବାଧୀନତା ପରଠାରୁ କଂଗ୍ରେସ ଦେଶର ଏକମାତ୍ର ବୃହତ୍ତମ ଦଳ ଥିଲା। ଏପରି ଏକ ସମୟ ମଧ୍ୟ ଆସିଛି ଯେତେବେଳେ ଦଶନ୍ଧି ଧରି ଏହି ପାର୍ଟି ସହିତ କୌଣସି ପ୍ରତିଯୋଗିତା କରିବାକୁ କେହି ନଥିଲେ। ତେବେ କଂଗ୍ରେସର ସ୍ଥିତିକୁ…
ଟୁଇଟରର ଏଡିଟ୍ ବଟନ ଫିଚର, ମାସକୁ ଦେବାକୁ ହେବ ୪.୯୯ ଡଲାର…
ଓ୍ବାଶିଂଟନ, ୨୨।୯ : ଟୁଇଟର ପକ୍ଷରୁ ବ୍ଲୁ ଟିକ ଗ୍ରାହକମାନଙ୍କ ପାଇଁ ଟୁଇଟ୍ ଏଡିଟ କରିବା ଫିଚର ଆରମ୍ଭ କରିଛି । ସେପ୍ଟେମ୍ବର ଆରମ୍ଭରେ ଟୁଇଟର ଏଡିଟ ବଟନ ଦେବାକୁ ଘୋଷଣା କରିଥିଲା। ଏବେ ଏହା ୟୁଜରଙ୍କ ପାଇଁ ଉପଲବ୍ଧ ହୋଇଛି।…
ଖାଦ୍ୟ ସୁରକ୍ଷାର ସମାଧାନ ଉପରେ ଗୁରୁତ୍ୱାରୋପ କଲେ ବିଶ୍ୱ ନେତା…
ନ୍ୟୁୟର୍କ,୨୨।୯ : ୟୁରୋପ, ଆମେରିକା ଏବଂ ଆଫ୍ରିକାର ଅନେକ ନେତା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ବିଶ୍ୱ ଖାଦ୍ୟ ସଙ୍କଟର ସମାଧାନ ପାଇଁ ଆହ୍ବାନ ଦେଇଛନ୍ତି। ସେମାନେ କହିଛନ୍ତି, ଖାଦ୍ୟ ସୁରକ୍ଷା ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ…
ସକ୍ରିୟ ମାମଲାରେ ବ୍ରେକ୍…
ନୂଆଦିଲ୍ଲୀ, ୨୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ପୁଣି ୪୭ ହଜାର ତଳେ ରହିଛି। ଗତ…
ମୁଖ୍ୟମନ୍ତ୍ରୀଙ୍କ ସହ ଚୌବେ, ପ୍ରଭାକରନଙ୍କ ଆଲୋଚନା
ଭୁବନେଶ୍ୱର, ୨୨।୯ (କ୍ରୀଡ଼ା ପ୍ରତିନିଧି): ସମ୍ପ୍ରତି ଓଡ଼ିଶା ଗସ୍ତରେ ଥିବା ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍ଏଫ୍) ସଭାପତି କଲ୍ୟାଣ ଚୌବେ ଓ ମହାସଚିବ ଶାଜି ପ୍ରଭାକରନ ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଓଡ଼ିଶାରେ…
ଭାରତ ଯୋଡ଼ୋ ଯାତ୍ରା ପୋଷ୍ଟରରେ ସଭରକର
ନୂଆଦିଲ୍ଲୀ,୨୨।୯: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛି। ଏହି ଯାତ୍ରାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଭାରତ ଯୋଡ଼ୋ ଯାତ୍ରାର ୧୪ତମ ଦିନରେ ଗୋଟିଏ ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର…
କେଁ ପୂରାଇଲେ ଦିଗ୍ବିଜୟ
ନୂଆଦିଲ୍ଲୀ, ୨୨ା୯: କଂଗ୍ରେସର ପୁରୁଖା ନେତାମାନେ ଗାନ୍ଧୀ ପରିବାର ପ୍ରେମରେ ଅନ୍ଧ ନ ହେଲେ ଦୀପାବଳି ସୁଦ୍ଧା ଦଳକୁ ନୂଆ ଅଧ୍ୟକ୍ଷ ମିଳିବେ। କଂଗ୍ରେସର ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ନେଇ ଭାଜପା ଅନେକ ସମୟରେ ଟାର୍ଗେଟ କରୁଥିବାବେଳେ ଦୀର୍ଘ ୨ ଦଶନ୍ଧି ପରେ…
Archives


