Home Middle

ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୨୪ା୯: ଇଣ୍ଡୋନେସିଆରେ ଶନିବାର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ରୁ ଅଧିକ ଥିଲା। ହଠାତ୍‌ ସବୁକିଛି ଥରିବାରୁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ଆଉ ଏକ…

ମିଥୁନ ପୁଣି ଦୋହରାଇଲେ ଦାବି, ୨୧ ଟିଏମସି ବିଧାୟକ ରହିଛନ୍ତି ସିଧାସଳଖ ଯୋଗାଯୋଗରେ…

କୋଲକାତା, ୨୪।୯ : ପଶ୍ଚିମବଙ୍ଗର ଭାଜପା ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପୁଣି ଥରେ ଦାବି କରିଛନ୍ତି ଯେ ଶାସକ ଟିଏମସିର ୨୧ ଜଣ ବିଧାୟକ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଛନ୍ତି। ଶନିବାର ରାଜଧାନୀ କୋଲକାତାରେ ଭାଜପା କାର୍ଯ୍ୟାଳୟରେ…

‘ଯେକୌଣସି ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ଆମକୁ ଦିଅ’ ଲୋକସଭା ବାଚସ୍ପତିଙ୍କୁ ଅଧୀର ରଞ୍ଜନଙ୍କ ଚିଠି…

ନୂଆଦିଲ୍ଲୀ, ୨୪।୯ : କେନ୍ଦ୍ର ସରକାର ସଂସଦୀୟ ପରମ୍ପରାର ପାଳନ କରୁ ନାହାନ୍ତି ବୋଲି କଂଗ୍ରେସ ପକ୍ଷରୁ ଶନିବାର ଅଭିଯୋଗ କରାଯାଇଛି। ଏହି ମର୍ମରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏକ ଚିଠି ଲେଖାଯାଇଛି। ସ୍ବରାଷ୍ଟ୍ର, ବହିର୍ବ୍ୟାପାର, ପ୍ରତିରକ୍ଷା ଏବଂ ଅର୍ଥ…

ମାଉଣ୍ଟ ଡୋମ୍‌ ଖାଙ୍ଗ ଉପରେ ବିଜୟ: ତ୍ରିରଙ୍ଗା ଉତ୍ତୋଳନ କଲେ ଆଇଟିବିପି ଯବାନ…

ନୂଆଦିଲ୍ଲୀ, ୨୪।୯ : ଭାରତ-ତିବ୍ଦତୀୟ ସୀମା ପୋଲିସର ପର୍ବତାରୋହୀମାନେ ଇତିହାସ ସୃଷ୍ଟି କରିଛନ୍ତି। ଆଇଟିବିପି ଯବାନମାନେ ସଫଳତାର ସହିତ ଉତ୍ତର ସିକିମରେ ଅବସ୍ଥିତ ମାଉଣ୍ଟ ଡୋମ ଖାଙ୍ଗ ଉପରେ ବିଜୟ ହାସଲ କରିଛନ୍ତି। ଯବାନମାନେ ସେଠାରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା…

ପିଏଫଆଇ ବିରୋଧରେ ପ୍ରତିବନ୍ଧକ ଲାଗୁ କରନ୍ତୁ କେନ୍ଦ୍ର ସରକାର: ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏକ ଇକୋ-ସିଷ୍ଟମ ସୃଷ୍ଟି କରୁଛି ବୋଲି କହିଲେ ହିମନ୍ତ ସରମା…

ଗୁଆହାଟୀ, ୨୪।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ଶନିବାର କହିଛନ୍ତି ଯେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ତାଙ୍କ ସରକାର ନିରନ୍ତର ଅନୁରୋଧ କରୁଛନ୍ତି। ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯିବା…

ନିଯୁକ୍ତି ନାମରେ ଭାରତୀୟ ଯୁବବର୍ଗଙ୍କୁ ଥାଇଲାଣ୍ଡରେ ଠକେଇ, ଆଡଭାଇଜରୀ ଜାରି କଲା ବହିର୍ବ୍ୟାପାର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ, ୨୪।୯ : ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଥାଇଲାଣ୍ଡରେ ଲାଭଜନକ ଆଇଟି କ୍ଷେତ୍ରରେ ଚାକିରି ଯୋଗାଇବାର ବାହାନା କରି ଭାରତୀୟ ଯୁବବର୍ଗଙ୍କୁ ନକଲି ଅଫର ପ୍ରଦାନ କରାଯାଉଥିବା ନେଇ ଉପରେ ଏକଆଡଭାଇଜରୀ ଜାରି କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ…

ଶତ୍ରୁଙ୍କୁ କଡ଼ା ଜବାବ ଦେବ ଭାରତର ଏଏଲ୍‌ଏସ୍‌-୫୦…

ପୋଖରନ, ୨୪।୯ : ସ୍ବଦେଶୀ ଅସ୍ତ୍ରଶସ୍ତ୍ର ପ୍ରସଙ୍ଗରେ ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ଆଗେଇବାରେ ଲାଗିଛି। ପ୍ରତିରକ୍ଷା କ୍ଷେତ୍ରରେ ଦେଶରେ ଘଟୁଥିବା ନୂତନତ୍ୱ ମଧ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ବର୍ତ୍ତମାନ ଭାରତ ଜୈସଲମେରର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ଏଏଲ୍‌ଏସ୍‌-୫୦ ଡ୍ରୋନକୁ…

ନୀତୀଶଙ୍କ ସହ ମିଶି ସୋନିଆଙ୍କୁ ଭେଟିବେ ଲାଲୁ, କହିଲେ ସରକାର ଭାଙ୍ଗି ଯିବାରୁ ବିଳିବିଳାଉଛନ୍ତି ଶାହା

ପାଟନା,୨୪ ।୯: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ବିହାର ଗସ୍ତରେ ଅଛନ୍ତି । ଏହି ସମୟରେ ସେ ବିହାରର ମେଣ୍ଟ ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଉପରେ ଖୁବ୍ ବର୍ଷିଛନ୍ତି…

ନେପାଳ-ଭାରତ ମଧ୍ୟରେ ୭ ସୂତ୍ରୀୟ ଜଳ ସମାଧାନ ଚୁକ୍ତି

କାଠମାଣ୍ଡୁ,୨୪ା୯: ଜଳସମ୍ପଦ ସହ ଜଡ଼ିତ ନେପାଳ ଏବଂ ଭାରତର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୭ ସୂତ୍ରୀୟ ଚୁକ୍ତି ହୋଇଛି। ଜଳ ସମ୍ପଦ ମିଳିତ କମିଟିର ନବମ ବୈଠକରେ ପଙ୍କଜ କୁମାର, ସଚିବ, ଜଳସମ୍ପଦ, ନଦୀ ବିକାଶ ବିଭାଗ ଏବଂ ଗଙ୍ଗା ସଂରକ୍ଷଣ…

ଶାହବାଜ ସରିଫଙ୍କ ହଁରେ ହଁ କହୁଛନ୍ତି ମେହବୁବା…

ଶ୍ରୀନଗର, ୨୪।୯ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ହଁରେ ହଁ କହୁଥିବାର ଦେଖିବାକୁ ମିଳୁଛି। ଶନିବାର ସେ କହିଛନ୍ତି ଯେ ଯଦି ପାକିସ୍ତାନର ପ୍ରଧାନମନ୍ତ୍ରୀ ଜମ୍ମୁ -କଶ୍ମୀରର ସମସ୍ୟାର…

ଜିନପିଙ୍ଗଙ୍କୁ ନଜର ବନ୍ଦୀ ନେଇ ଚର୍ଚ୍ଚା…

ବେଜିଂ, ୨୪।୯ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ନଜର ବନ୍ଦୀ କରି ରଖାଯାଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଚାଇନା ସୈନ୍ୟବାହିନୀ ତାଙ୍କୁ ଏଭଳି କରି କ୍ଷମତାଚ୍ୟୁତ କରି ଘରେ ବନ୍ଦୀ ଭାବେ ରଖିଛି। ଚାଇନା କମ୍ୟୁନିଷ୍ଟ ପାର୍ଟିର…

ପାଇଲଟଙ୍କ କ୍ରାସ୍‌ ଉଡ଼ାଣ ପାଇଁ ପ୍ରସ୍ତୁତି, ୨୭ରେ ଗେହଲୋଟ ସମର୍ଥକ ମନ୍ତ୍ରୀ-ବିଧାୟକଙ୍କ ଦିଲ୍ଲୀ ଯାତ୍ରା…

ଜୟପୁର, ୨୪।୯ : ରାଜସ୍ଥାନରେ ରାଜନୈତିକ ସମୀକରଣ ଦ୍ରୁତ ଗତିରେ ବଦଳୁଛି। ମୁଖ୍ୟନ୍ତ୍ରୀ ପଦବୀ ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ଅଶୋକ ଗେହଲୋଟଙ୍କ ଶିବିରର ବିଧାୟକଙ୍କ ସହ ମିଳାମିଶା କରିବା ଆରମ୍ଭ କରିଛନ୍ତି। କିନ୍ତୁ ଗେହଲୋଟଙ୍କ ସମର୍ଥକ ବିଧାୟକମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri