ଘରୋଇ ବିମାନ ବ୍ୟବହାର ଉପରେ କଟକଣା
ପ୍ୟାରିସ୍,୧୦ା୧୨: ସ୍ବଳ୍ପ ଦୂର ଯାତ୍ରା କରୁଥିବା ଘରୋଇ ବିମାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଫ୍ରାନ୍ସ ଅନୁମତି ପାଇଛି। ୟୁରୋପୀୟ କମିଶନ ଏକ ପଦକ୍ଷେପକୁ ଅନୁମୋଦନ କରିଛନ୍ତି। ଯାହାକି ୨.୫ ଘଣ୍ଟାରୁ କମ୍ ଟ୍ରେନ୍ ଯାତ୍ରା ଦ୍ୱାରା ସଂଯୁକ୍ତ ସହର ମଧ୍ୟରେ ବିମାନ…
ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୪୧୦ ରନ…
ଢାକା,୧୦।୧୨ : ବାଂଲାଦେଶ ବିପକ୍ଷରେ ତୃତୀୟ ଏକଦିବସୀୟ ଭାରତୀୟ କ୍ରିକେଟର ଇଶାନ କିଶନ ଇତିହାସ ସୃଷ୍ଟି କରିଛନ୍ତି। ଏହା ସହିତ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୪୧୦ ରନ ରହିଛି। ଭାରତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୪୦୯ ରନ…
ଇମ୍ରାନ୍ଙ୍କୁ ଝଟ୍କା: ୬ ବର୍ଷ ପୁରୁଣା ମାନହାନି ମାମଲାର ଆବେଦନ ଖାରଜ …
ଇସଲାମାବାଦ,୧୦।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟ୍କା ଲାଗିଛି। ୬ ବର୍ଷ ତଳର ମାନହାନି ମାମଲାରେ ଲାହୋର ହାଇକୋର୍ଟ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ରାଷ୍ଟ୍ରପତି ଖାନଙ୍କ ଆବେଦନକୁ ଖାରଜ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଇମ୍ରାନ…
ବାଂଲାଦେଶରେ ବିଦ୍ରୋହ: ଶେଖ ହସିନାଙ୍କ ଇସ୍ତଫା ଦାବି କଲେ ଲୋକେ…
ଢାକା,୧୦।୧୨ : ଶନିବାର ସକାଳେ ବାଂଲାଦେଶରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଛି। ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି)ର ନେତୃତ୍ୱରେ ଡକାଯାଇଥିବା ରାଲିରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଛନ୍ତି। ବାଂଲାଦେଶର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଢାକାର ସୟଦାବାଦର ଗୋପାଳ ବାଗ ଗ୍ରାଉଣ୍ଡରେ…
ସକ୍ରିୟ ମାମଲା କମିଲା…
ନୂଆଦିଲ୍ଲୀ, ୧୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି…
ତୃତୀୟ ଥର କାର୍ଯ୍ୟଭାର ସମ୍ଭାଳିବା ପରେ ସେନା ଉପରେ ନିୟନ୍ତ୍ରଣ ରଖୁଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ, ଯୁଦ୍ଧ ପ୍ରସ୍ତୁତି ଉପରେ ଦେଉଛନ୍ତି ଗୁରୁତ୍ୱ
ବେଜିଂ,୧୦ ।୧୨: ଚାଇନା କମ୍ୟୁନିଷ୍ଟ ପାର୍ଟିର ୨୦ ତମ ରାଷ୍ଟ୍ରୀୟ କଂଗ୍ରେସର ତୃତୀୟ କାର୍ଯ୍ୟକାଳ ପାଇଁ ଶାସନ କ୍ଷମତା ହାସଲ କରିବା ପରେ ରାଷ୍ଟ୍ରପତି ସି ଜନପିଙ୍ଗ ସେନା ଉପରେ ସମ୍ପୁର୍ଣ୍ଣ ନିୟନ୍ତ୍ରଣ କରି ନେଇଛନ୍ତି । ମିଡିଆ ରିପୋର୍ଟରେ ଦାବି…
ପ୍ରଚଣ୍ଡ ବହୁମତ ପରେ ୧୨ ଡିସେମ୍ବରରେ ଗୁଜରାଟରେ ସପ୍ତମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ଭାଜପା
ଅହମଦାବାଦ,୧୦ ।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ୧୫୬ ଆସନରେ ବିଜୟୀ ହୋଇ ପ୍ରଚଣ୍ଡ ବହୁମତ ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ୧୨ ଡିସେମ୍ବରରେ ୭ମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି । ଦଳର ନେତା ଭୁପେନ୍ଦ୍ର ପଟେଲ…
ୟୁକ୍ରେନ ପାଇଁ ୨୭୫ ମିଲିୟନ ଆମେରୀକିୟ ଡଲାରର ଆଉ ଏକ ସେନା ସହାୟତା ଘୋଷଣା କଲା ଆମେରିକା
ୱାଶିଂଟନ,୧୦ ।୧୨: ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ୟକ୍ରେନ୍ ପାଇଁ ୨୭୫ ଆମେରିକୀୟ ଡଲାରର(ପ୍ରାୟ ୨୨.୬୬) ଅରବ ଟଙ୍କା)ର ଆଉ ଏକ ସେନା ସହାୟତା ପ୍ୟାକେଜ ଘୋଷଣା କରିଛି ଆମେରିକା । ପ୍ୟାକେଜରେ ହାଇ ମୋବିଲିଟି ଆର୍ଟିଲରି ରକେଟ ସିଷ୍ଟମ(ଏଚଆଇଏମଏଆରଏସ) ପାଇଁ…
କଲେଜିୟମ ତଥ୍ୟ ଦେଇହେବନି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୦ା୧୨: ସୂଚନା ଅଧିକାର ଆଇନ ବଳରେ କଲେଜିୟମର ୨୦୧୮ ଡିସେମ୍ବର ୧୨ ତାରିଖ ବୈଠକର ସବିଶେଷ ବିବରଣୀ ପ୍ରଦାନ ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ବହୁସଦସ୍ୟ ବିଶିଷ୍ଟ କଲେଜିୟମର ପରୀକ୍ଷାମୂଳକ ନିଷ୍ପତ୍ତିକୁ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ…
‘ଭାରତ ଆମେରିକାର କେବଳ ସହଯୋଗୀ ନୁହେଁ, ଏକ ବଡ଼ ଶକ୍ତି’
ଓ୍ବାଶିଂଟନ,୯ା୧୨: ଆମେରିକାର ହ୍ବାଇଟ୍ ହାଉସ ବିଶ୍ୱରେ ଭାରତର ପ୍ରଭାବ ଉପରେ ପ୍ରତିକ୍ରିୟା ରଖିଛି। ହ୍ବାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତ ଆମେରିକାର ସହଯୋଗୀ ହେବ ନାହିଁ ବରଂ ଅନ୍ୟ ଏକ ପ୍ରମୁଖ ଶକ୍ତି ହେବ। ସେ କହିଛନ୍ତି, ଗତ…
ଆଜିଠୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ
ଭୁବନେଶ୍ୱର,୯।୧୨(ବ୍ୟୁରୋ): ଶୁକ୍ରବାରଠୁ ଆରମ୍ଭ ହୋଇଛି ମାଟ୍ରିକ୍ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା। ସକାଳ ୯ଟାରୁ ଖାତା ଦେଖା ଆରମ୍ଭ ହୋଇବା ବେଳେ ୫ଟା ଯାଏ ଚାଲିବ। ୧୨୪୦ଶିକ୍ଷକ ଖାତା ମୂଲ୍ୟାୟନ ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି। ମୋଟ୍ ୫୬ଟି କେନ୍ଦ୍ରରେ ଖାତା ଦେଖାଯାଉଛି।…
ପୁଣି ନବୀନ ମ୍ୟାଜିକ୍
ଭୁବନେଶ୍ୱର,୯।୧୨(ବ୍ୟୁରୋ): ଗତ କିଛିଦିନ ଧରି ପଦ୍ମପୁର ଉପନିର୍ବାଚନକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍ ଆଗରେ ବିରୋଧୀ ଚିତ୍ପଟାଙ୍ଗ ମାରିଛନ୍ତି। ବିଜେଡି ପ୍ରାର୍ଥୀ ରେକର୍ଡ ବ୍ୟବଧାନରେ ଭାଜପା…

