୬ ଲକ୍ଷ ଭାରତୀୟଙ୍କ ଡାଟା ଚୋରି
ଭିଲନିଅସ୍,୯।୧୨:ଅନେକ ଶିଳ୍ପପତି ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଡେଟା ଚୋରି ହେବା ଘଟଣା ଆଜିର ସମୟରେ ଖବରର ଶିରୋନାମା ପାଲଟିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାୟୀ ୫ନିୟୁତ ଲୋକଙ୍କ ବ୍ୟକ୍ତିଗତ ଡେଟା ବେଆଇନ ଭାବେ ଚୋରି କରାଯାଇଥିବାବେଳେ ସେମାନଙ୍କ ଭିତରେ ୬ ଲକ୍ଷ ଭାରତୀୟ।…
ଭାଜପାର ଐତିହାସିକ ବିଜୟ ପରେ ବଢିଲା ମୋଦିଙ୍କ ଲୋକପ୍ରିୟତା
ନୂଆଦିଲ୍ଲୀ,୯ ।୧୨: ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଥିବା ଐତିହାସିକ ବିଜୟ ପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଜନସାଧାରଣଙ୍କ ଗ୍ରହଣୀୟତାର ସଙ୍କେତ ବୋଲି ଦର୍ଶାଇଛି । ଅଧିକାଂଶ ରିପୋର୍ଟ ଏବଂ ବିଶ୍ଳେଷଣ ଅନୁଯାୟୀ, ମୋଦିଙ୍କ ଚରିତ୍ରବାଦୀ…
ଘନୀଭୂତ ହେଉଛି ବାତ୍ୟା ମାଣ୍ଡୋସ୍
ଭୁବନେଶ୍ୱର,୯।୧୨(ବ୍ୟୁରୋ):ସାମୁଦ୍ରିକ ଝଡ଼ ମାଣ୍ଡୋସ ଘନୀଭୂତ ହେଉଛି। ଏହା ଘଣ୍ଟା ପ୍ରତି ୧୨ କିମି ବେଗରେ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଶୁକ୍ରବାର ସକାଳ ସୁଦ୍ଧା ଏହା ଭୟଙ୍କର ବାତ୍ୟା ରୂପ ନେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବ ।…
ଗୁଜରାଟରେ କଂଗ୍ରେସକୁ ଡବଲ ଝଟ୍କା: ନା ମିଳିଲା କ୍ଷମତା ନା ମଳିଲା ବିରୋଧୀ ଦଳର ନେତା ପଦ
ଅହମ୍ମଦାବାଦ,୮।୧୨: ଗୁଜୁରାଟରେ ୨୦୨୨ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଡବଲ ଝଟ୍କା ଲାଗିଛି। ଚଳିତ ଥର କଂଗ୍ରେସକୁ କେବଳ ଲଜ୍ଜ୍ୟାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିନାହିଁ, ବରଂ ଦେଶର ସର୍ବ ପୁରାତନ ଦଳ ଉପରେ ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳର…
ଡିସେମ୍ବର ୧୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ, ଯୋଗଦେବେ ମୋଦି
ଅହମ୍ମଦାବାଦ,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ରେକର୍ଡ ବିଜୟ ହାସଲ କରିଛି। ୧୮୨ ଆସନ ବିଷିଷ୍ଟ ବିଧାନସଭାରେ ଭାଜପା ୧୫୬ଟି ଆସନରେ କଂଗ୍ରେସ ୧୭, ଏଏପି ୫ ଏବଂ ଅନ୍ୟାନ୍ୟ ୪ ଆସନରେ ବିଜୟୀ ହୋଇଛନ୍ତି । ଦଳର ବିଜୟ ପରେ…
ପଦ୍ମପୁର ଜନାଦେଶ: ବହୁମତରେ ବାଜି ମାରିଲେ ବର୍ଷା
ବରଗଡ଼ ଅଫିସ,୮ା୧୨: ପଦ୍ମପୁର ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା। ଅନ୍ତିମ ୨୩ ରାଉଣ୍ଡ ସୁଦ୍ଧା ବର୍ଷାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭,୪୪୭ ଖଣ୍ଡ ଭୋଟ୍ ପାଇଛନ୍ତି। ଏଥିସହିତ…
ଜନାଦେଶକୁ ସ୍ବୀକାର କରି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ
ଶିମ୍ଲା,୮।୧୨: ହିମାଚଳ ପ୍ରଦେଶରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ପରେ କଂଗ୍ରେସ ଏକ ବୃହତ ଅଗ୍ରଣୀ ବଜାୟ ରଖିଛି। ଟ୍ରେଣ୍ଡରେ ଭାଜପା ୨୫ଟି ଆସନ ଏବଂ କଂଗ୍ରେସ ୪୦ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ…
୨୦ ରାଉଣ୍ଡ ସୁଦ୍ଧା ୩୫,୨୯୬ ଖଣ୍ଡ ଭୋଟ୍ରେ ବିଜେଡି ଆଗୁଆ
ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୨୦ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ପ୍ରଦୀପ ପୁରୋହିତଙ୍କଠାରୁ ୩୫,୨୯୬ ଭୋଟ୍ରେ…
୧୯ ରାଉଣ୍ଡ ଗଣତି ଶେଷ: ଆଗରେ ବିଜେଡି
ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୧୯ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ପ୍ରଦୀପ ପୁରୋହିତଙ୍କଠାରୁ ୩୩,୫୯୬ ଭୋଟ୍ରେ…
ମୁସଲମାନ-ଗ୍ରାମୀଣ-ଦଳିତଙ୍କ ଭୋଟ ହାତେଇଲା ଭାଜପା: ଭାଙ୍ଗିପାରେ କଂଗ୍ରେସର ୧୯୮୫ର ରେକର୍ଡ…
ନୂଆଦିଲ୍ଲୀ,୮।୧୨ : ଗୁଜରାଟରେ ପୁଣି ଥରେ ଶାସକ ଭାଜପା କ୍ଷମତାକୁ ଫେରିଛି। ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ଭାଜପା ୧୫୫ ଆସନ ମୁହାଁ ହୋଇଛି। ଯଦି ଏହି ଧାରା ଜାରି ରହେ ତେବେ ଭାଜପା ଏପର୍ଯ୍ୟନ୍ତ କଂଗ୍ରେସର ସବୁଠୁ ବଡ…
ସର୍ବ ସମ୍ମୁଖରେ ଫାଶୀକୁ ନିନ୍ଦା କଲା ଆମେରିକା…
କାବୁଲ/ଓ୍ବାଶିଂଟନ,୮।୧୨ : ଆମେରିକା ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ସମାଲୋଚନା କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଫଗାନିସ୍ତାନରେ ଘଟୁଥିବା ବିଭିନ୍ନ ଘଟଣାଗୁଡ଼ିକ ଦର୍ଶାଉଛି ଯେ ତାଲିବାନ ୧୯୯୦ ଦଶକର ପୁରୁଣା ଅଭ୍ୟାସକୁ…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଶିଷ୍ଟ ତବଲା ବାଦକ ଉମେଶଙ୍କର ହେବ ଶେଷକୃତ୍ୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮ା୧୨(ବ୍ୟୁରୋ): ବିଶିଷ୍ଟ ତବଲା ବାଦକ ଉମେଶ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେବ ବୋଲି ଘୋଷଣା କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ କରଙ୍କୁ ଜଣେ ମହାନ କଳାକାର ଭାବରେ…

