Home Middle

ଜାମିନ ପରେ ବି ଜେଲରେ ରହିବେ ଅନୀଲ ଦେଶମୁଖ…

ମୁମ୍ବାଇ,୪।୧୦ : ଅର୍ଥ ହେରଫେର ମାମଲାରେ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ଇଡି ମାମଲାରେ…

କାଲିଫର୍ନିଆରେ ୪ ଭାରତୀୟ ଅପହୃତ, ୮ ମାସର ଶିଶୁକନ୍ୟା ବି ସାମିଲ…

ସ୍କ୍ରାମେଣ୍ଟୋ,୪।୧୦ : ଆମେରିକାର କାଲିଫର୍ନିଆର ମର୍ସିଡ ସହରରେ ଚାରିଜଣ ଭାରତୀୟ ମୂଳ ଲୋକଙ୍କୁ ଅପହରଣ କରାଯାଇଛି। ଏହି ଅପହରଣରେ ଭାରତୀୟ ମୂଳ ଦମ୍ପତି ଏବଂ ସେମାନଙ୍କର ଆଠ ମାସର ଶିଶୁ କନ୍ୟା ଓ ସେମାନଙ୍କର ଜଣେ ବନ୍ଧୁ ଅଛନ୍ତି। ସୋମବାର ମର୍ସିଡ…

ୟୁକ୍ରେନର ଅଞ୍ଚଳ ରୁଷିଆରେ ମିଶିବା ନେଇ ଆଇନଗତ ପଦକ୍ଷେପ, ଉଚ୍ଚ ସଦନରେ ମାନ୍ୟତା…

ମସ୍କୋ/କ୍ୱିଭ,୪।୧୦ : ଜନମତ ସଂଗ୍ରହ ମାଧ୍ୟମରେ ୟୁକ୍ରେନର ଚାରୋଟି ଅଞ୍ଚଳର ରୁଷିଆରେ ମିଶ୍ରଣ ପରେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହାକୁ ଆଇନଗତ ମାନ୍ୟତା ଦେବା ଆରମ୍ଭ କରିଛନ୍ତି। ସୋମବାର ରୁଷିଆ ସଂସଦର ନିମ୍ନ ଗୃହରେ ମିଶ୍ରଣ ସହ ଜଡିତ ଚୁକ୍ତିନାମାକୁ ଅନୁମୋଦନ…

କରୋନାରେ ବ୍ରେକ୍‌, ଦୈନିକ ସଂକ୍ରମଣ ୨ ହଜାର ତଳେ…

ନୂଆଦିଲ୍ଲୀ, ୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୫ ହଜାର ତଳେ ରହିଛି। ଗତ ୨୪…

ଉତ୍ତରାଖଣ୍ଡରେ ହିମସ୍ଖଳନ: ୨୦ ପର୍ବତାରୋହୀ ଫସି ରହିଥିବା ଆଶଙ୍କା

ଡେରାଡୁନ,୪।୧୦: ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ବଡ଼ ହିମସ୍ଖଳନ ହୋଇଛି। ଏହି ହିମସ୍ଫଳନରେ ଏକ ପ୍ରତିଷ୍ଠାନର ୨୦ ଟ୍ରେନି ପର୍ବତାରୋହୀ ଫସି ରହିଛନ୍ତି। ସୂଚନାନୁସାରେ, ହିମସ୍ଫଳନ ଯୋଗୁ ୨୯ ଜଣ ଲୋକ ସେଠାରେ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି।…

ବେକାବୁ ହେଲେ କିମ, ଜାପାନ ଉପରେ ପକାଇଦେଲେ ମିଶାଇଲ

ପୋଙ୍ଗୟାଙ୍ଗ,୪ ।୧୦: ଉତ୍ତର କୋରିଆ ତା’ର ଅସ୍ତ୍ର ପରୀକ୍ଷା ଶୃଙ୍ଖଳାରେ ଏକ ମିଶାଇଲ ଜାପାନ ଉପରେ ପକାଇଦେଇଛି । ଜାପାନର ଉତ୍ତର ଭାଗରେ ଏହି ମିଶାଇଲ ମାଡ ହୋଇଛି । ଉତ୍ତର କୋରିଆ ପ୍ରଶାନ୍ତ ମହାସାଗରର ଉତ୍ତରରେ ଏହାକୁ ପକାଇଛି ।…

ଗୁଗଲରେ ଟ୍ରାନ୍ସଲେଟ କରୁଥିବା ଲୋକଙ୍କୁ ବଡ ଝଟ୍‌କା, ବନ୍ଦ ହେଲା ସର୍ଭିସ!

ବେଜିଂ,୪ ।୧୦: ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ତା’ର ଟ୍ରାନ୍ସଲେଶନ ସର୍ଭିସକୁ ବନ୍ଦ କରି ଦେଇଛି । ତେବେ ଏହା ମେନଲାଣ୍ଡ ଚାଇନାରେ କରାଯାଇଛି ବୋଲି ସୂଚନା ମିଳିଛି । ଫଳରେ ଚାଇନାକୁ ବଡ ଝଟ୍‌କା ଲାଗିଛି ।…

ଲଘୁଚାପ ସୃଷ୍ଟି, ଅଧିକାଂଶ ଜିଲାରେ ବର୍ଷା

ଭୁବନେଶ୍ୱର,୪।୧୦(ବ୍ୟୁରୋ):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ଅଧିକାଂଶ ଜିଲାରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ସୋମବାର କେତେକ…

ପୁରୁଣାଙ୍କୁ ପୁଣି ସୁଯୋଗ

ଭୁବନେଶ୍ୱର, ୪ା୧୦:ରାଜ୍ୟରେ ବେରୋଜଗାରି ବଢ଼ିବାରେ ଲାଗିଛି। ଯୁବଗୋଷ୍ଠୀ ସରକାରୀ ଚାକିରିଟିଏ ପାଇବା ପାଇଁ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହୁଛନ୍ତି। ସେଣ୍ଟ୍ରାଲ୍‌ ଫର ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ) ରିପୋର୍ଟ ଅନୁଯାୟୀ, ସାରା ଦେଶରେ ବେକାର ହାର ଗତ ଅଗଷ୍ଟରେ ୮.୩%…

ଜମ୍ମୁ-କଶ୍ମୀର ଡିଜି ଜେଲ ହେମନ୍ତ ଲୋହିୟାଙ୍କୁ ହତ୍ୟା, ବଢିଲା ସୁରକ୍ଷା ଏଜେନ୍ସିର ଚିନ୍ତା

ଜମ୍ମୁ,୪ ।୧୦: ଜମ୍ମୁ-କଶ୍ମୀରରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ(ଜେଲ) ହେମନ୍ତ ଲୋହିୟାଙ୍କୁ ତାଙ୍କ ଘରେ କେହି ଗଳା ଚିପି ହତ୍ୟା କରିଥିବା ଜଣାପଡିଛି । ତାଙ୍କ ଚାକର ଉପରେ ପୋଲିସ…

ଆସ୍ଥା ଭୋଟ ଜିତିଲେ ମାନ୍‌

ଚଣ୍ଡିଗଡ଼,୩।୧୦: ପଞ୍ଜାବ ବିଧାନସଭାରେ କଂଗ୍ରେସ ବିଧାୟକମାନଙ୍କ କକ୍ଷତ୍ୟାଗ ସତ୍ତ୍ୱେ ଆମ୍‌ ଆଦ୍‌ମୀ ପାର୍ଟି ସରକାର ସୋମବାର ଆସ୍ଥା ଭୋଟ ଜିତିଯାଇଛନ୍ତି। ରାଜ୍ୟରେ ଭାଜପାର ଅପରେଶନ ଲୋଟସ୍‌ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଆସ୍ଥା ଭୋଟ ଜିତିବା ପରେ କହିଛନ୍ତି। ବିଧାନସଭାରେ…

ମେଡିସିନରେ ସ୍ବାନ୍ତେ ପାବୋଙ୍କୁ ନୋବେଲ ପୁରସ୍କାର

ସ୍ବିଡେନ,୩।୧୦: ସ୍ବିଡେନର ସ୍ବାନ୍ତେ ପାବୋଙ୍କୁ ଫିଜିଓଲୋଜି କିମ୍ବା ମେଡିସିନ୍‌ରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ବିଲୁପ୍ତ ହୋମିନିନର ଜିନୋମ ଏବଂ ମାନବ ବିବର୍ତ୍ତନ ସହିତ ଜଡିତ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଜ୍ଞାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri