Home Middle

ମଣିଷଙ୍କୁ ନେଇ ଉଡ଼ିବ ଡ୍ରୋନ୍‌, ନୌସେନାରେ ହେବ ସାମିଲ…

ନୂଆଦିଲ୍ଲୀ,୫।୧୦ : ପ୍ରଥମ ଥର ପାଇଁ ଭାରତ ମଣିଷଙ୍କୁ ନେଇ ଉଡୁଥିବା ବରୁଣ ଡ୍ରୋନକୁ ବିକଶିତ କରାଯାଇଛି। ସ୍ବଦେଶୀ ନିର୍ମିତ ଏହି ପାଇଲଟ ବିହୀନ ଡ୍ରୋନ ଶୀଘ୍ର ଭାରତୀୟ ନୌସେନାରେ ସାମିଲ ହେବ। ପୁଙ୍ଖାନୁପୁଙ୍ଖ ପରୀକ୍ଷଣ ପରେ ଭାରତୀୟ ନୌସେନା ଏହାକୁ…

ଭାଗଓ୍ବତ କହିଲେ ଶୁଭ କାର୍ଯ୍ୟ ପାଇଁ ଶକ୍ତି ଜରୁରୀ, ପ୍ରଥମ ଥର ପାଇଁ ଆରଏସଏସ ଶସ୍ତ୍ର ପୂଜନରେ ମହିଳା ମୁଖ୍ୟ ଅତିଥି…

ନାଗପୁର,୫।୧୦ : ପ୍ରଥମ ଥର ପାଇଁ ଜଣେ ମହିଳା ମୁଖ୍ୟ ଅତିଥି ଆରଏସଏସର ଦଶହରା ଶସ୍ତ୍ର ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଥର ପଦ୍ମଶ୍ରୀ ସାନ୍ତୋଷ ଯାଦବ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ସେ ହେଉଛନ୍ତି ଏକମାତ୍ର…

ବୁଧବାର ରସାୟନ ବିଜ୍ଞାନରେ ନୋବେଲ, ଶୁକ୍ରବାର ଶାନ୍ତି ପାଇଁ ନୋବେଲ…

ଷ୍ଟକହୋମ,୪।୧୦ : ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ବୁଧବାର ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ଏଥି ସହିତ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ସେହିପରି ଚଳିତ ୨୦୨୨ବର୍ଷ ପାଇଁ ନୋବେଲ…

ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଚରିତ୍ର ପ୍ରମାଣ ପତ୍ର ମାଗିବା ନିର୍ଦ୍ଦେଶ ପ୍ରତ୍ୟାହୃତ…

ଶିମଲା,୪।୧୦ : ସମାଲୋଚନାର ସମ୍ମୁଖୀନ ହୋଇ ହିମାଚଳ ପ୍ରଦେଶ ସରକାର ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଚରିତ୍ର ପ୍ରମାଣ ପତ୍ର ମାଗିବା ନିର୍ଦ୍ଦେଶ ପ୍ରତ୍ୟାହାର କରିନେଇଛନ୍ତି। ବୁଧବାର ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ରାଲିର କଭରେଜ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଚରିତ୍ର…

ଭାଜପା ଏମସିଡି ବିରୋଧରେ ସାଢ଼େ ୩ ହଜାର ଆବର୍ଜନା ରାବଣ ଜଳାଇ ଏଏପି କଲା ପ୍ରଦର୍ଶନ…

ନୂଆଦିଲ୍ଲୀ,୪।୧୦ : ଦଶହରା ଅବସରରେ ଆମ ଆଦମୀ ପାର୍ଟି ମଙ୍ଗଳବାର ରାଜଧାନୀ ଦିଲ୍ଲୀର ସାଢ଼େ ୩ ହଜାର ସ୍ଥାନରେ ରାବଣକୁ ଅଳିଆ ଆବର୍ଜନା ଜାଳି ଭାଜପା ଶାସିତ ନିଗମ ବିରୋଧରେ ପ୍ରତୀକାତ୍ମକ ପ୍ରଦର୍ଶନ କରିଥିଲା। ବୁରାଡିରେ ଏଏପି ବିଧାୟକ ସଞ୍ଜୀବ ଝା…

ଦେଶର ୧୦୫ ସ୍ଥାନରେ ସିବିଆଇ ଚଢ଼ାଉ..

ନୂଆଦିଲ୍ଲୀ,୪।୧୦ : ସିବିଆଇ ସାରା ଦେଶରେ ବଡ ପଦକ୍ଷେପ ନେଇଛି। ସିବିଆଇ ଦ୍ୱାରା ଦେଶର ୧୦୫ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସାଇବର ଠକେଇ ବିଷୟରେ ହୋଇଛି। ସୂଚନାନୁସାରେ, ୮୭ ଟି ସ୍ଥାନରେ ସିବିଆଇ ଟିମ ଥିବାବେଳେ ରାଜ୍ୟ…

୩୧୭ କୋଟି ନକଲି ନୋଟ ଜବତ, ୬ ଗିରଫ…

ଅହମଦାବାଦ,୪।୧୦ : ଗୁଜୁରାଟର ସୁରଟ ପୋଲିସକୁ ମଙ୍ଗଳବାର ଏକ ବଡ଼ ସଫଳତା ମିଳିଛି। ୬୭ କୋଟି ପୁରୁଣା ନୋଟ ଏବଂ ୩୧୭ କୋଟି ଟଙ୍କାର ନୂଆ ନକଲି ନୋଟ ଜବତ ହୋଇଛି। ଏହି ମାମଲାରେ ଜଡ଼ିତ ଥିବା ୬ ଜଣ ଅଭିଯୁକ୍ତଙ୍କୁ…

ହ୍ବାଟସଆପରେ ସ୍କ୍ରିନ୍‌ଶଟ ମନା…

ନୂଆଦିଲ୍ଲୀ,୪।୧୦ : ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଏକ ନୂତନ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏବେ ଆଉ ମେସେଜ ଗୁଡିକର ସ୍କ୍ରିନ୍‌ଶଟ ନିଆଯାଇପାରିବ ନାହିଁ। ଏହି ବୈଶିଷ୍ଟ୍ୟ ପରେ, ବର୍ତ୍ତମାନ ବ୍ୟବହାରକାରୀଙ୍କ ଚାଟ ଅଧିକ…

ମୋଦି- ଜେଲେନସ୍କି ଫୋନରେ କଥାବାର୍ତ୍ତା, ଯୁଦ୍ଧ ପ୍ରସଙ୍ଗ ନେଇ ଆଲୋଚନା…

ନୂଆଦିଲ୍ଲୀ/କ୍ୱିଭ୍‌,୪।୧୦ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। କୁହାଯାଉଛି ଯେ ଏହି ସମୟରେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ପ୍ରସଙ୍ଗ ନେଇ…

ମହିଷାସୁର ସ୍ଥାନରେ ମହାତ୍ମାଙ୍କ ମୂର୍ତ୍ତି ମାମଲା, ଭାଜପା-ଟିଏମସି ଆରୋପ ପ୍ରତ୍ୟାରୋପ…

କୋଲକାତା,୪।୧୦ : ପଶ୍ଚିମବଙ୍ଗର କୋଲକାତାର ରୁବି କ୍ରସିଂ ନିକଟରେ ଥିବା ଏକ ଦୁର୍ଗା ପୂଜା ପେଣ୍ଡାଲରେ ମହିଷାସୁର ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ସଦୃଶ ଏକ ମୂର୍ତ୍ତି ଥିଲା। ମୂର୍ତ୍ତିର ମୁଣ୍ଡ ଟାଙ୍ଗରା ଥିଲା ଏବଂ ଏକ ଧଳା ଧୋତି ଓ ଗୋଲାକାର…

ହିଜବୁଲ କମାଣ୍ଡର ଶୌକତ ଅହମ୍ମଦ ଆତଙ୍କବାଦୀ ଘୋଷିତ…

ନୂଆଦିଲ୍ଲୀ,୪।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ପୁଣି ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାର ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ସରକାର ଏହି ଆତଙ୍କବାଦୀ ସଂଗଠନର…

ଟ୍ରକ୍‌-ଅଟୋରିକ୍ସା ଧକ୍କା, ୭ ମୃତ, ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ବଡୋଦରା,୪।୧୦ : ଗୁଜରାଟର ବଦୋଦରାଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାୟୁସେନା ଷ୍ଟେଶନ ଦାର୍ଜିପୁରା ନିକଟରେ ଏକ ଅଟୋରିକ୍ସା ଏବଂ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଆହତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri