ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଶ୍ରୀଲଙ୍କାର ପ୍ରୟାସ, ଏବେ ଭାରତୀୟ ପର୍ଯ୍ୟଟଙ୍କ ଉପରେ ଭରସା…
କଲମ୍ବୋ,୯।୧୦ : ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଶ୍ରୀଲଙ୍କାର ପ୍ରୟାସ ଜାରି ରହିଛି। ଏପରି ସ୍ଥଳେ ଏହାର ପର୍ଯ୍ୟଟନ ଶିଳ୍ପକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରିବା ସହିତ ଶ୍ରୀଲଙ୍କା ଭାରତ ଉପରେ ନିଜର ସମସ୍ତ ଆଶା ରଖିଛି। ଶ୍ରୀଲଙ୍କା ଆଶା କରୁଛି…
ଆମେରିକା-ଦକ୍ଷିଣ କୋରିଆକୁ କିମ୍ଙ୍କ ଖୋଲା ଚ୍ୟାଲେଞ୍ଜ୍, ପୁଣି ଜାପାନ ଉପର ଦେଇ ୨ କ୍ଷେପଣାସ୍ତ୍ର ଉତ୍କ୍ଷେପଣ…
ପ୍ୟୋଙ୍ଗୟାଙ୍ଗ,୯।୧୦ : ଉତ୍ତର କୋରିଆ ଦୁଇ ସପ୍ତାହ ମଧ୍ୟରେ ସପ୍ତମ ଥର ପାଇଁ ଜାପାନ ଆଡକୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରିଛି। ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜରୁରୀକାଳୀନ ସତର୍କ ସୂଚନା ଜାରି…
ଉପନିର୍ବାଚନ ପୂର୍ବରୁ ରାଲି କରିବେ ଇମ୍ରାନ, ୧୬ରେ ଭୋଟ୍
ଇସଲାମାବାଦ,୯ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍ସାଫ ପାର୍ଟି (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ୮ ଜାତୀୟ ବିଧାନସଭା ଆସନକୁ ଉପ-ନିର୍ବାଚନ ପୂର୍ବରୁ ବିଭିନ୍ନ ସହରରେ ରାଲି କରିବେ। ଇମ୍ରାନ ଅକ୍ଟୋବର ୧୧ରୁ ୧୪ପର୍ଯ୍ୟନ୍ତ ୫ଟି ସାଧାରଣ ସଭାକୁ ସମ୍ବୋଧିତ…
ଟସ ଜିତିଲା ଦକ୍ଷିଣ ଆଫ୍ରିକା, ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ରାଞ୍ଚି,୯।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରାଞ୍ଚିରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍ ଦକ୍ଷିଣ ଆଫ୍ରିକାର ନିୟମିତ ଅଧିନାୟକ…
ନିଜ ଲୋକଙ୍କୁ ଇରାନ ଛାଡ଼ିବାକୁ କହିଲା ଫ୍ରାନ୍ସ
ପ୍ୟାରିସ,୯ା୧୦: ଫ୍ରାନ୍ସ ଏହାର ଲୋକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ କହିଛି। ଏହାର ଦୁଇଟି ବଡ଼ କାରଣ ଅଛି। ପ୍ରଥମ କାରଣ ହେଉଛି ହିଜାବ ଉପରେ ଚାଲିଥିବା ବିରୋଧ, ଯେଉଁଥିପାଇଁ ଇରାନ ଆମେରିକା ଏବଂ ପାଶ୍ଚାତ୍ୟ ଦେଶକୁ ଦାୟୀ କରୁଛି। ଦ୍ୱିତୀୟ କାରଣ…
ଅଜଣା ବିଷାକ୍ତ ଖାଦ୍ୟ ଖାଇ ୬୦ ସ୍କୁଲ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି…
ଚିୟାପା,୯।୧୦ : ଦକ୍ଷିଣ ମେକ୍ସିକୋର ଚିଆପାସ୍ଥିତ ଏକ ଗ୍ରାମୀଣ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୬୦ ପିଲା ଅଜଣା ବିଷାକ୍ତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗତ ଦୁଇ ସପ୍ତାହ ମଧ୍ୟରେ ଚିଆପା ବିଦ୍ୟାଳୟରେ ଛାତ୍ରମାନେ ବିଷାକ୍ତ…
ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ସତର୍କ ସୂଚନା ଜାରି ହୋଇଥିବା କଫ୍ ସିରପର ଯାଞ୍ଚ୍ କରୁଛନ୍ତି ଭାରତ ସରକାର…
ନୂଆଦିଲ୍ଲୀ,୯।୧୦ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚାରିଟି ଭାରତୀୟ ନିର୍ମିତ କଫ୍ ସିରପ ବିଷୟରେ ଭାରତ ସରକାରଙ୍କୁ ଚେତାବନୀ ଦେଇଛି। ଏହା ପରେ ଏହାକୁ ତିଆରି କରିଥିବା କମ୍ପାନୀରୁ ଏକ ସ୍ପଷ୍ଟୀକରଣ ଆସିଛି। ଏହି କଫ୍ ସିରପ ହରିୟାଣାର ସୋନିପାତରେ ଅବସ୍ଥିତ…
୩ ନାମ-ନିର୍ବାଚନୀ ଚିହ୍ନ ତାଲିକା ଦେଲେ ଉଦ୍ଧବ…
ମୁମ୍ବାଇ,୯।୧୦ : ଶିବସେନାଙ୍କ ନାମ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବିରରେ ଚାଲିଥିବା ବିତର୍କ ମଧ୍ୟରେ ନିର୍ବାଚନ ଆୟୋଗ ଶିବସେନା ନାମ ଏବଂ ଏହାର ଚିହ୍ନ ଧନୁତୀର ଉପରେ ରୋକ ଲଗାଇଛନ୍ତି। ଏହା…
ଗୁଜରାଟର ମୋଢେରା ପ୍ରଥମ ସୌର ବିଦ୍ୟୁତ ଚାଳିତ ଗାଁ, ଯୋଡି ହେବ ଐତିହାସିକ ସଫଳତା…
ଅହମଦାବାଦ,୯।୧୦ : ଚାଲୁକ୍ୟ ରାଜବଂଶ ଦ୍ୱାରା ନିର୍ମିତ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ ଗୁଜରାଟର ମେହସାଣାର ମୋଢେରା ଗାଁ ନାମରେ ରବିବାର ସନ୍ଧ୍ୟାରେ ଏକ ଐତିହାସିକ ସଫଳତା ଯୋଡି ହେବ। ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଢେରାକୁ ଦେଶର ପ୍ରଥମ…
ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଏକଦବିସୀୟ,ସିରିଜ ସମାନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ…
ରାଞ୍ଚି,୯।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ରାଞ୍ଚିରେ ଖେଳାଯିବ। ଟିମ ଇଣ୍ଡିଆ ସିରିଜ ସମାନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଲକ୍ଷ୍ନୌରେ ପ୍ରଥମ ଏକଦିବସୀୟ ଜିତିବା ପରେ…
ବ୍ୟଭିଚାରିଣୀ ସ୍ତ୍ରୀଙ୍କର ଭରଣପୋଷଣ ଅଧିକାର ନାହିଁ, ହାଇକୋର୍ଟ…
ଚଣ୍ଡିଗଡ଼,୯।୧୦ : ଛାଡପତ୍ର ଆଦେଶ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରି ପଞ୍ଜାବ-ହରିୟାଣା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବ୍ୟଭିଚାର କାରଣରୁ ଛାଡପତ୍ରର ଆଦେଶ ଦିଆଯାଇଥିଲେ ସ୍ତ୍ରୀଙ୍କର ଭରଣପୋଷଣ ଅଧିକାର ନାହିଁ। ଏହି ଆବେଦନକୁ ଖାରଜ କରିବା ସହିତ ଅମ୍ବାଲା ପରିବାର…
ନୀତୀଶଙ୍କୁ ଉତ୍ତର ଦେଲେ ପିକେ, କହିଲେ ବୟସ ବଢ଼ିବା ଯୋଗୁ କିଛି କହିବାକୁ ଚାହିଁ ଅନ୍ୟ କଥା କହୁଛନ୍ତି…
ପାଟନା,୯।୧୦ : ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଆଣିଥିବା ଗୁରୁତର ଅଭିଯୋଗକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ ଉତ୍ତର ଦେଇଛନ୍ତି। ନୀତୀଶଙ୍କ ଏକ ଅଭିଯୋଗ ଉପରେ ସେ ପ୍ରତିକ୍ରିୟା ଦେଇ ପ୍ରଶାନ୍ତ କିଶୋର କହିଛନ୍ତି…
Archives


