ମୁଲାୟମଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ…
ନୂଆଦିଲ୍ଲୀ,୧୦।୧୦ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସୋମବାର ପରଲୋକ ଘଟିଛି। ଅଖିଳେଶ ଯାଦବ ଏକ ଟୁଇଟ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ମୁଲାୟମଙ୍କ ପରଲୋକ…
ନୂଆଦିଲ୍ଲୀ/ଗୁରୁଗ୍ରାମ,୧୦।୧୦ : ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସୋମବାର ପୂର୍ବାହ୍ନ ୮ଟା ୨୦ରେ ସେ ଚିକିତ୍ସାଧୀନ…
ଶିନ୍ଦେଙ୍କ ସହ ୪୦ ବିଧାୟକ ଦିଲ୍ଲୀର ଚାକର, ସେଭଳି ଧୃର୍ତ୍ତଙ୍କୁ ବିଶ୍ୱାସ ନାହିଁ: ସାମନାରେ କଡ଼ା ସମାଲୋଚନା…
ମୁମ୍ବାଇ,୧୦।୧୦ : ଶିବସେନାର ନିର୍ବାଚନ ଚିହ୍ନ ଫ୍ରିଜ ହୋଇଯିବାପରେ ବର୍ତ୍ତମାନ ନିର୍ବାଚନ ଆୟୋଗ ଉଭୟ ଦଳକୁ ପୃଥକ ନିର୍ବାଚନ ଚିହ୍ନ ଦେବେ। କାରଣ ନଭେମ୍ବର ୩ ରେ ମୁମ୍ବାଇର ଏକ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏଥି ସହିତ ନିର୍ବାଚନ ଆୟୋଗ…
୫ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୧୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୦ ହଜାର ତଳେ ରହିଛି। ଗତ ୨୪…
ଉତ୍ସାହ ବଢୁଛି, କଳିଙ୍ଗ ପ୍ରସ୍ତୁତ
ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି):ଭାରତ ସମେତ ଓଡ଼ିଶାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ପାଇଁ ଉତ୍ସାହ ବଢ଼ିବାରେ ଲାଗିଛି। ପ୍ରତିଯୋଗିତାର ଅନ୍ୟତମ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭୁବନେଶ୍ୱରରେ ଫିଫାର ବାସ୍ନା…
ପ୍ରତ୍ୟକ୍ଷ ଟିକସ ଆଦାୟ ୨୪% ବୃଦ୍ଧି
ନୂଆଦିଲ୍ଲୀ,୧୦।୧୦: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଅକ୍ଟୋବର ୮ ପର୍ଯ୍ୟନ୍ତ ପ୍ରାୟ ୯ (୮.୯୮) ଟ୍ରିଲିୟନ ଟଙ୍କା ରହିଛି ବୋଲି ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ଗତ ବର୍ଷ ଏହି ସମାନ ଅବଧି ମଧ୍ୟରେ…
ସବୁ ଶିକ୍ଷାନୁଷ୍ଠାନରେ ହିନ୍ଦୀ ବାଧ୍ୟତାମୂଳକ ହେଉ
ନୂଆଦିଲ୍ଲୀ,୧୦ା୧୦: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନରେ ହିନ୍ଦୁକୁ ବାଧ୍ୟତାମୂଳକ ଭାବେ ପାଠପଢ଼ାର ମାଧ୍ୟମ କରାଯାଉ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ନେତୃତ୍ୱରେ ଗଠିତ ଭାଷା ସମ୍ପର୍କିତ ସଂସଦୀୟ କମିଟି ଉପରୋକ୍ତ ସୁପାରିସ୍ କରିଛି। ଗତ ମାସରେ…
ତ୍ରିଶୂଳ, ଉଦିତ ସୂର୍ଯ୍ୟ କିମ୍ବା ମଶାଲ
ନୂଆଦିଲ୍ଲୀ,୧୦ା୧୦: ନଭେମ୍ବର ୩ରେ ହେବାକୁ ଥିବା ଉପନିର୍ବାଚନରେ ଉଦ୍ଧବ ଠାକ୍ରେ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ଶିବସେନା ନାଁ ଏବଂ ଧନୁତୀର ଚିହ୍ନ ବ୍ୟବହାର କରିପାରିବେ ନାହଁି ବୋଲି ନିର୍ବାଚନ କମିଶନ ଶନିବାର କହିବା ସହ ଉଭୟ ଗୋଷ୍ଠୀ ସେମାନଙ୍କ ଦଳ…
ଜାପୋରିଝିଆରେ ରକେଟ୍ ମାଡ଼: ୧୭ ମୃତ
ଜାପୋରିଝିଆ, ୧୦ା୧୦: ରୁଷିଆକୁ କ୍ରିମିଆ ଉପଦ୍ୱୀପ ସହ ଯୋଡ଼ୁଥିବା ୟୁରୋପର ଦୀର୍ଘତମ କେରଚ୍ ବ୍ରିଜ୍ ଶନିବାର ବିସ୍ଫୋରଣରେ କ୍ଷତିଗ୍ରସ୍ତ ହେବା ପରେ ମସ୍କୋ ୟୁକ୍ରେନ୍ର ଜାପୋରିଝିଆ ସହର ଉପରେ ରକେଟ ମାଡ଼ କରିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଜାପୋରିଝିଆକୁ…
ବୈଷୟିକ ଶିକ୍ଷାରେ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଭାରତର ପ୍ରଗତିକୁ ଗତିଶୀଳ କରାଇବ
ଚଣ୍ଡିଗଡ଼,୧୦।୧୦(ପି.ଟି.): ଦେଶର ବିକାଶକୁ ତ୍ୱରାନ୍ବିତ କରିବାକୁ ହେଲେ ଅଧିକରୁ ଅଧିକ ଛାତ୍ରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖାଇବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରବିବାର ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ଇଞ୍ଜିନିୟରିଂ କଲେଜ୍ (ପିଇସି)ର ୫୨ତମ ସମାବର୍ତ୍ତନ ଉତ୍ସବ ଏବଂ ଶତବାର୍ଷିକୀର ଉଦ୍ଯାପନୀ…
‘ମୋ ସ୍ତ୍ରୀଙ୍କୁ ମାରନାହିଁ, ସେ ଗର୍ଭବତୀ’
ତେହରାନ,୧୦ା୧୦: ଇରାନର ରଫସାନଜାନ୍ ସହରରେ ଜଣେ ବ୍ୟକ୍ତି ପୋଲିସ ବର୍ବରତାରୁ ନିଜ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଚିତ୍କାର କରୁଛନ୍ତି, ମୋ ସ୍ତ୍ରୀଙ୍କୁ ମାରନାହିଁ, ସେ ଗର୍ଭବତୀ ଅଛନ୍ତି। ରାଜଧାନୀ ତେହରାନସ୍ଥିତ ଏକ ହାଇସ୍କୁଲରେ ସୁରକ୍ଷା ବଳ ଛାତ୍ରୀମାନଙ୍କ ଉପରେ ଦମନଲୀଳା…
ଗର୍ଭପାତ ଅଧିକାର ଫେରାଇଦିଅ
ନ୍ୟୁୟର୍କ,୧୦।୧୦: ନଭେମ୍ବର ୮ରେ ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ବିକ୍ଷୋଭକାରୀମାନେ ନିଜ ଶରୀର ସମ୍ପର୍କିତ ନିଷ୍ପତ୍ତି ନିଜେ ନେବା ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। କଂଗ୍ରେସ ଉପରେ ଶାସକ ଡେମୋକ୍ରାଟମାନେ ନିଜ ନିୟନ୍ତ୍ରଣକୁ ମଜଭୁତ କରିବା ପାଇଁ…
Archives


