Home Middle

ଜଲ୍ଲିକଟ୍ଟୁରେ ୬୦ ଆହତ, ପ୍ରଶାସନ ପକ୍ଷରୁ ୨୦୦୦ ପୋଲିସ ମୁତୟନ…

ଚେନ୍ନାଇ,୧୬।୧ : ମକର ସଂକ୍ରାନ୍ତି ପର୍ବ ସହିତ ଜଲ୍ଲିକଟ୍ଟୁ ମଧ୍ୟ ତାମିଲନାଡୁରେ ଆରମ୍ଭ ହୋଇଛିନ। ଏ ସମ୍ପର୍କରେ ପ୍ରଶାସନକୁ ମଧ୍ୟ ସତର୍କ କରାଯାଇଛି। ଏହି ଖେଳରେ ରବିବାର ମଦୁରାଇର ଆଭାନିୟାପୁରମ ଅଞ୍ଚଳରେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି । ଏହି…

ସର୍ବ ପୁରାତନ ମାମଲାର ଫଇସଲା ଦେଲେ ହାଇକୋର୍ଟ…

କୋଲକାତା,୧୬।୧ : କୋଲକାତା ହାଇକୋର୍ଟରେ ଦେଶର ସର୍ବ ପୁରାତନ ମକଦ୍ଦମାର ଫଇସଲା ୭୨ ବର୍ଷ ପରେ ପ୍ରଦାନ କରି ଏହାକୁ ଶେଷ କରିଛନ୍ତି। କୌତୁହଳର ବିଷୟ, କୋଲକାତା ହାଇକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ୧୯୫୧ ମସିହାରେ ଜନ୍ମ ହୋଇଥିଲେ,…

୨୦୨୫ ସୁଦ୍ଧା ଦେଶବ୍ୟାପୀ ସ୍ଥାପନ ହେବ ଡୋପଲର ପାଣିପାଗ ରାଡାର…

ନୂଆଦିଲ୍ଲୀ,୧୬।୧ : କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଗତ ଆଠରୁ ନଅ ବର୍ଷ ମଧ୍ୟରେ ପାଣିପାଗ ବିଭାଗର ପୂର୍ବାନୁମାନର ସଠିକତା ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଏହି କ୍ରମରେ, ୨୦୨୫ ସୁଦ୍ଧା, ସମଗ୍ର ଦେଶରେ ଏକ ଡୋପଲର…

ଧନ କୁବେରଙ୍କ ସମ୍ପତ୍ତି ଦିନ ପିଛା ବଢୁଛି ୨୨ ହଜାର କୋଟି…

ଓ୍ବାଶିଂଟନ,୧୬।୧ : ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱର ୧ ପ୍ରତିଶକ ଧନ କୁବେରଙ୍କ ସମ୍ପତ୍ତି ପ୍ରାୟ ଦୁଇଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଏକ ନୂତନ ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ…

ସ୍ତ୍ରୀଙ୍କୁ ମାରି ୬ ପିଲାଙ୍କ ଆଗରେ କଡ଼େଇରେ ସିଝାଇଲେ ସ୍ବାମୀ

କରାଚି,୧୬ା୧: କରାଚିର ଗୁଲଶନ-ଇ-ଇକ୍‌ବଲରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତାଙ୍କ ୬ ପିଲାଙ୍କ ଆଗରେ ସ୍ତ୍ରୀଙ୍କୁ ମାରି କଡ଼େଇରେ ସିଝାଇବା ପରି ଅତ୍ୟନ୍ତ ଅମାନବିକ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଲଶନ-ଇ-ଇକ୍‌ବଲର ବ୍ଲକ ୪ରେ ଥିବା ଏକ ଘରୋଇ…

‘ବିଶ୍ୱ ହକିର ପ୍ରାଣକେନ୍ଦ୍ର ପାଲଟିଛି ଓଡ଼ିଶା’

ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଉଛି ହକି ବିଶ୍ୱକପ୍‌। ତେଣୁ ସ୍ବାଭାବିକ ଭାବେ ଆନନ୍ଦିତ ରାଜ୍ୟର ଖେଳାଳି ଓ ସାଧାରଣ ଜନତା। ସମଗ୍ର ବିଶ୍ୱର ନଜର ଏବେ ଓଡ଼ିଶା ଉପରେ। ତେଣୁ ସମସ୍ତ ଓଡ଼ିଆଙ୍କ ପାଇଁ ଏହା ଗର୍ବର ବିଷୟ।…

ହକିକୁ ସ୍ବାଗତ କରୁଛି ସମଗ୍ର ବିଶ୍ୱ

ଭୁବନେଶ୍ୱର,୧୬ା୧(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହୋଇଛି ହକି ବିଶ୍ୱକପ୍‌-୨୦୨୩। ବିଶ୍ୱକପ୍‌କୁ ନେଇ ସମଗ୍ର ଓଡ଼ିଶା ଉତ୍ସବମୁଖର। ଐତିହାସିକ କଳିଙ୍ଗ ଷ୍ଟାଡିୟମ ଓ ହକିର ଏନ୍ତୁଡ଼ିଶାଳ ରାଉରକେଲାର ବିର୍ସାମୁଣ୍ଡା ଇଣ୍ଟରନ୍ୟାଶନାଲ ହକି ଷ୍ଟାଡିୟମ ମଧ୍ୟ ପ୍ରାୟ ହାଉସ୍‌ଫୁଲ୍‌ ରହିଛି। କଳିଙ୍ଗ…

ଶ୍ରଦ୍ଧାଞ୍ଜଳି ଜାତୀୟ ଚୟନକର୍ତ୍ତା

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି): ଭାରତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ପାଇଁ ଆସିଛି ଆଉ ଏକ ଗୁରୁଦାୟିତ୍ୱ। ରାଜ୍ୟ ଏବଂ ଜାତୀୟ ସ୍ତରରେ ପୂର୍ବରୁ ଅନେକଥର କୋଚ୍‌, ଜଜ୍‌, ଚୟନକର୍ତ୍ତା ଦାୟିତ୍ୱକୁ ସଫଳତାର ସହ ତୁଲାଇଥିବା…

ମେଳାରୁ ୨୦ କୋଟି କାରବାରର ଲକ୍ଷ୍ୟ

ଭୁବନେଶ୍ୱର,୧୬।୧: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସହଯୋଗୀ ସଂସ୍ଥା ଓର୍‌ମାସ ପକ୍ଷରୁ ଏକ ୧୭ଦିନିଆ ଜାତୀୟସ୍ତରୀୟ ପ୍ରଦର୍ଶନୀ ‘ଶିଶିର ସରସ-୨୦୨୩’ର ଆୟୋଜନ କରାଯାଇଛି। ଏପରିକି ଚଳିତ ବର୍ଷ ଜାନୁୟାରୀ ୧୩ରୁ ୨୯ ତାରିଖ…

ଦେଶର ପରବର୍ତ୍ତୀ ଶିଳ୍ପ ହବ୍‌ ହେବ ଓଡ଼ିଶା

ଭୁବନେଶ୍ୱର,୧୬।୧: ଗତ କିଛି ବର୍ଷ ଓଡ଼ିଶା ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିଛି। ଏପରିକି ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶା ଦେଶର ପରବର୍ତ୍ତୀ ଶିଳ୍ପ ହବ୍‌ ହେବ ବୋଲି ରବିବାର ଷ୍ଟାର୍ଟଅପ ମେଳା-୨୦୨୩ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ…

୭ ବର୍ଷରେ ୩,୭୮୨ ଭୂସ୍ଖଳନ

ନୂଆଦିଲ୍ଲୀ, ୧୬।୧: ଭୂସ୍ଖଳନ ପାଇଁ ଉତ୍ତରାଖଣ୍ଡର ଜୋଷୀମଠବାସୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ଦିନ ବିତିବା ସାଙ୍ଗକୁ ଏହି କ୍ଷୁଦ୍ର ସହର ଧୀରେ ଧୀରେ ମାଟି ତଳକୁ ଦବିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ବର୍ଷ ୨୦୧୫ରୁ…

ଓଡ଼ିଶାରେ ମୋବାଇଲ ଗେମର ସଂଖ୍ୟାରେ ସର୍ବାଧିକ ବୃ୍‌ଦ୍ଧି

ନୂଆଦିଲ୍ଲୀ,୧୬।୧ : ମୋବାଇଲ ଗେମରଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ୫୫ ପ୍ରତିଶତ ବୃଦ୍ଧି ପାଇଛି। କେବଳ ଭୁବନେଶ୍ୱରରେ ମୋବାଇଲ ଗେମରଙ୍କ ସଂଖ୍ୟା ୧,୬୫୨ ପ୍ରତିଶତ ବଢ଼ିଥିବା ଇଣ୍ଡିଆ ମୋବାଇଲ ଗେମିଂ ରିପୋର୍ଟ (ଆଇଏମ୍‌ଜିଆର୍‌) ୨୦୨୨ରେ କୁହାଯାଇଛି। ଗେମିଂ ପ୍ଲାଟ୍‌ଫର୍ମ ମୋବାଇଲ ପ୍ରିମିୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?